ଅନ୍ତର୍ଜାତୀୟ

Pakistan: ପାକିସ୍ତାନରେ ହାଇଆଲର୍ଟ, ବାଜିଲା ଯୁଦ୍ଧ ସାଇରନ୍‌

ପେଶାୱାର,୧।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଘଟଣା ପରେ ପାକିସ୍ତାନରେ ଭାରତୀୟ ଆକ୍ରମଣର ଭୟ ବ୍ୟାପିଛି। ଏହି ଭୟ ଯୋଗୁଁ ପାକିସ୍ତାନ ତା’ର ଅନେକ ସହରରେ ଜରୁରୀ ସାଇରନ ଲଗାଇଛି। ଖୈବର ପଖତୁନଖୱା ସରକାର ପେଶାୱାର, ଏବଟାବାଦ, ମାର୍ଦାନ…

ଆମେରିକାରୁ ଆସିଲା ଫୋନ୍‌ କଲ୍‌, କେଉଁ ମୂହୁର୍ତ୍ତରେ ବି ଆଟାକ୍‌! ଥରହର ପାକିସ୍ତାନ

ନୂଆଦିଲ୍ଲୀ, ୧।୫: ଜାମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ…

ଭାରତ ଆକ୍ରମଣ ଭୟ ମଧ୍ୟରେ ପାକିସ୍ତାନରେ ହେଲା ବଡ଼ ଭୂମିକମ୍ପ, ସାରା ଦେଶରେ ଆତଙ୍କ

ନୂଆଦିଲ୍ଲୀ, ୩୦।୪: ପାକିସ୍ତାନରେ ବୁଧବାର ରାତି ୯:୫୮:୨୬ (ଭାରତୀୟ ସମୟ ଅନୁସାରେ) ରିକ୍ଟର ସ୍କେଲରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତର ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର ପୂର୍ବ ଅଂଚଳରେ…

ପହଲଗାମ ଆକ୍ରମଣ ପରେ ଭାରତ ସମର୍ଥନରେ ତାଲିବାନ; ପାକିସ୍ତାନକୁ ଝଟକା

ନୂଆଦିଲ୍ଲୀ/କାବୁଲ, ୩୦।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଆଫଗାନିସ୍ତାନର ତାଲିବାନ ସରକାର ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ଭାରତକୁ ସମର୍ଥନ ଜଣାଇଛି। ଏହି ଘଟଣା ପାକିସ୍ତାନ ପାଇଁ ଏକ ବଡ଼ ରାଜନୈତିକ ଓ…

LoCରେ ବଢିଲା ଉତ୍ତେଜନା: ଭାରତୀୟ ସେନାର ଦୃଢ଼ ଜବାବ, ପୋଷ୍ଟ ଛାଡ଼ି ପଳାୟନ କଲେ ପାକିସ୍ତାନୀ ସେନା

ନୂଆଦିଲ୍ଲୀ, ୩୦।୪: ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ଉତ୍ତେଜନା ତୀବ୍ର ହୋଇଛି। ପାକିସ୍ତାନ ଦ୍ୱାରା ହେଉଥିବା ଯୁଦ୍ଧବିରତି ଉଲ୍ଲଂଘନ ପରେ ଭାରତୀୟ ସେନା ଦୃଢ଼ ପ୍ରତିଶୋଧ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୈନ୍ୟ ସୀମା…

ନୂଆ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ! କୁଆଡ଼େ ଗାଏବ ହୋଇଗଲେ ପାକିସ୍ତାନ ସେନାମୁଖ୍ୟ

ଇସଲାମାବାଦ,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପରେ ଗାଏବ ହୋଇଯାଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର। ତାଙ୍କ ବିଷୟରେ ଗଣମାଧ୍ୟମରେ ଏକ ଗରମ ଖବର ଆସିଛି ଯେ ବ୍ୟକ୍ତିଗତ ଜେଟ୍‌ ବ୍ୟବହାର କରି ତାଙ୍କ ପରିବାର ଦେଶ…

ମାସିକିଆ ରିଚାର୍ଜ ପ୍ଲାନ ପାଇଁ ପାକିସ୍ତାନ ଖର୍ଚ୍ଚ କରୁଛି ୧୦୦୦ରୁ ଅଧିକ ଟଙ୍କା, ଜାଣନ୍ତୁ ଭାରତ ଠାରୁ କେତେ ମହଙ୍ଗା?

