ଅନ୍ତର୍ଜାତୀୟ

ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମଙ୍କୁ ହତ୍ୟା

ପ୍ରିଟୋରିଆ, ୧୭ା୨: ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ରବିବାର ଦକ୍ଷିଣ ଆଫ୍ରିକାର ଗକେବରହା ସହରରେ ଗୁଳିକରି ହତ୍ୟା କରାଯାଇଛି। ୧୯୯୬ରେ ବିଶ୍ୱର ପ୍ରଥମ ଇମାମ ଭାବେ ସେ ସର୍ବସାଧାରଣରେ ନିଜ ସମଲିଙ୍ଗୀ ପରିଚୟକୁ ସ୍ବୀକାର କରିଥିଲେ। ମୁହସିନ...

ବିନା ବାନ୍ଧବୀରେ ଚିଡ଼ିଆଖାନା ମନା

ଟୋକିଓ,୧୭।୨: ପୂର୍ବ ଜାପାନର ଟୋଚିଗି ଅଞ୍ଚଳସ୍ଥିତ ହିଲିଙ୍ଗ ପାଭିଲିଅନ ଚିଡ଼ିଆଖାନାରେ କୌଣସି ପୁରୁଷ ଏକାକୀ ଭ୍ରମଣ କରିପାରିବେ ନାହିଁ। ଚିଡ଼ିଆଖାନା ମଧ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର, ଅସଦାଚରଣ, ଉତ୍ପୀଡ଼ନ ଆଦି ମାମଲା ବଢ଼ୁଥିବାରୁ କର୍ତ୍ତୃପକ୍ଷ ପୁରୁଷଙ୍କ ଉପରେ ଏପରି କଟକଣା ଲଗାଇଛନ୍ତି।...

ନିର୍ବାଚନ କମିଶନରେ ଆମେରିକା ଟଙ୍କା

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୨(ପି.ଟି./ଏଜେନ୍ସି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆର୍ଥିକ ସହାୟତା ମିଳୁଥିଲା। ଟଙ୍କା ମିଳୁଥିବାବେଳେ ଜଣାପଡ଼ୁ ନ ଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ଏହି ବିଷୟ ରବିବାର ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କୁ ମତଦାନ ବୃଦ୍ଧି ସକାଶେ...

ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିରେ ଚିନ୍ତିତ ୟୁରୋପୀୟ ନେତା: ଜରୁରୀ ବୈଠକ ଡାକିଲେ ମାକରଁ

ପ୍ୟାରିସ୍‌,୧୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ ୟୁରୋପୀୟ ନେତାମାନଙ୍କ ଏକ ଜରୁରୀ ବୈଠକ ଡାକିଛନ୍ତି। ସୋମବାର ଏହି ବୈଠକ ପ୍ୟାରିସ୍‌ରେ ବସିବ ବୋଲି ଶନିବାର ମୁନିକଖ...

ଭୁଶୁଡ଼ିଲା ସୁନା ଖଣି: ୪୮ ମୃତ

ବାମାକୋ, ୧୬।୨: ଆଫ୍ରିକୀୟ ଦେଶ ମାଲିର ପୂର୍ବବର୍ତ୍ତୀ ଅଞ୍ଚଳ କୋନିଏବା ଜିଲା ବିଲାଲି କୋଟୋଠାରେ ବେଆଇନ ଭାବେ ପରିଚାଳିତ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ୪୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା...

ମସ୍କଙ୍କ ବିବାଦୀୟ ବୟାନ, Barack Obama ଜଣେ ସମଲିଙ୍ଗୀ, ପୁରଷଙ୍କୁ ବିବାହ କରିଛନ୍ତି!

ଓ୍ବାଶିଂଟନ୍‌,୧୬।୨: Obama Couple ଜଣେ ସମଲିଙ୍ଗୀ। ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି। ଏପରି ବିବାଦୀୟ ବୟାନ ଦେଇଛନ୍ତି କୋଟିପତି ଏଲନ ମସ୍କଙ୍କ ବାପା ଏରୋଲ ମସ୍କ। ସମ୍ପ୍ରତି ପୂର୍ବତନ ଆମେରିକାର ପ୍ରଥମ ମହିଳା ମିଶେଲ ଓବାମା ଚର୍ଚ୍ଚାରେ ରହି...

ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ

ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍‌’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର...

ଆମେରିକା ଓ ଅନ୍ୟଦେଶ ପରି ବାରମ୍ବାର ଚାଇନା କାହିଁକି ଯାଆନ୍ତି ନାହିଁ Modi, ଜଣାପଡିଲା ବଡ଼ କାରଣ

ନୂଆଦିଳ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର Modi ଆମେରିକା ଏବଂ ଫ୍ରାନ୍ସ ଗସ୍ତ ପରେ ଦିଲ୍ଲୀ ଫେରି ଯାଇଛନ୍ତି। ତାଙ୍କର ଆମେରିକା ଗସ୍ତ ସମୟରେ, ମୋଦି ନବର୍ନିବାଚିତ ରାଷ୍ଟ୍ରପତି  Donald Trump ଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ...

ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

କାଇରୋ/ଜେରୁଜେଲମ୍‌,୧୫।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଶନିବାର ଆଉ ୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଜଣେ ଆମେରିକୀୟଙ୍କ ସମେତ ୩ ପଣବନ୍ଦୀ ମୁକ୍ତ ହୋଇଥିବା ବେଳେ ଇସ୍ରାଏଲ୍‌ ମଧ୍ୟ ୩୬୯ ଜଣ ପାଲେଷ୍ଟିନୀୟ ବନ୍ଦୀ ଏବଂ ଅଟକଙ୍କୁ ମୁକ୍ତ...

୨୮ ବର୍ଷ ପରେ ମିଳିଲା ପାପର ସଜା! କରିଥିଲେ ଏମିତି ଅପରାଧ ଶୁଣିଲେ ଲୋମ ଟାଙ୍କୁରି ଉଠିବ

ଫ୍ଲୋରିଡା,୧୫।୨: ୧୯୯୭ ମସିହାରେ ଏକ ଦମ୍ପତିଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଫ୍ଲୋରିଡାର ଜଣେ ୬୪ ବର୍ଷୀୟ ବ୍ୟକ୍ତି ଜେମ୍ସ ଡେନିସ ଫୋର୍ଡଙ୍କୁ ଗୁରୁବାର ଦିନ ଫାଶୀ ଦିଆଯାଇଥିଲା। ଏହା ଚଳିତ ବର୍ଷ ରାଜ୍ୟରେ ପ୍ରଥମ...

‘ଟ୍ରମ୍ପଙ୍କୁ କେମିତି ଡିଲ କରିବା ଦରକାର, ବିଶ୍ୱର ସବୁ ନେତା ଶିଖିବା ଉଚିତ,’ଆମେରିକା ମିଡିଆ କହିଲା ମୋଦିଙ୍କ ସହ ବୈଠକ…

ଓ୍ବାଶିଂଟନ,୧୫।୨: ଆମେରିକୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ ଗସ୍ତକୁ ଉଚ୍ଚ ପ୍ରଶଂସା କରାଯାଉଛି। ଦୁଇ ଦିନିଆ ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଦୁଇ ନେତା...

ହମାସକୁ ଧମକ ଦେଲେ ଟ୍ରମ୍ପ, ବନ୍ଧକଙ୍କୁ ନ ଛାଡିଲେ ଭୋଗିବାକୁ ପଡିବ ପରିଣାମ

ଓ୍ବାଶିଂଟନ,୧୫।୨: ଗାଜାରେ ହମାସ ଦ୍ୱାରା ବନ୍ଧକଙ୍କୁ ମୁକ୍ତ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଶୁକ୍ରବାର କହିଥିଲେ ଯେ ଯଦି ସମସ୍ତ ବନ୍ଧକଙ୍କୁ ଶନିବାର (ଫେବୃଆରୀ ୧୫) ଅପରାହ୍ନ (ସ୍ଥାନୀୟ ସମୟ)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri