ହାସିନାଙ୍କ ପୈତୃକ ଘର ଜାଳିଦେଲେ ବିକ୍ଷୋଭକାରୀ
ଢାକା,୭।୨:ବାଂଲାଦେଶରେ ବିକ୍ଷୋଭକାରୀମାନେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ପୁରୁଣା ପୈତୃକ ଘର ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇଦେଇଛନ୍ତି। ଏଥିସହିତ ହାସିନାଙ୍କ ଦଳର କେତେଜଣ ସଦସ୍ୟଙ୍କ ଘର ମଧ୍ୟ ଭଙ୍ଗାରୁଜା କରାଯାଇଛି। ଗତବର୍ଷ ଜୁଲାଇ-ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ…
ପ୍ରତ୍ୟର୍ପିତଙ୍କ ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭ା୨:ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଟ୍ରମ୍ପ୍ ପ୍ରଶାସନ ସେନା ବିମାନରେ ଏଭଳି ପଠାଇ ଦେଇଛି ଭାରତକୁ। ବିମାନରେ ସମସ୍ତଙ୍କ ପାଇଁ ଗୋଟିଏ ମାତ୍ର ଟଏଲେଟ୍ ଥିଲା। ଦୀର୍ଘ ଯାତ୍ରାବେଳେ ଶିକୁଳିରେ ବନ୍ଧାହୋଇଥିଲେ…
ଆଫଗାନ୍ ମହିଳାଙ୍କ ଏକମାତ୍ର ରେଡିଓ ଷ୍ଟେଶନ ବନ୍ଦ
କାବୁଲ,୭/୨:୨୦୨୧ରେ ତାଲିବାନ୍ ଆଫଗାନିସ୍ତାନର ନିୟନ୍ତ୍ରଣ ନିଜ ହାତକୁ ନେବାର ୫ ମାସ ପୂର୍ବରୁ ରାଜଧାନୀ କାବୁଲରେ ଖୋଲାଯାଇଥିଲା ‘ରେଡିଓ ବେଗମ୍’। ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ବେତାର ପ୍ରସାରଣ କେନ୍ଦ୍ର ସହ ଅନୁବନ୍ଧିତ ଏକ ସାଟେଲାଇଟ୍ ଚ୍ୟାନେଲ ‘ବେଗମ୍…
ସ୍କୁଲରେ ନିଆଁ ଲାଗି ୧୭ ପିଲା ଦଗ୍ଧ
ଅବୁଜା(ନାଇଜେରିଆ),୬।୨ ଉତ୍ତରପଶ୍ଚିମ ନାଇଜେରିଆର ଏକ ଇସ୍ଲାମିକ୍ ସ୍କୁଲ୍ରେ ଗୁରୁବାର ନିଆଁ ଲାଗିଯିବାରୁ ଅନୂ୍ୟନ ୧୭ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ କର୍ତ୍ତୃପକ୍ଷ ଏହାର ତଦନ୍ତ ଚଳାଇଛନ୍ତି। ଜାମଫରା ରାଜ୍ୟର କୌରା ନାମୋଡା ଜିଲାରେ…
ଟ୍ରମ୍ପ୍ଙ୍କ ଟାରିଫ୍କୁ ଡବ୍ଲ୍ୟୁଟିଓରେ ଚ୍ୟାଲେଞ୍ଜ କଲା ଚାଇନା
ଓ୍ବାଶିଂଟନ,୬।୨: ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଥିବାରୁ ବେଜିଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଏହାକୁ ଚ୍ୟାଲେଞ୍ଜ କରିଛି। ଉକ୍ତ ନୂଆ ଟାରିଫ୍ ସହ କମ୍ ମୂଲ୍ୟର ସାମଗ୍ରୀ…
ଭାରତରୁ ବଡ଼ ଘୋଷଣା କଲେ ଶେଖ ହାସିନା, ଫେସ୍ବୁକ ପେଜ୍ରେ…, ବାଂଲାଦେଶରେ ହଇଚଇ
ଢାକା,୧୬।୨: ବାଂଲାଦେଶରେ ବ୍ୟାପକ ଅଶାନ୍ତି ମଧ୍ୟରେ ଦେଶର ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତରୁ ତାଙ୍କ ଦଳ ଆୱାମୀ ଲିଗର କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଶେଖ ହାସିନା ଆୱାମୀ ଲିଗର ଫେସବୁକ ପୃଷ୍ଠା ମାଧ୍ୟମରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି।…
ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଉପରେ ପୁଣି ଭାରତକୁ ଧମକ ଦେଲେ ୟୁନୁସ୍, ‘ଯଦି ଏପରି ନ ହୁଏ…’
ଢାକା,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନା ଏବଂ ଅନ୍ୟମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଯଥାସମ୍ଭବ ପ୍ରୟାସ କରୁଛି। ଗୃହ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀ ବୁଧବାର ଏହି ସୂଚନା ଦେଇଛନ୍ତି।…
ପୁରୁଷ ଇସ୍ରାଏଲୀ ବନ୍ଧକଙ୍କୁ ବଳାତ୍କାର, ଛଟପଟ କରି ଜୀବନ ନେଲା ହମାସ!
ଇସ୍ରାଏଲ,୬।୨: ହମାସ ନିଜ ଯୋଦ୍ଧାମାନଙ୍କୁ ନିର୍ଯ୍ୟାତନା ଦେଉଥିଲା ଏବଂ ହତ୍ୟା କରୁଥିଲା। ପାଲେଷ୍ଟାଇନ ଗୋଷ୍ଠୀର ଗୁପ୍ତ ଦଲିଲରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ୭ ଅକ୍ଟୋବର, ୨୦୨୩ରେ ହୋଇଥିବା ଆକ୍ରମଣ ପରେ, ହମାସର ଲୋକମାନେ ପୁରୁଷ ଇସ୍ରାଏଲୀ ବନ୍ଧକମାନଙ୍କୁ ବଳାତ୍କାର…
ଭାରତୀୟଙ୍କ ପାଇଁ ଖୁସିଖବର: ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଭାରତର ନମ୍ବର ୧ ଶତ୍ରୁ ସହ କଲେ ଏମିତି…
ଓ୍ବାଶିଂଟନ୍,୬।୨: ଡୋନାଲ୍ଡ ଟ୍ରମ୍ପ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଖୁସି କରିବ। ଆମେରିକା ଏକ ପ୍ରକାରେ ଭାରତର ଶତ୍ରୁର ମେରୁଦଣ୍ଡ ଭାଙ୍ଗି ଦେଇଛି। ପାକିସ୍ତାନୀ ଆତଙ୍କବାଦୀମାନେ ଯେଉଁ ଭଣ୍ଡାରରୁ ଟଙ୍କା ପାଉଥିଲେ, ସେହି ଭଣ୍ଡାରକୁ ଆମେରିକା ତାଲା…
ଭାରତକୁ ବଡ଼ ଖୁସି ଖବର ଦେବେ ଟ୍ରମ୍ପ! ଚାଇନା-ପାକିସ୍ତାନର ହଜିବ ନିଦ ଜାଣନ୍ତୁ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ଭାରତକୁ ଏକ ବଡ଼ ଖୁସି ଖବର ଦେଇପାରନ୍ତି। ପ୍ରକୃତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତି ଉପରେ ଆଲୋଚନା ହେବାର ସମ୍ଭାବନା…
ହାତରେ ହାତକଡି, ଗୋଡ଼ରେ ଶିକୁଳି, ୪୦ ଘଣ୍ଟା ଧରି ଭାରତୀୟଙ୍କ ସହ ଏମିତି କରି ସବୁସୀମା ପାର କଲା ଆମେରିକା…
ଓ୍ବାଶିଂଟନ,୬।୨: ଆମେରିକାରୁ ନିର୍ବାସିତ ୧୦୪ ଜଣ ଅବୈଧ ପ୍ରବାସୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର ହୋସିଆରପୁର ଜିଲାର ଟାହଲି ଗାଁର ହରବିନ୍ଦର ସିଂହ। ଡଙ୍କି ରୁଟ ଦେଇ ଯାତ୍ରା କରିବା ସମୟରେ ଯେତିକି ଅସୁବିଧାର ସମ୍ମୁଖୀନ ହୋଇନଥିଲେ, ତା’ଠାରୁ ଅଧିକ ଅସୁବିଧାର…
ଧାର୍ମିକ ନେତା ଆଗା ଖାନ୍ କିଏ? ଯିଏ ପଛରେ ଛାଡ଼ି ଯାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି
ଲିସ୍ବନ୍, ୬।୨: ବିଲିୟନେୟାର ସମାଜସେବୀ ତଥା ଶିୟା ଇସ୍ମାଇଲ ମୁସଲମାନଙ୍କ ୪୯ତମ ବଂଶାନୁଗତ ଇମାମ ପ୍ରିନ୍ସ କରୀମ ଅଲ୍ ହୁସୈନୀ ଆଗା ଖାନ୍ଙ୍କର ବୁଧବାର ପରଲୋକ ହୋଇଯାଇଛି। ପର୍ତ୍ତୁଗାଲର ରାଜଧାନୀ ଲିସ୍ବନ୍ରେ ୮୮ ବର୍ଷ ବୟସରେ ପରିବାର ସଦସ୍ୟଙ୍କ ଗହଣରେ ସେ…
Archives