ନୂଆଦିଲ୍ଲୀ, ୩୦।୪: ଭାରତ ଓ ପାକିସ୍ତାନରେ ମୋବାଇଲ ସେବାର ଚାହିଦା ଦିନକୁ ଦିନ ବଢୁଛି। ଉଭୟ ଦେଶରେ ଶସ୍ତା ଡାଟା ଓ କଲିଂ ପ୍ଲାନ ଉପଲବ୍ଧ ଥିବାବେଳେ ପ୍ରଶ୍ନ ଉଠୁଛି, କେଉଁ ଦେଶରେ ମାସିକ ମୋବାଇଲ ରିଚାର୍ଜ ଖର୍ଚ୍ଚ ଅଧିକ ଶସ୍ତା?…

ବାଂଲାଦେଶ କରୁଛି ବଡ଼ ଯୁଦ୍ଧ ପ୍ରସ୍ତୁତି, ଜାଣନ୍ତୁ କାହାସହ?

ଢାକା, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାଂଲାଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏକ ସାମ୍ପ୍ରତିକ ଖବର ଅନୁଯାୟୀ, ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଓାକାର ଉଜ ଜମାନ ନିକଟରେ…

ଯୁଦ୍ଧ ଘୋଷଣା ପୂର୍ବରୁ ଇମ୍ରାନ ଖାନ୍‌ଙ୍କ ବଡ଼ ବୟାନ, ଥରିଥରି ମୋଦିଙ୍କୁ କହିଲେ…

ଲାହୋର, ୩୦।୪: ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ “ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଖାନ…

କାନାଡାରେ ମିଳିଲା ନିଖୋଜ ଭାରତୀୟ ଛାତ୍ରୀଙ୍କ ମୃତଦେହ

ଓଟ୍ଟାଓ୍ବା,୩୦।୪ (ପି.ଟି.):କାନାଡାରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାମ ବଂଶିକା (୨୧) ହୋଇଥିବାବେଳେ ସେ ପଞ୍ଜାବର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ଦବିନ୍ଦର ସୈନୀଙ୍କ ଝିଅ ବୋଲି ଜଣାପଡ଼ିଛି। ଓଣ୍ଟାରିଓ ରାଜ୍ୟର ଏକ ସମୁଦ୍ର କୂଳରୁ…

Pahalgam Attackରେ ପାକିସ୍ତାନ ସହ ଏମାନଙ୍କର ଅଛି ବଡ଼ କନେକ୍ସନ, ଭାରତ ହାତରେ ଲାଗିଲା ସାଂଘାତିକ ପ୍ରମାଣ

ଶ୍ରୀନଗର, ୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମର ପଛରେ ଭାରତ ହାତରେ ସାଂଘାତିକ ପ୍ରମାଣ ଲାଗିଛି। ଏହା ପଛରେ ପାକିସ୍ତାନ ଆଧାରିତ…

Baba Vanga on India-Pakistan: ଧ୍ୱଂସ ହୋଇଯିବ ପାକିସ୍ତାନ! ଯୁଦ୍ଧ ହେଲେ ମାନଚିତ୍ରରୁ ହଜିଯିବ…ପୁଣି ଭୟଙ୍କର ଭବିଷ୍ୟବାଣୀ କଲେ ବାବା ଭେଙ୍ଗା

ନୂଆଦିଲ୍ଲୀ,୩୦ା୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛରେ ପାକିସ୍ତାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri