ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନର ଦେବ ସାଥ୍ ଦେବ କି ସାଉଦି ଆରବ: ଖ୍ବାଜା ଆସିଫ କଲେ ଚାଞ୍ଚଲ୍ୟକର ଖୁଲାସା
ଇସଲାମାବାଦ୍,୨୦।୯: ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ବିଷୟରେ ଅନେକ ପ୍ରଶ୍ନ ଉଠାଯାଉଛି। ଏଥିରେ ପରମାଣୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରଠାରୁ ଆରମ୍ଭ କରି ଇସ୍ରାଏଲୀ ଆକ୍ରମଣ ଏବଂ ଭାରତ-ପାକ ଯୁଦ୍ଧ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ ଉଠାଯାଉଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ…
ନିଜ ଦେଶ ସମ୍ଭାଳି ପାରୁନି ପାକିସ୍ତାନ, ହେଲେ ଅନ୍ୟକୁ ପରମାଣୁ ବୋମା ଦେବାକୁ ଦେଲାଣି ପ୍ରସ୍ତାବ
ଇସଲମାବାଦ,୨୦।୯: ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଆବଶ୍ୟକ ହେଲେ, ଦେଶର ପରମାଣୁ କାର୍ଯ୍ୟକ୍ରମ ସାଉଦି ଆରବକୁ…
ଭାରତ କିମ୍ବା ଆମେରିକା ନୁହେଁ, ଏ ହେଉଛି ଚାଇନାର ସବୁଠୁୁ ବଡ଼ ଶତ୍ରୁ
ବେଜିଂ,୨୦।୯: ଆମେରିକା କିମ୍ବା ଭାରତ ଚାଇନାର ସବୁଠାରୁ ବଡ଼ ଶତ୍ରୁ ନୁହଁନ୍ତିି। ଚାଇନାର ସବୁଠାରୁ ବଡ଼ ଶତ୍ରୁ କୌଣସି ଦେଶ ନୁହେଁ, ବରଂ ନିଜ ଅଞ୍ଚଳରେ ବିସ୍ତାରିତ ଏକ ବିଶାଳ ମରୁଭୂମି। ଏହି ମରୁଭୂମି ଚାଇନାକୁ ଅନେକ ଭାବରେ ପ୍ରଭାବିତ କରୁଛି।…
ଗୋଟିଏ ଫୋନ କଲରେ ୨ ଘଣ୍ଟା କଥା, ଟ୍ରମ୍ପ ଯିବେ ଚାଇନା? ଜାଣନ୍ତୁ କାହିଁକି ଚାଇନା ଯିବାକୁ ମନ ବଳାଇଛନ୍ତି ରାଷ୍ଟ୍ରପତି
ଓ୍ବାଶିଂଟନ,୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ଫୋନରେ କଥା ହୋଇଥିଲେ। ଦୁଇ ନେତା ପ୍ରାୟ ଦୁଇ ଘଣ୍ଟା ଧରି କଥା ହୋଇଥିଲେ। ତିନି ମାସ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ…
ଭାରତ ପାଇଁ ଆସିଲା ବଡ଼ ଖୁସିଖବର: ଶୁଣିଲେ ଚାଇନା, ଆମେରିକା, ପାକିସ୍ତାନର ହଜିବ ନିଦ
ନୂଆଦିଲ୍ଲୀ,୨୦।୯: ଆମେରିକା ଦ୍ୱାରା ଉଚ୍ଚ ଟାରିଫ୍ ଲାଗୁ କରିବା ପରେ ଆର୍ଥିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ଭାରତ ପାଇଁ ଜାପାନରୁ ଏହି ଖବର ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଜାପାନୀ ରେଟିଂ ଏଜେନ୍ସି ରେଟିଂସ ଆଣ୍ଡ ଇନଭେଷ୍ଟମେଣ୍ଟ ଇନଫର୍ମେସନ ଇନକର୍ପୋରେଟେଡ (R&I) ଭାରତର…
ଟ୍ରମ୍ପ ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ବଦଳିଲା H-1B ଭିଜା ନିୟମ
ଓ୍ବାଶିଂଟନ,୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ସେପ୍ଟେମ୍ବର ୧୯, ୨୦୨୫)ରେ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିଛନ୍ତି ଯାହା ଦ୍ୱାରା ନୂଆ H-1B ଭିଜା ଆବେଦନ ଉପରେ ୧୦୦,୦୦୦ ଡଲାର ଶୁଳ୍କ ଲାଗୁ କରାଯିବ, ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ…
ପରସ୍ପରକୁ ଭେଟିବେ ମୋଦି-ଟ୍ରମ୍ପ! କେବେ ଆଉ କେଉଁଠି ହେବ ଦେଖା? ଜାଣନ୍ତୁ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୯: ଶୁଳ୍କ ଯୁଦ୍ଧ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ସମ୍ଭବ ହୋଇପାରେ କି? ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଭାରତ-ଆମେରିକା ସମ୍ପର୍କକୁ ପୁନର୍ବାର ସ୍ଥାପନ କରିବ କି? ଏମିତି ଅନେକ ପ୍ରଶ୍ନ,…
ଆରବ ଦେଶ ପାଇଁ ଦୁଆର ଖୋଲା, କାହିଁକି ଏମିତି କହିଲେ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ, ଜାଣନ୍ତୁ ଏହାର କାରଣ
ଇସଲାମାବାଦ,୧୯।୯: ସାଉଦି ଆରବ ସହିତ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଯେ ଭବିଷ୍ୟତରେ ଅଧିକ ଆରବ ଦେଶ ଏହି ଚୁକ୍ତିରେ ସାମିଲ ହୋଇପାରିବେ। ସେ କହିଛନ୍ତି ଯେ ଯଦି ଆରବ ଦେଶମାନେ ଏପରି…
ପାକିସ୍ତାନକୁ ଲାଗିଲା ଜୋରଦାର ଝଟ୍କା, ଚାଇନା ବି ପାଇଲା ପାନେ
କାର୍ଲିଫର୍ଣ୍ଣିଆ,୧୯।୯: ପାକିସ୍ତାନ ଏବଂ ଚାଇନା ଜାତିସଂଘରେ ଏକ ବଡ଼ ଝଟକା ପାଇଛନ୍ତି। ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଏବଂ ଏହାର ଆତ୍ମଘାତୀ ଶାଖା, ମାଜିଦ ବ୍ରିଗେଡ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେମାନଙ୍କର ମିଳିତ ପ୍ରସ୍ତାବକୁ…
ଏବେ କେଉଁଠି ଅଛନ୍ତି କେପି ଓଲି? ମିଳୁନାହାଁନ୍ତି ଓଲି, Gen Z ଆନ୍ଦୋଳନ ପରେ ଦେଇଥିଲେ ଇସ୍ତଫା
କାଠମାଣ୍ଡୁ,୧୯।୯: ନେପାଳରେ ଏବେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ହୋଇଛନ୍ତି। Gen Z ଆନ୍ଦୋଳନ ପରେ ନେପାଳର ପରିସ୍ଥିତି ସମ୍ପ୍ରତି ଖରାପ ହୋଇଥିଲା, ଯାହା କେପି ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ…
ସୁଧୁରିଯିବେ ଟ୍ରମ୍ପ:ଭାରତ ଉପରୁ ହଟିଯିବ ଟାରିଫ୍!
କୋଲକାତା,୧୯ା୯:ନଭେମ୍ବର ୩୦ ପରେ ଆମେରିକା ସହ ଟାରିଫ୍ ପ୍ରସଙ୍ଗର ସମାଧାନ ହେବା ନେଇ ଆଶା କରାଯାଉଥିବା ଗୁରୁବାର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍ କହିଛନ୍ତି। ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା ୨୫ ପ୍ରତିଶତ ଦଣ୍ଡାତ୍ମକ ଟାରିଫ୍କୁ…
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପତ୍ନୀ ଟାନ୍ସଜେଣ୍ଡର? ଅଭିଯୋଗ ପରେ ରାଜନୀତିରେ ହଇଚଇ, ମାକ୍ରନ କହିଲେ…
ପ୍ୟାରିସ,୧୯।୯: ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପତ୍ନୀ ବ୍ରିଜିଟଙ୍କୁ ନେଇ ବିବାଦ ଆହୁରି ଗଭୀର ହେବାରେ ଲାଗିଛି। ଆମେରିକୀୟ ଅତି-ଦକ୍ଷିଣପନ୍ଥୀ ଇନଫ୍ଲୁଏନ୍ସର ଏବଂ ରାଜନୈତିକ ସମାଲୋଚକ କାଣ୍ଡାସେ ଓୱେନ୍ସ ଅଭିଯୋଗ କରିଛନ୍ତି ଯେ ମାକ୍ରନଙ୍କ ପତ୍ନୀ ଜଣେ ମହିଳା ନୁହଁନ୍ତି, ବରଂ…
Archives


