ଅନ୍ତର୍ଜାତୀୟ

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି ମାଳଦ୍ୱୀପ

ମାଲେ,୨୨।୧୧: ମାଳଦ୍ୱୀପ ସରକାରଙ୍କ ଆଦେଶ ପୁଣି ଥରେ ସେଠାରେ କିଛି ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ଭାରତଠାରୁ ଉପହାରରେ ମିଳିଥିବା ଡୋର୍ନିଅର୍‌ ଏବଂ ହେଲିକପ୍ଟରକୁ ଉଡ଼ାଉଥିବା କର୍ମଚାରୀଙ୍କ ପରିଚୟ ସାର୍ବଜନୀନ ହେବାର ଆଶଙ୍କା ରହିଛି। ମାଳଦ୍ୱୀପର ସୂଚନା କମିଶନରଙ୍କ କାର୍ଯ୍ୟାଳୟ ପ୍ରତିରକ୍ଷା…

ଶେଷରେ ହାର୍‌ ମାନିଲେ ଟ୍ରୁଡୋ: ମୋଦିଙ୍କ ବିରୋଧରେ….

ଓଟଓ୍ବା,୨୧।୧୧:କାନାଡା ସରକାର ପୁଣି ଥରେ ଭାରତ ଆଗରେ ହାର୍‌ ମାନିଛି। ପ୍ରକାଶ ପାଇଛନ୍ତି। ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ମାମଲାରେ କାନାଡା ଲଜ୍ଜାର ସମ୍ମୁଖୀନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା…

ଭାରତ-ଗୁୟାନାକୁ ଯୋଡୁଛି ସଂସ୍କୃତି, ଖାଦ୍ୟ ଆଉ କ୍ରିକେଟ

ଜର୍ଜଟାଉନ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗୁୟାନାଠାରେ ପହଞ୍ଚି ସେଠାରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥି ସହିତ, ୫୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହି ଦେଶକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି…

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲା

ଡେଇର ଅଲ୍‌-ବଲାହ,୨୧ା୧୧:ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ୧୩ ମାସ ହେଲା ଯୁଦ୍ଧ ଲାଗିରହିଥିବାବେଳେ ଗାଜାଷ୍ଟ୍ରିପ୍‌ରେ ମୃତ୍ୟୁସଂଖ୍ୟା ୪୪,୦୦୦ ଟପିଲାଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ କେତେଜଣ ହମାସ୍‌ ଆତଙ୍କବାଦୀ ଏବଂ କେତେ ସାଧାରଣ ନାଗରିକ…

‘ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ଅନୁଷ୍ଠାନ ଗୁଡ଼ିକ ଭୁଶୁଡି ପଡୁଛି’, ଗୁୟାନା ସଂସଦର ସମ୍ବୋଧନରେ ଏମିତି କହିଲେ ମୋଦି

ଜର୍ଜଟାଉନ,୨୧।୧୧: ଗୁରୁବାର ଗୁୟାନା ସଂସଦର ଏକ ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଗୁୟାନା ଏବଂ ଭାରତ ମଧ୍ୟରେ ବନ୍ଧୁତା ବହୁତ ପୁରୁଣା। ୧୮୦ ବର୍ଷ ପୂର୍ବେ ଭାରତୀୟମାନେ ଏହି ଭୂମିରେ…

ଚାଇନାକୁ ବଡ ଝଟକା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ! ଭାରତ ପାଇଁ କଲେ, ଏତେ ବଡ଼ ଘୋଷଣା

ମସ୍କୋ,୨୧।୧୧: ସୋମବାର (ନଭେମ୍ବର ୧୮) ବ୍ରାଜିଲରେ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକରେ ୨୦୨୫-୨୯ବର୍ଷ ପାଇଁ ଭାରତ ଏବଂ ଇଟାଲୀ ମଧ୍ୟରେ କାର୍ଯ୍ୟ ଯୋଜନା…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ପେଶାଓ୍ବର,୨୧ା୧୧: ପାକିସ୍ତାନର ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶରେ ଗୁରୁବାର ଆତଙ୍କବାଦୀମାନେ କେତେକ ଯାତ୍ରୀବାହୀ ଯାନକୁ ଟାର୍ଗେଟ୍‌ କରି ଆକ୍ରମଣ କରିଛନ୍ତି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ଘଟିଛି। ଏଥିରେ ୨୦ଜଣ ଗୁରୁତର ଆହତ ହୋଇଥିବା ଜଣପଡିଛି। ଏନେଇ ମୃତ୍ୟୁ ସଂଖ୍ୟା ଆଗକୁ…

ପିଲାମାନେ ଇଣ୍ଟରନେଟ ମିଡିଆ ବ୍ୟବହାର କଲେ ଲାଗିବ ମୋଟା ଅଙ୍କର ଜରିମାନା

ମେଲବର୍ଣ୍ଣ,୨୧।୧୧: ପିଲାମାନଙ୍କୁ ଇଣ୍ଟରନେଟ ମିଡିଆର ଖରାପ ପ୍ରଭାବରୁ ରକ୍ଷା କରିବା ପାଇଁ ଗୁରୁବାର ଅଷ୍ଟ୍ରେଲିଆ ସଂସଦରେ ଏକ ବିଲ ଆଗତ କରାଯାଇଥିଲା। ଏହି ବିଲ, ବିଶ୍ୱରେ ପ୍ରଥମ, ୧୬ବର୍ଷରୁ କମ ପିଲାମାନଙ୍କୁ ଇଣ୍ଟରନେଟ ମିଡିଆରୁ ବାରଣ କରିବ। ଅଷ୍ଟ୍ରେଲୀୟ ଯୋଗାଯୋଗ ମନ୍ତ୍ରୀ…

ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଗିରଫ ପାଇଁ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ କୋର୍ଟ

ନୂଆଦିଲ୍ଲୀ,୨୧।୧୧: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟଙ୍କୁ ମାନବିକତା ବିରୋଧୀ ତଥା ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି।ଏହି ଆଇନଗତ ପ୍ରକ୍ରିୟାର ଅର୍ଥ ହେଉଛି ଯେ ଆଇସିସିର…

ପାକିସ୍ତାନରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ: ୩୮ ମୃତ

ଇସଲାମାବାଦ୍‌,୨୧।୧୧: ପାକିସ୍ତାନରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଆକ୍ରମଣରେ ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ବନ୍ଧୁକଧାରୀମାନେ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖାଇବର ପାଖ୍ଟନଖୱାଠାରେ ଶିଆ ମୁସଲମାନମାନଙ୍କୁ…

ୟୁକ୍ରେନ ଉପରେ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କଲା ରୁଷିଆ; ପରମାଣୁ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ,୨୧।୧୧: ଭ୍ଲାଦିମିର ପୁଟିନ ଆଣବିକ ଅସ୍ତ୍ର ବ୍ୟବହାର କରିବା ନିୟମ ପରିବର୍ତ୍ତନ କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନରେ ଉପରେ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ କିମ୍ବା ଆଇସିବିଏମ୍ ମାଡ଼ କରିଛି। ଏହି ମିସାଇଲ ପାରମ୍ପାରିକ (ଅଣ-ଆଣବିକ) ହୋଇଥିଲେ ମଧ୍ୟ ଏହାଦ୍ୱାରା…

ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ କଲା ଏମିତି କାରନାମା

ସିଡନୀ,୨୧।୧୨:ଅଷ୍ଟ୍ରେଲିଆ ସରକାର ଗୁରୁବାର ସଂସଦରେ ଏକ ନୂତନ ବିଲ ଆଗତ କରିଛନ୍ତି। ଏହି ବିଲର ଉଦ୍ଦେଶ୍ୟ ହେଉଛି ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା। ଏହା ଅଧୀନରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉଲ୍ଲଂଘନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri