ଅନ୍ତର୍ଜାତୀୟ

ଚିକେନ୍‌ କି ମଟନ୍‌ ନୁହେଁ ଏହି ମାଂସ ଖାଇବାକୁ ପସନ୍ଦ କରନ୍ତି ଡୋନାଲ୍ଡ ଟ୍ରମ୍ପ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଓ୍ବାଶିଂଟନ୍‌,୬।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳର ଶପଥ ନେବା ପୂର୍ବରୁ ହିଁ ତାଙ୍କର ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ସେ ଟାରିଫ୍‌ ଲାଗୁ କରିବା…

ନିଜ ନାଗରିକଙ୍କ ଉପରେ ବୋମା ପକାଇବା ପରେ ଦକ୍ଷିଣ କୋରିଆରେ ହଇଚଇ, ଧ୍ୱଂସ ହୋଇଗଲା…

ସିଓଲ,୬।୩: କିମ୍‌ ଜୋଙ୍ଗ ଉନଙ୍କ ଉତ୍ତର କୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ଦକ୍ଷିଣ କୋରିଆର ଯୁଦ୍ଧ ବିମାନଗୁଡ଼ିକ ଗୁରୁବାର ନିଜ ନାଗରିକଙ୍କ ଉପରେ ବୋମା ପକାଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ ୮ଟି ବୋମା ପଡ଼ିବା ପରେ…

ଆସିଲା ଖୁସି ଖବର, ଏତେ କମିଯିବ ପେଟ୍ରୋଲ ଦର!

ନୂଆଦିଲ୍ଲୀ,୬।୩: ଭାରତରେ ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇପାରେ। ଏହାର ଏକ କାରଣ ହେଉଛି ଉପସାଗରୀୟ ଦେଶ ଏବଂ ଆମେରିକାରୁ ଭଲ ଖବର ଆସିଛି। ପ୍ରକୃତରେ, ଉପସାଗରୀୟ ଦେଶଗୁଡ଼ିକରେ ଅଶୋଧିତ ତୈଳର ମୂଲ୍ୟ ଲଗାତାର ତୃତୀୟ ଦିନ…

Pakistan hits Gold mine: ଧନୀ ହୋଇଗଲା କାଙ୍ଗାଳ ପାକିସ୍ତାନ! ମିଳିଲା ୮୦ହଜାର କୋଟି ଟଙ୍କାର ସୁନା ଖଣି, ଭାରତ ସହ ଅଛି ବଡ଼ ଲିଙ୍କ୍‌

ଇସଲାମବାଦ,୬।୩: କାଙ୍ଗାଳରୁ ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି…

ହମାସ ସହିତ ଗୁପ୍ତ ଆଲୋଚନା କଲା ଆମେରିକା: ରିପୋର୍ଟ

ନୂଆଦିଲ୍ଲୀ, ୫ା୩: ଗାଜାରେ ବନ୍ଦୀ ଥିବା ଆମେରିକୀୟ ବନ୍ଧକଙ୍କୁ ମୁକ୍ତ କରିବାର ସମ୍ଭାବନା ଉପରେ ଟ୍ରମ୍ପ ପ୍ରଶାସନ ହମାସ ସହିତ ଗୁପ୍ତ ଆଲୋଚନା କରୁଛି। ଆଲୋଚନା ବିଷୟରେ ଜ୍ଞାତ ଥିବା ଦୁଇଟି ସୂତ୍ରକୁ ଉଦ୍ଧୃତ କରି ବୁଧବାର ଆକ୍ସିଓସ୍ ଏହି ରିପୋର୍ଟ…

ପାକିସ୍ତାନରେ କ୍ଷମତା ପରିବର୍ତ୍ତନ ଲାଗି ସ୍କ୍ରିପ୍ଟ ପ୍ରସ୍ତୁତ! ଯେକୌଣସି ମୁହୂର୍ତ୍ତରେ ଶରିଫ ଭାଇଙ୍କ ହାତରୁ ଚାଲିଯାଇପାରେ କ୍ଷମତା…

ଇସଲାମାବାଦ,୫।୩: ପୁଣି ଥରେ ପାକିସ୍ତାନରେ କ୍ଷମତା ପାଇଁ ସଂଘର୍ଷ ତୀବ୍ର ହୋଇଛି। ଦେଶର ରାଜନୈତିକ ପରିସ୍ଥିତି କ୍ରମାଗତ ଭାବରେ ବିଗିଡ଼ିବାରେ ଲାଗିଛି। ଏଣୁ ଦେଶରେ ବିଦ୍ରୋହ ପାଇଁ ପ୍ରସ୍ତୁତି ଚାଲିଥିବା ଅନୁମାନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ଏବଂ…

ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣା ପରେ ଚିହିଁକି ଉଠିଲା ଚାଇନା, କହିଲା ଆମେରିକା ସହ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ

ବେଜିଂ,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମେକ୍ସିକୋ ଏବଂ କାନାଡାରୁ ଆମଦାନୀ ଉପରେ ଲାଗୁ କରାଯାଇଥିବା ନୂତନ ୨୫% ଶୁଳ୍କ ମଙ୍ଗଳବାର ଠାରୁ କାର୍ଯ୍ୟକାରୀ ହୋଇଛି। ସେହି ସମୟରେ, ଚାଇନା ସାମଗ୍ରୀ ଉପରେ ଟାରିଫ୍‌ ଦୁଇଗୁଣ ବୃଦ୍ଧି କରି ୨୦%…

ଭାରତକୁ ୨ଥର ଝଟକା ଦେଲେ ଟ୍ରମ୍ପ, ଘୋଷଣା କରି ଭାରତୀୟଙ୍କୁ ଚମକାଇଦେଲେ…

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ଯେ ଯେକୌଣସି ଦେଶ ଆମ ଉପରେ ଯେକୌଣସି ଟାରିଫ୍‌ ଲାଗୁ କରିବ, ଆମେ ମଧ୍ୟ ସେମାନଙ୍କ ଉପରେ ସମାନ ଟାରିଫ୍‌ ଲାଗୁ କରିବୁ। ଏହି…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଏହି ଦିନଠୁ ଭାରତ ଉପରେ ଲାଗୁ ହେବ ଟାରିଫ୍‌, ବିଦେଶୀ ସହାୟତା ଉପରେ ଲଗାଇଲେ ରୋକ

ଓ୍ବାଶିଂଟନ୍‌,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ବୁଧବାର ଟ୍ରମ୍ପ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସ ଚାମ୍ବରରେ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି। ଜାନୁଆରୀ ୨୦ ତାରିଖରେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଭାଷଣ । ଟ୍ରମ୍ପଙ୍କ ଏହି ଅଭିଭାଷଣ ଏପରି…

ପାକିସ୍ତାନ ପରି କାଙ୍ଗାଳ ପରିସ୍ଥିତିରେ ବାଂଲାଦେଶ, ୟୁନୁସ୍‌ଙ୍କ ଉପରେ ବଡ଼ ସଙ୍କଟ, ଖାଦ୍ୟ ପାଇଁ ହାହାକାର

ଢାକା,୫।୩: ବାଂଲାଦେଶ ଏବେ ପାକିସ୍ତାନର ପଥ ଅନୁସରଣ କରିବା ଆରମ୍ଭ କରିଛି। ଏବେ ପାକିସ୍ତାନ ପରି ଦାରିଦ୍ର୍ୟ ବାଂଲାଦେଶରେ ମଧ୍ୟ ବ୍ୟାପିବା ଆରମ୍ଭ କରିଛି। ଏହାର କାରଣ ହେଉଛନ୍ତି ମହମ୍ମଦ ୟୁନୁସ୍‌। ମହମ୍ମଦ ୟୁନୁସ୍‌ଙ୍କ ବାଂଲାଦେଶରେ ଆର୍ଥିକ ସଙ୍କଟ ଗଭୀର ହେବାରେ…

ବାଣିଜ୍ୟ ଯୁଦ୍ଧ ଆରମ୍ଭ: ଟ୍ରୁଡୋଙ୍କ ଉପରେ ରାଗିଯାଇ ବଡ଼ ଧମକ ଦେଲେ ଟ୍ରମ୍ପ, ଛାନିଆରେ..

ଓ୍ବାଶିଂଟନ୍‌,୫।୩: ଟାରିଫ୍‌କୁ ନେଇ ଆମେରିକା ଏବଂ କାନାଡା ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କାନାଡାର ରପ୍ତାନି ଉପରେ ପାରସ୍ପରିକ ଟାରିଫ୍‌ ଲାଗୁ କରିବାକୁ ଧମକ ଦେଇଛନ୍ତି, ଯାହା ଆମେରିକାର ରପ୍ତାନି ଉପରେ ଲାଗୁ ହୋଇଥିବା ୨୫%…

ୟୁରୋପକୁ ଶକ୍ତିଶାଳୀ କରିବାକୁ ୮୦୦ ବିଲିୟନ ୟୁରୋର ଯୋଜନା

ବ୍ରସେଲ୍ସ,୫।୩: ଆମେରିକାଠାରୁ ଦୂରେଇଯିବାର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ରୁଷିଆ ସହ ବୁଝାମଣା ପାଇଁ ୟୁକେନ୍‌କୁ ସାମରିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ୟୁରୋପୀୟ ରାଷ୍ଟ୍ର ସଂଘ ଏହାର ସାମରିକ ଶକ୍ତି ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୟୁରୋପୀୟ ସଂଘର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri