ଅନ୍ତର୍ଜାତୀୟ

ଅଲଗା ହେବ ବାଲୁଚିସ୍ତାନ! ମୋଦିଙ୍କୁ ମାଗିଲା ୨ଟି ସାହାଯ୍ୟ, ପାକିସ୍ତାନ ଥରହର

ନୂଆଦିଲ୍ଲୀ,୧୬।୫: ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ଆନୁଷ୍ଠାନିକ ଭାବରେ ଭାରତଠାରୁ ଦୁଇଟି ପ୍ରମୁଖ ସମର୍ଥନ ଲୋଡ଼ିଛି। ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଭିସା ଏବଂ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ଭିସା। ଏହି ଆବେଦନ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି…

ପାକିସ୍ତାନ ପରେ ତୁର୍କୀରେ ପାଣି ପାଇଁ ହାହାକାର, ଆଗକୁ…

ଇସ୍ତାନବୁଲ,୧୬।୫: ପାକିସ୍ତାନ ପରେ ତୁର୍କୀକୁ ଲାଗିବ ଶକ୍ତ ଝଟ୍‌କା। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠାରୁ ପାକ୍‌ର ପରିସ୍ଥିତି ଆହୁରି ଖରାପ ହେବରେ ଲାଗିଛି। ଏପରି ପରିସ୍ଥିତିରେ, ଯେଉଁ ତୁର୍କୀ ସବୁବେଳେ ପାକିସ୍ତାନର ’ମିତ୍ର’ ହୋଇ ସମର୍ଥନ କରୁଥିଲା, ସେହି…

ତୁର୍କୀକୁ ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ୮୨୧କୋଟି ଟଙ୍କାର ଝଟ୍‌କା ଦେଲେ ଭାରତୀୟ!

ନୂଆଦିଲ୍ଲୀ,୧୬।୫:ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏହି ସମୟରେ ତୁର୍କୀ ପ୍ରଥମେ ପାକିସ୍ତାନକୁ ସମର୍ଥନ କରିଛି। ଯାହାପରେ ଭାରତୀୟମାନେ ତୁର୍କୀକୁ ବୟକଟ କିବା ଆରମ୍ଭ କରିଛନ୍ତି। ବର୍ତ୍ତମାପ ଭାରତରେ ତୁର୍କୀ ଉତ୍ପାଦ, ବିଶେଷକରି ସେଓ ବୟକଟ ଆରମ୍ଭ…

ପାକିସ୍ତାନକୁ ପାନେ ଦେବାକୁ ଏହି ଦେଶ ସହ ସମ୍ପର୍କ ମଜଭୁତ କରୁଛି ଭାରତ: ଶେହବାଜ ଶରିଫଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୧୬।୫: ଗୋଟିଏ ପଟେ, ଋଣ ଏବଂ ଜଳ ଅଭାବ ପାକିସ୍ତାନ ପାଇଁ ସମସ୍ୟା ହେଉଛି। ଅନ୍ୟପକ୍ଷରେ, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ବନ୍ଧୁତା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ମୁଣ୍ଡବିନ୍ଧାର ମଧ୍ୟ ବୃଦ୍ଧି କରୁଛି। ଆଫଗାନିସ୍ତାନ ପହଲଗାମ ଆକ୍ରମଣକୁ ନିନ୍ଦା…

ଆଉ ୨ଦିନ ପରେ ଯୁଦ୍ଧ? ବ୍ରିଟେନ ସହ କଥା ହେଲା ପାକିସ୍ତାନ…

ଇସଲାମବାଦ,୧୬।୫: ଆତଙ୍କବାଦୀଙ୍କ ସ୍ବର୍ଗ ପାକିସ୍ତାନ ଭାରତଠାରୁ ପରାଜୟର ସମ୍ମୁଖୀନ ହେବା ପରେ, ପାକ୍‌ ଏବେ ଶାନ୍ତି ଚୁକ୍ତି ପାଇଁ ନିବେଦନ କରୁଛି। ଏହି ସମୟରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ଶୁକ୍ରବାର ଇସଲାମାବାଦରେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କୁ ଭେଟିଛନ୍ତି।…

ଭାରତର ୬ସୀମାରେ ହାଇ ଆଲର୍ଟ, ବାଂଲାଦେଶ ସହ ହେବ…

ନୂଆଦିଲ୍ଲୀ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଥିବା ବେଳେ, ଅନ୍ୟ ଏକ ପଡ଼ୋଶୀ ଦେଶ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଉଛି। କାରଣ ହେଉଛି ଭାରତରୁ କଥିତ ’ପୁସ-ଇନ’ କାର୍ଯ୍ୟକଳାପ। ଗତ ଦୁଇ ସପ୍ତାହ ମଧ୍ୟରେ, ବାଂଲାଦେଶ ସୀମାର ଛଅଟି…

