Odisha Elections 2024

ଅନ୍ତର୍ଜାତୀୟ

ପ୍ରମାଣ ଦେବାରେ ବିଫଳ କାନାଡା

ନୂଆଦିଲ୍ଲୀ/ଅଟାଓ୍ବା,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ବୋଲି କାନାଡା ଅଭିଯୋଗ କରିଛି। ତେବେ କାନାଡା ଏହି ମାମଲାରେ ଆବଶ୍ୟକ ପ୍ରମାଣ ଯୋଗାଇବାରେ ବିଫଳ ହୋଇଛି। ଏସବୁ ମଧ୍ୟରେ କାନାଡାର କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି...

ତାଇୱାନକୁ ନିଜର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପୁଣି ଦର୍ଶାଇଲା ଚାଇନା

ବେଜିଂ,୨୨।୯: ଚାଇନା ପୁଣିଥରେ ତାଇୱାନ ଉପରେ ନିଜର ଦାବି ରଖିଛି। ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ଘୋଷଣା କରି ଏହାକୁ ନିଜର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛି। ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ଅଧିବେଶନକୁ ସମ୍ବୋଧିତ କରି...

ଇରାନ ସଂସଦର ନୂଆ ଆଦେଶ, ହିଜାବ ନ ପିନ୍ଧିଲେ ହେବ ୧୦ ବର୍ଷ ଜେଲ

ଇରାନ,୨୨।୯: ଇରାନର ମହିଳାମାନଙ୍କ ପାଇଁ ନୂଆ ଆଦେଶ। ହିଜାବ ନ ପିନ୍ଧିଲେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। କେବଳ ଏତିକି ନୁହେଁ, ଏହି ନିୟମ ବର୍ତ୍ତମାନ ପୁରୁଷମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଯେଉଁ ପୁରୁଷମାନେ ବିନା...

ଭାରତ ସହିତ ବିବାଦ ମଧ୍ୟରେ କାନାଡାକୁ ମିଳିଲା ଆମେରିକା ସମର୍ଥନ

ଓ୍ବାଶିଂଟନ୍‌,୨୨।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଆମେରିକା ମଧ୍ୟ ପରୋକ୍ଷରେ କାନାଡାକୁ ଦୃଢ ଭାବରେ ସମର୍ଥନ କରିଛି। ଏହି ସମୟରେ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା...

ପୁଣି ଅଡୁଆରେ ଇମ୍ରାନ୍‌, ବୁଶ୍‌ରା ବିବିଙ୍କ ସହ ବିବାହ ମାମଲାରେ କୋର୍ଟ ଜାରି କଲେ ସମନ

ଇସଲାମାବାଦ,୨୨।୯: ଇସଲାମାବାଦର ଏକ କୋର୍ଟ ଗୁରୁବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ସମନ ପଠାଇଛନ୍ତି। ବୁଶ୍‌ରା ବିବିଙ୍କ ସହ ତାଙ୍କର ଅଣ ଇସଲାମିକ ବିବାହ ସମ୍ପର୍କିତ ମାମଲାରେ ଏହି ସମନ ପଠାଯାଇଥିବା ଜଣାପଡିଛି। ୨୫ ସେପ୍ଟେମ୍ବରରେ ହାଜ ହେବା...

ୟୁକ୍ରେନକୁ ୧୨୮ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

କିଭ୍‌,୨୨।୯: ୧୯ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ୟୁକ୍ରେନ ପୁଣିଥରେ ଆମେରିକାର ସାମରିକ ସହାୟତା ପାଇଛି। ନୂତନ ସୁରକ୍ଷା ସହାୟତାର ଅଧୀନରେ ଆମେରିକା ୟୁକ୍ରେନକୁ ୧୨୮...

୪୦ ଛାତ୍ରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଯଣାଗ୍ରସ୍ତ, ୨ ମୃତ, ଅନେକ ଆହତ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ନ୍ୟୁୟର୍କ ସିଟିରେ ଏକ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଛାତ୍ର ଆହତ ହୋଇଛନ୍ତି। ସିଏନଏନ ନ୍ୟୁୟର୍କ ଗଭର୍ନର କ୍ୟାଥି ହୋଚୁଲଙ୍କ ଉଦ୍ଦେଶ୍ୟରେ କହିଛି ଯେ, ୪୦ ଛାତ୍ରଙ୍କୁ ନେଇ ଯାଉଥିବା ବସ୍‌...

କାନାଡାର ଅଭିଯୋଗକୁ ନେଇ ଟେନସନରେ ଆମେରିକା

ଓ୍ବାଶିଂଟନ୍‌,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ଭାରତର ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ, ନିଜାର ହତ୍ୟାରେ ଭାରତୀୟ ଏଜେଣ୍ଟମାନେ ଜଡିତ ଥିବାର ସନ୍ଦେହ ରହିଛି। ତେଣୁ...

ଆମେରିକା ଗସ୍ତ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଜେଲେନସ୍କି

ଓ୍ବାଶିଂଟନ୍‌,୨୨।୯: ଆଜିକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଗସ୍ତରେ ଅଛନ୍ତି। ଜେଲେନସ୍କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ। ଜେଲେନସ୍କି ଏବଂ ତାଙ୍କ ସ୍ତ୍ରୀ ଓଲେନା ଜେଲେନସ୍କା ହ୍ବାଇଟ ହାଉସରେ ପହଞ୍ଚିଥିଲେ। ଏଠାରେ ଜୋ ବାଇଡେନ ଏବଂ ଜିଲ...

ସ୍ବିଜରଲ୍ୟାଣ୍ଡରେ ବୁର୍କା ଉପରେ ନିଷେଧାଦେଶ, ଉଲ୍ଲଂଘନ କଲେ ଗଣିବେ ୧୧୦୦ ଡଲାର ଜରିମାନା

ବର୍ନ,୨୨।୯: ସ୍ବିଜରଲ୍ୟାଣ୍ଡରେ ନିଷିଦ୍ଧ ହୋଇଛି ବୁର୍କା। ବୁଧବାର ଦେଶରେ ରହୁଥିବା ମୁସଲମାନ ସମ୍ପ୍ରଦାୟକୁ ଏକ ବଡ଼ ଝଟ୍‌କା ଦେଇ ସଂସଦର ନିମ୍ନ ଗୃହ ବୁଧବାର ବୁର୍କା ନିଷିଦ୍ଧ ସପକ୍ଷରେ ମତ ଦେଇଛନ୍ତି। ତେବେ ଉଲ୍ଲଂଘନକାରୀଙ୍କ ପାଇଁ ୧୦୦୦ ଫ୍ୟାଙ୍କ(ପ୍ରାୟ ୧୧୦୦...

ଚାଇନାକୁ ଟାର୍ଗେଟ୍‌ କଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମାସ୍ବାମୀ ଚାଇନା ଟାର୍ଗେଟ କରିଛନ୍ତି। ଚାଇନାଠାରୁ ଆର୍ଥିକ ସ୍ବାଧୀନତା ଘୋଷଣା କରିବାକୁ ସେ ଆହ୍ବାନ କରିଛନ୍ତି। ସେ ଭାରତ ସମେତ ଅନ୍ୟ ଦେଶ ସହ ବିସ୍ତାରିତ ସମ୍ପର୍କକୁ ସୁଦୃଢ କରିବାକୁ ପ୍ରସ୍ତାବ ଦେଇଛନ୍ତି।...

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ବ୍ରିଟେନ

ଲଣ୍ଡନ,୨୧।୯: ବ୍ରିଟେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେିଭର୍ଲି ସୁରକ୍ଷା ପରିଷଦର ସୁଧାର ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହାକୁ ବିସ୍ତାର କରିବା ପାଇଁ ଭାରତ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri