ଅନ୍ତର୍ଜାତୀୟ

ଭାରତରେ ପହଞ୍ଚିଲେ ପୁଟିନ, କୁଣ୍ଢେଇ ପକେଇଲେ ମୋଦି

ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଗୁରୁବାର ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀମାନେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ବିମାନ ବନ୍ଦରରେ ପାଛୋଟି ନେବାର…

ରୁଷିଆଠାରୁ S-500 ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ, ଏହା ସାଟେଲାଇଟ୍‌କୁ ମଧ୍ୟ ଧ୍ୱଂସ କରିଦେବ

ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ପାଇଁ ଡିସେମ୍ବର ୪, ୨୦୨୫ରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ରୁଷର ସର୍ବାଧୁନିକ S-500 ‘ପ୍ରୋମେଥିୟସ୍’ ବାୟୁ ପ୍ରତିରକ୍ଷା ପ୍ରଣାଳୀର ସମ୍ଭାବ୍ୟ ଚୁକ୍ତି ଉପରେ ଆଲୋଚନା କରାଯିବାର…

ଭାରତ ଗସ୍ତରେ ଆସିବା ପୂର୍ବରୁ ଏମିତି କହିଦେଲେ ଭ୍ଲାଦିମିର ପୁଟିନ: ବିଶ୍ୱରେ ପଡ଼ିଗଲା ଚହଳ

ମସ୍କୋ,୪।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ବଡ଼ ଚୁକ୍ତି ସ୍ବାକ୍ଷର କରିବେ ବୋଲି ଆଶା କରାଯାଉଛି। ସେ ଭାରତ ଉପରେ ଲାଗୁ ହୋଇଥିବା ଆମେରିକାର ଟାରିଫ୍‌ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ମୋଦି-ପୁଟିନ୍‌-ଟ୍ରମ୍ପ: କିଏ ପାଆନ୍ତି ସବୁଠୁ ଦରମା ଅଧିକ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମସ୍କୋ,୪।୧୨:ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଡିସେମ୍ବର ୪ରେ ଦୁଇ ଦିନିଆ ଗସ୍ତରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏସବୁ ମଧ୍ୟରେ ଏକ ପ୍ରଶ୍ନ ଉଠେ: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଦରମା କେତେ? ଶକ୍ତିଶାଳୀ ବିଶ୍ୱ ନେତାଙ୍କ ବିଷୟରେ କଥା…

ଭାରତୀୟ ରୋଷେୟାଙ୍କ ଦ୍ୱାରା ରନ୍ଧାଯାଇଥିବା ଖାଦ୍ୟ ଖାଇବେନି ପୁଟିନ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୪।୧୨: ଯେତେବେଳେ ଭ୍ଲାଦିମିର ପୁଟିନ୍‌ ରୁଷିଆ ବାହାରକୁ ଯାତ୍ରା କରନ୍ତି, ତାଙ୍କ ସହିତ ଏକ ସମ୍ପୂର୍ଣ୍ଣ “ସେଫ ଟିମ” ଥାଆନ୍ତି। ଆଜି ସନ୍ଧ୍ୟାରେ ଯେତେବେଳେ ତାଙ୍କର IL-୯୬ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ, ସେତେବେଳେ ଏଥିରେ ରୁଷିଆନ ଟୋଭୋରୋଗ, ରୁଷିଆନ…

ସକାଳୁ ସକାଳୁ ଭୂକମ୍ପ, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ଢାକା,୪।୧୨: ଗୁରୁବାର ସକାଳେ ବାଂଲାଦେଶରେ ୪.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ରାଜଧାନୀ ଢାକା ଏବଂ ପଡ଼ୋଶୀ ଜିଲାଗୁଡ଼ିକରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ସକାଳ ପ୍ରାୟ ୬:୧୪ ସମୟରେ ଅନୁଭୂତ ହୋଇଥିବା ଏହି ମୃଦୁ ଭୂମିକମ୍ପ…

‘ମୋ ଭାଇ ଭାରତ ସହିତ ସମ୍ପର୍କ ସୁଧାରିବାକୁ ଚାହୁଁଥିଲେ, ହେଲେ ମୁନିର…’ , ବଡ଼ ଦାବି କଲେ ଇମ୍ରାନ୍‌ଙ୍କ ଭଉଣୀ