ପୁଣି କଥା ବଦଳାଇଲେ ଟ୍ରମ୍ପ, ଏଥର ଭାରତକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ, ୧୬।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସଂଘର୍ଷ ପରେ ମେ ୧୦ରେ ଏକ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ଯୁଦ୍ଧବିରତିକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ପ୍ରଶାସନ ଏହାର ମୁଖ୍ୟ…

ଆସିଲାଣି କରୋନାର ନୂଆ ଲହର! ଏସବୁ ଏସୀୟ ଦେଶରେ ଲୋକେ ଭୟଭୀତ

ନୂଆଦିଲ୍ଲୀ,୧୬।୫: କ’ଣ ବିଶ୍ୱରୁ କରୋନା ଭାଇରସ ସମ୍ପୂର୍ଣ୍ଣ ଲୋପ ପାଇଗଲା? ଯଦି ଆପଣ ଭାବୁଛନ୍ତି ଯେ ସାରା ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଥିବା କୋଭିଡ-୧୯ ଶେଷ ହୋଇଯାଇଛି, ତେବେ ଏହା ଆପଣଙ୍କର ଭୁଲ ଧାରଣା। ହଁ, ପୁଣିଥରେ ସାରା ବିଶ୍ୱରେ ଧୀରେ…

ପଦାରେ ପଡ଼ିଲା ଟ୍ରମ୍ପଙ୍କ ଦୋମୁହାଁ ନୀତି: ପାକିସ୍ତାନ ବନ୍ଧୁ ତୁର୍କୀକୁ ଯୋଗାଇବେ ବିପଜ୍ଜନକ ମିଶାଇଲ୍‌

ଓ୍ବାଶିଂଟନ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା। ତୁର୍କୀ ଶହ ଶହ ଡ୍ରୋନ ଏବଂ ମିଶାଇଲ୍‌ ପଠାଇ ପାକିସ୍ତାନକୁ ବୈଷୟିକ ଏବଂ ରଣନୈତିକ ସହାୟତା ଯୋଗାଇଥିଲା। ଫଳରେ ଭାରତ ବାଣିଜ୍ୟ…

ସଂସଦରେ ମିଛ କହୁଥିଲେ ପାକିସ୍ତାନ ମନ୍ତ୍ରୀ, ପୋଲ ଖୋଲିଦେଲା ନିଜ ଦେଶର ମିଡିଆ

ଇସଲାମାବାଦ,୧୬।୫: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ପାକିସ୍ତାନୀ ସିନେଟରେ ଏକ ବିଦେଶୀ ଖବରକାଗଜର ଏକ ନକଲି ଚିତ୍ର ଦେଖାଇ ଦାବି କରିଥିଲେ ଯେ ପାକିସ୍ତାନ ବାୟୁସେନା ଏହି ସଂଘର୍ଷରେ ଭାରତୀୟ ବାୟୁସେନାକୁ ପରାସ୍ତ କରିଥିଲା। ଏହି ସମୟରେ,…

ଲାଡେନଙ୍କ ସ୍ବପ୍ନ ପୂରଣ କରିବାକୁ ଚାହୁଁଛନ୍ତି ଅସୀମ ମୁନିର, ପହଲଗାମ ଆକ୍ରମଣ କ’ଣ ସମାନ ଷଡ଼ଯନ୍ତ୍ରର ଏକ ଅଂଶ କି? ବୁଝନ୍ତୁ ଏହାର…

ଇସଲାମାବାଦ,୧୬।୫: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମର ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଥିଲେ। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ତାଙ୍କ ଧର୍ମ ବିଷୟରେ ପଚାରିଲେ ଏବଂ ତା’ପରେ…

ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲେ FBIର ପୂର୍ବତନ ନିର୍ଦ୍ଦେଶକ? ସମୁଦ୍ର ଜାହାଜରେ ଲେଖାଥିଲା ‘86 47’, ଜାଣନ୍ତୁ କ’ଣ ଏହାର ଅର୍ଥ

ଓ୍ବାଶିଂଟନ,୧୬।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ମିଳିଛି କି? ଆମେରିକାର ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅଭିଯୋଗ ହୋଇଛି ଯେ ପୂର୍ବତନ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ନିର୍ଦ୍ଦେଶକ ଜେମ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri