ଟ୍ରମ୍ପଙ୍କ ଶେଷ ଚେତାବନୀ: କହିଲେ ମୋ’ ସର୍ତ୍ତରେ ରାଜି ହୋଇଯାଅ, ନଚେତ ପରିଣାମ ଭୟଙ୍କର ହେବ, କାହାକୁ ଏମିତି କହି…
ଓ୍ବାଶିଂଟନ,୮ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଚଣ୍ଡ ରାଗି ଯାଇଛନ୍ତି। ଟ୍ରମ୍ପ ରବିବାର ହମାସକୁ ଏକ ଶେଷ ଚେତାବନୀ ଦେଇ କହିଛନ୍ତି ଯେ, ହମାସ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ସର୍ତ୍ତରେ ରାଜି ହେବା ଉଚିତ। ଟ୍ରମ୍ପ ସୋସିଆଲ ମିଡିଆ…
ଭାରତ ବିରୋଧରେ କଠୋର ହେବ କି ଆମେରିକାର ଆଭିମୁଖ୍ୟ, ଟ୍ରମ୍ପଙ୍କ ହଁରେ ଲୁଚି ରହିଛି ଉତ୍ତର…
ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତ ବିରୋଧରେ ଆମେରିକାର ଆଭିମୁଖ୍ୟ କଠୋର ହେବ କି ରବିବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହଁ, ସେ ପୂର୍ବ ତୁଳନାରେ ରୁଷିଆ ଉପରେ ପ୍ରତିବନ୍ଧକ ବୃଦ୍ଧି କରିପାରିବେ। ଟ୍ରମ୍ପଙ୍କ ଏହି ହଁର…
ସଫଳ କ୍ଲିନିକାଲ ପରୀକ୍ଷା ପରେ ରୁଷିଆର କ୍ୟାନ୍ସର ଟିକା ବ୍ୟବହାର ପାଇଁ ପ୍ରସ୍ତୁତ
ମସ୍କୋ,୭ା୯: ରୁଷୀୟ ବୈଜ୍ଞାନିକମାନେ ବିକଶିତ କରିଥିବା ନୂଆ କ୍ୟାନ୍ସର ଟିକାର ସଫଳ କ୍ଲିନିକାଲ ପରୀକ୍ଷା ପରେ ଏବେ ତାହା ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଥିବା ଫେଡେରାଲ ମେଡିକାଲ ଆଣ୍ଡ୍ ବାୟୋଲୋଜିକାଲ ଏଜେନ୍ସି (ଏଫ୍ଏମ୍ବିଏ) ପକ୍ଷରୁ କୁହାଯାଇଛି। ଇଷ୍ଟର୍ନ ଇକୋନୋମିକ୍ ଫୋରମ୍ରେ ଏଫ୍ଏମ୍ବିଏ…
ଭାରତ ଉପରୁ ଶୁଳ୍କ ହଟାଇବ କି ଆମେରିକା, ଟ୍ରମ୍ପଙ୍କୁ ଭେଟି ଲବି କଲେ ଜେସନ
ଓ୍ବାଶିଂଟନ,୭ା୯: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦକୁ ନେଇ ରାଜନୈତିକ ଲବିଷ୍ଟ ଜେସନ ମିଲର ଓ୍ବାଶିଂଟନ ଡିସିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ମିଲର ହେଉଛନ୍ତି ସେହି ଲବିଷ୍ଟ ଯାହାଙ୍କୁ ଭାରତ ସରକାର କିଛି ମାସ ପୂର୍ବରୁ…
ଇସ୍ତଫା ଦେବେ ଜାପାନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି
ଟୋକିଓ,୭ା୯: ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ରବିବାର ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଯାଉଛନ୍ତି। ତାଙ୍କ ନିଜ ଦଳ ଭିତରେ ବଢ଼ୁଥିବା ସମାଲୋଚନା ଏବଂ ଜୁଲାଇ ସଂସଦୀୟ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ,…
ମଝି ଆକାଶରେ ହେଲିକପ୍ଟରରେ ଲାଗିଲା ନିଆଁ, ଜଳିଗଲେ ସମସ୍ତ ଯାତ୍ରୀ
ଓ୍ବାଶିଂଟନ,୭ା୯: ଆମେରିକାର ମିନେସୋଟାର ଟ୍ବିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ R-66। ଏହା ଏୟାରଲେକ…
ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ୍ ଦେଲେ ଅର୍ଥମନ୍ତ୍ରୀ, କହିଲେ ଆମେ ରୁଷିଆରୁ ତେଲ କିଣିଛୁ କିଣିବୁ, ଏ ନିଷ୍ପତ୍ତି …
ନୂଆଦିଲ୍ଲୀ,୬ା୯: ରୁଷିଆରୁ ତେଲ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଲଗାତର ଚାପ ପକାଉଛି। ଏଥିପାଇଁ ଭାରତୀୟ ସାମଗ୍ରୀ ଉପରେ ଜରିମାନା ସ୍ବରୂପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ଲଗାଯାଇଥିଲା। ଏହା ସହିତ ଭାରତ ଉପରେ ଶୁଳ୍କ ଏବେ…
ମୁନିରଙ୍କ ସ୍ତ୍ରୀ ପିଲାଙ୍କୁ ମିଳିଲା ଆମେରିକାର ନାଗରିକତା? ପୂର୍ବଜଙ୍କ ପଥ ଅନୁସରଣ କରୁଛନ୍ତି ଆର୍ମି ଚିଫ!
