ଜଳବାୟୁ ପରିବର୍ତ୍ତନ ପାଇଁ ବିପଦରେ ଅଧିକାଂଶ ବିଶ୍ୱ ଐତିହ୍ୟ ସ୍ଥଳ: ଜାତିସଂଘ
ନୂଆଦିଲ୍ଲୀ,୧।୭: ଜାତିସଂଘର ସାଂସ୍କୃତିକ ସଂଗଠନ ୟୁନେସ୍କୋ (UNESCO) ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡ଼ି ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେତୁ ବିଶ୍ୱର ଅଧିକାଂଶ ଐତିହ୍ୟ ସ୍ଥଳ ଗୁରୁତର ବିପଦରେ ଅଛି। ଏହି…
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁ ୨୦୩୦ ସୁଦ୍ଧା ମୃତ୍ୟୁମୁଖରେ ପଡ଼ିବେ ୧.୫ କୋଟି ଲୋକ! ଆସିଲା ଚାଞ୍ଚଲ୍ୟକର…
ଓ୍ବାଶିଂଟନ୍,୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଦେଶୀ ମାନବିକ ସହାୟତାରେ ବ୍ୟାପକ ହ୍ରାସ ଦ୍ୱାରା ୨୦୩୦ ସୁଦ୍ଧା ସାରା ବିଶ୍ୱରେ ଭୋକ ଏବଂ ମହାମାରୀରେ ୧.୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ମେଡିକାଲ ଜର୍ଣ୍ଣାଲ ଦି ଲାନସେଟ (The…
ଟ୍ରମ୍ପଙ୍କୁ ପୁଣି ଧମକ ଦେଲେ ମସ୍କ: କହିଲେ, ଏଥର ହଟାଇଦେବି
ଓ୍ବାଶିଂଟନ୍,୧।୭: ବିଶ୍ୱର ସବୁଠାରୁ ଧନୀ ଶିଳ୍ପପତି ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଚାଲିଛି। ମସ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କ ସୁଇପିଂ ବଜେଟ ବିଲ୍(Sweeping Budget Bill)କୁ ସମର୍ଥନ କରୁଥିବା ସାଂସଦମାନଙ୍କୁ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି…
କଶ୍ମୀରକୁ ନେଇ ପୁଣି ଥରେ ବିଷ ଓଗାଳିଲାଣି ପାକିସ୍ତାନ, ମୁନିର କହିଲେ ଆକ୍ରମଣ ହେଲେ ଆମେ ବି…
ଇସଲାମାବାଦ,୧।୭: ପାକିସ୍ତାନ ପ୍ରାୟତଃ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ରହିଛି। ନିକଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଭାରତ ଏହାର ପ୍ରତିଶୋଧ ଅପରେଶନ ସିନ୍ଦୂର ମାଧ୍ୟମରେ ନେଇଛି। ପାକ ସେନା ମୁଖ୍ୟ ଅସୀମ ମୁନିର ଏହା…
ହ୍ବାଇଟ ହାଉସରୁ ଚାଇନା-ପାକିସ୍ତାନକୁ ଦିଆଗଲା କଡ଼ା ବାର୍ତ୍ତା, ଭାରତକୁ ନେଇ କହିଲା ଏମିତି କଥା
ଓ୍ବାଶିଂଟନ,୧।୭: ଭାରତ ପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ ସବୁବେଳେ ସମାନ ନୁହେଁ। କେତେବେଳେ ସେ ଭାରତକୁ ତାଙ୍କର ନିକଟତମ ବନ୍ଧୁ ବୋଲି କୁହନ୍ତି, ଆଉ କେତେବେଳେ ତାଙ୍କ ବକ୍ତବ୍ୟ ତିକ୍ତତାକୁ ପ୍ରତିଫଳିତ କରେ। ଅପରେଶନ ସିନ୍ଦୂର ସମୟରେ ଟ୍ରମ୍ପ ଖୋଲାଖୋଲି ଭାବରେ…
ଚାଇନା, ପାକିସ୍ତାନ, ବାଂଲାଦେଶର ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ ଯୋଜନା: ଭାରତକୁ ଦୁର୍ବଳ କରିବା ଲକ୍ଷ୍ୟ
ନୂଆଦିଲ୍ଲୀ,୩୦।୬: ଚାଇନା, ପାକିସ୍ତାନ ଓ ବାଂଲାଦେଶ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)କୁ ବଦଳାଇବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ଇସଲାମାବାଦ ଓ…
ସି ଜିନପିଙ୍ଗ ନିଖୋଜ! ୧୬ ଦିନ ପର୍ଯ୍ୟନ୍ତ କିଏ ଚଳାଇଲା ଦେଶ? ଜାଣନ୍ତୁ…
ବେଜିଂ,୩୦।୬: ଏବେ ଚାଇନାରେ ଅଶାନ୍ତି ଲାଗି ରହିଛି। ଡ୍ରାଗନ ବିଶ୍ୱକୁ ଦେଖାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛି ଯେ ସବୁକିଛି ଠିକ ଚାଲିଛି, କିନ୍ତୁ ଆସୁଥିବା ଖବରଗୁଡ଼ିକ ଦର୍ଶାଉଛି ଯେ ହୁଏତ ଚାଇନାରେ ସବୁକିଛି ଠିକ ନାହିଁ। ୨୧ ମଇ ରୁ ୫…
ଅନ୍ୟକୁ ଧମକାଉଥିବା ବ୍ୟକ୍ତି ଆଜି ନିଜ ମୃତ୍ୟୁକୁ ଭୟ କରୁଛନ୍ତି, ପାକିସ୍ତାନ ଛାଡି ପଳାଇଲେ ମାସୁଦ ଆଝାର, ଜାଣନ୍ତୁ ଏହାର କାରଣ
ଇସଲାମାବାଦ,୩୦।୬: ‘ଶହୀଦ’ ନାମରେ ଲୋକଙ୍କୁ ମରିବାକୁ ପଠାଉଥିବା ସେହି ମାସୁଦ ଆଝାର ଆଜି ମୃତ୍ୟୁ ଭୟରେ ପଳାୟନ କରୁଛନ୍ତି। ଜୈଶ-ଏ-ମହମ୍ମଦ କମାଣ୍ଡର ଯିଏ ଥରେ ପାକିସ୍ତାନରେ ବସି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ, ଆଜି ତାଙ୍କ ଭାଇ ମୌଲାନା ତଲହା ଆସିଫଙ୍କ…
ଟ୍ରମ୍ପଙ୍କ ୟୁ-ଟର୍ନ: ଏଲନ ମସ୍କଙ୍କୁ ପ୍ରଶଂସାରେ ପୋତି ପକାଇଲେ
ଓ୍ବାଶିଂଟନ୍,୩୦।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଟ୍ରମ୍ପ ମସ୍କଙ୍କ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଟ୍ରମ୍ପ ତାଙ୍କୁ ଜଣେ ଚମତ୍କାର ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ମସ୍କ ମେ ୨୦୨୫ ପର୍ଯ୍ୟନ୍ତ…
ପୁଣି ରକ୍ତମୁଖା ହେଲା ରୁଷିଆ: ଅଧରାତିରେ ୟୁକ୍ରେନ ଉପରେ ମିଶାଇଲ୍ ମାଡ଼
କିଭ୍/ମସ୍କୋ,୩୦ା୬(ରଏଟର୍ସ/ଏପି):୨୦୨୨ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ସେବେଠୁ ଯୁଦ୍ଧରେ ଉଭୟ ପକ୍ଷଙ୍କ ବହୁ ଧନଜୀବନ ହାନି ହେଲାଣି। ଯୁଦ୍ଧ ଆଗକୁ ନ ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍…
ଖାମେନେଇଙ୍କ ଉପରେ ପୁଣି ରାଗିଲେ ଟ୍ରମ୍ପ, କହିଲେ ମୁଁ ଇରାନ ଉପରୁ ପ୍ରତିବନ୍ଧକ…
ଓ୍ବାଶିଂଟନ,୨୮।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଉପରେ ରାଗି ଯାଇଛନ୍ତି। ଟ୍ରମ୍ପ ଶନିବାର (ଜୁନ ୨୮, ୨୦୨୫) ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଖାମେନେଇଙ୍କୁ ଟାର୍ଗେଟ କରିଥିଲେ।…
ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି ନେଲା ଏତେ ବଡ଼ ନିଷ୍ପତ୍ତି…
ଢାକା/ନୂଆଦିଲ୍ଲୀ,୨୮।୬: ଭାରତ ବାଂଲାଦେଶରୁ ଝୋଟ ଏବଂ ଫାଇବର ଉତ୍ପାଦ ଆମଦାନୀକୁ ତୁରନ୍ତ ପ୍ରଭାବରୁ ନିଷେଧ କରିଛି। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସାମଗ୍ରିକ ସମ୍ପର୍କରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ସୂତ୍ର ଅନୁଯାୟୀ, ଶନିବାର (ଜୁନ ୨୮, ୨୦୨୫) କୁହାଗଲା…
Archives