ଇସ୍‌ଲାମାବାଦ,୪ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ସହ ବନ୍ଧୁତା ବଢ଼ାଇବାକୁ ଉଦ୍ୟମ କରୁଥିବାବେଳେ ସେନାମୁଖ୍ୟ ଅସିମ ମୁନିର ଯୁଦ୍ଧ ଲାଳସା ରଖିଥିଲେ। ଇମ୍ରାନ୍‌ଙ୍କ ଭଉଣୀ ଆଲିମା ଖାନ୍‌ ଏହା କହିଛନ୍ତି। ମୁନିର ଜଣେ କଠୋରପନ୍ଥୀ ଇସ୍‌ଲାମୀୟ ଏବଂ ରୁଢ଼ିବାଦୀ…

ମୋଦିଙ୍କ ସହ ବ୍ୟକ୍ତିଗତ ରାତ୍ରୀଭୋଜନ କରିବେ ପୁଟିନ୍‌, ଭାରତ ଗସ୍ତରେ ବଡ଼ ଘୋଷଣା କରିପାରନ୍ତି ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୪।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର ଦୁଇ ଦିନିଆ ରାଜ୍ୟ ଗସ୍ତରେ ଭାରତ ଆସିବେ। ସେ ପ୍ରାୟ ଅପରାହ୍ନ ୪:୩୦ ସମୟରେ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ତାଙ୍କ ଆଗମନର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଆଜି ଭାରତ ଆସୁଛନ୍ତି ପୁଟିନ୍‌: ମୋଦିଙ୍କ ସହ କରିବେ ବଡ଼ ଡିଲ୍‌!

ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାରଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ୨ ଦେଶ ମଧ୍ୟରେ ବେସାମରିକ ଆଣବିକ ସହଯୋଗ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହେବାକୁ ଯାଉଛି। ରୁଷିଆ କ୍ୟାବିନେଟ ଉକ୍ତ ଏମ୍‌ଓୟୁକୁ ମଞ୍ଜୁରୀ ପ୍ରଦାନ…

ଭାରତ ବ୍ୟତୀତ ଆଉ କେଉଁ ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରି କରନ୍ତି ପୁଟିନ, କାହା ପାଖରେ ରହିଛି ସବୁଠୁ ବିପଜ୍ଜନକ ଅସ୍ତ୍ର…

ମସ୍କୋ,୩ା୧୨: ରୁଷିଆ ସବୁବେଳେ ଅସ୍ତ୍ରଶସ୍ତ୍ର ଜଗତରେ ଏକ ଖେଳାଳି ହୋଇଆସିଛି, ଯାହାର ପଦକ୍ଷେପ କେବଳ ବଜାରକୁ ନୁହେଁ ବରଂ ସମଗ୍ର ଭୂ-ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିପାରିବ। ପୁଟିନଙ୍କ ଭାରତ ଗସ୍ତ ମଧ୍ୟ ଚର୍ଚ୍ଚାରେ ରହିଛି। କାରଣ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା…

ପୁଟିନ୍‌ଙ୍କ ପାଖରେ ରହିଛି ଏତେ ସମ୍ପତ୍ତି, ଜାଣିଲେ…

ମସ୍କୋ,୩।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଆଧୁନିକ ରାଜନୀତିର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ତାଙ୍କର ଶକ୍ତି, ବ୍ୟକ୍ତିତ୍ୱ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁଟିନ୍‌ ତାଙ୍କର ବ୍ୟକ୍ତିଗତ…

ଭାରତକୁ ଧନୀ କରିବେ ପୁଟିନ୍‌! ଦେଲେ ଏମିତି ସଙ୍କେତ, ଶୁଣିଲେ ଏହି ଦେଶଗୁଡିକର ନିଦ ହଜିବ…

ନୂଆଦିଲ୍ଲୀ,୩।୧୨: ଭାରତ ଗସ୍ତରେ ଆସିବାକୁ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୂର୍ବରୁ ସୂଚାଇ ସାରିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ସମ୍ପର୍କ ହ୍ରାସ ପାଇବ ନାହିଁ। ତାଙ୍କର ବକ୍ତବ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଦାବିକୁ ବିରୋଧ କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?