ଇସଲାମାବାଦ,୬।୯: ପାକିସ୍ତାନର ସାମରିକ ଅଧିକାରୀ ଏବଂ ନେତାମାନଙ୍କର ନିଜ ଦେଶ ପ୍ରତି କମ ଏବଂ ବିଦେଶୀ ଦେଶ ପ୍ରତି ଅଧିକ ଆସକ୍ତି ଥିବା ପରି ମନେହୁଏ। ଅବସର ପରେ, ସେମାନେ ପ୍ରାୟତଃ ଅନ୍ୟ ଦେଶରେ ବସବାସ କରନ୍ତି। ସେମାନଙ୍କ ପିଲାମାନେ ମଧ୍ୟ…
India-US Relations: ସତରେ କ’ଣ ପୁଣିଥରେ ମୋଦି-ଟ୍ରମ୍ପଙ୍କ ସମ୍ପର୍କ ହେବ ମଧୁର? କ୍ୱାଡ ସମ୍ମିଳନୀ ହୋଇପାରେ ନୂଆ ସମ୍ପର୍କର ଆରମ୍ଭ ମଞ୍ଚ
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଗତ କିଛି ମାସ ଧରି ଉତ୍ତେଜନାପୂର୍ଣ୍ଣ ଦେଖାଦେଇଛି, କିନ୍ତୁ କ’ଣ ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତା ପୁଣିଥରେ ଟ୍ରାକକୁ ଫେରିପାରିବ? ଏବେ ଏହି ପ୍ରଶ୍ନ…
ମୋଦିଙ୍କୁ ଟ୍ରମ୍ପ ପ୍ରଶଂସା କରିବା ପରେ ଆସିଲା ଜୟଶଙ୍କରଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ, ଭାରତ-ଆମେରିକା ସମ୍ପର୍କ ଏବେ…
ଓ୍ବାଶିଂଟନ,୬।୯: ଭାରତ ଏବଂ ଆମେରିକା ସମ୍ପର୍କ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଭାରତ-ଆମେରିକା ସହଭାଗୀତାକୁ ଗମ୍ଭୀରତା ଏବଂ ଗୁରୁତ୍ୱ ସହିତ ଦେଖିଛନ୍ତି। ଜୟଶଙ୍କରଙ୍କ ଏହି ବିବୃତ୍ତି…
ଟାରିଫ ଯୁଦ୍ଧ ଭିତରେ ଫଳପ୍ରଦ ପ୍ରମାଣିତ ହେଲା ଭାରତର ‘ନୀରବ’ କୂଟନୀତି
ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୯: ଆମେରିକା ଏବଂ ଭାରତ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ ଯେଉଁ କୂଟନୈତିକ ନୀରବତା ଅବଲମ୍ବନ କରିଛି ତାହାର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ଆମେରିକାର ବାରମ୍ବାର ଉତ୍ତେଜନା ସତ୍ତ୍ୱେ, ଭାରତ ଏକ ଅତ୍ୟନ୍ତ…
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭଉଣୀଙ୍କ ଉପରକୁ ଅଣ୍ଡାମାଡ, ପୋଲିସ କହିଲା…
ଇସଲାମାବାଦ,୬।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭଉଣୀଙ୍କ ଉପରେ ଅଣ୍ଡା ମାଡ କରାଯାଇଛି। ପଞ୍ଜାବ ପୋଲିସ ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ, ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି। ସରକାର ତାଙ୍କୁ ପଞ୍ଜାବର ରାୱଲପିଣ୍ଡିର ଆଡିଆଲା…
Archives


