ଅନ୍ତର୍ଜାତୀୟ

ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ ସେ ମୁକୁଟ ଜିତିଛନ୍ତି। ଭାଷା ଦୁଇଟି ପୃଥକ୍‌ ମେଡିକାଲ ଡିଗ୍ରୀ ହାସଲ କରିବା ସହିତ…

ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ

ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍‌କୁ ୩୩ଘଣ୍ଟାର ପରିଶ୍ରମ କରିବାକୁ ପଡିଥିଲା। ଉଭୟ ଶିଶୁଙ୍କ ଖପୁରି ଯୋଡି ହୋଇ ରହିଥିଲା। ସ୍ଥାନୀୟ…

ଇଣ୍ଡୋନେସିଆରେ ଆସିପାରେ ସୁନାମି

ଜାକର୍ତ୍ତା,୨।୮: ଇଣ୍ଡୋନେସିଆର ସୁମାତ୍ରା ଓ ଜାଭା ଉପକୂଳରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୮। ସ୍ଥାନୀୟ ସମୟ ଅନୁଯାୟୀ ସନ୍ଧ୍ୟାରେ ଏହା ଅନୁଭୁତ ହୋଇଥିବା ବେଳେ ସୁନାମି ସତର୍କତା ଜାରି କରାଯାଇଛି।…

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସରେ ଥିବା ଯାତ୍ରୀଙ୍କ ମଧ୍ୟରେ। ଆମେରିକା ନାଶଭିଲେରୁ ଫିଲାଡେଲଫିଆକୁ ବିମାନ…

ସୌଦି ମହିଳାଙ୍କୁ ମିଳିଲା ସ୍ବାଧୀନତା

ରିୟାଦ,୨।୮: ସାଧାରଣତଃ ସୌଦି ମହିଳାଙ୍କ ପାଇଁ ନାନା କଟକଣା ରଖାଯାଇଛି। ପୁରୁଷ କୈନ୍ଦ୍ରୀକ ସମାଜରେ ଏବେ କିନ୍ତୁ ଏହି ମହିଳାମାନେ ପୁରୁଷଙ୍କ ବିନା ପରାମର୍ଶରେ ବିଦେଶ ଯାତ୍ରା କରିପାରିବେ ବୋଲି ଜଣାପଡିଛି। ସୌଦି ସରକାର ଏବେ ୨୧ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜନତାଙ୍କ ପ୍ରଶ୍ନ: ବର୍ଦ୍ଧିତ ପେଟ୍ରୋଲ ଦର କ’ଣ ଆମ ପାଇଁ ଉପହାର

ଇସଲାମାବାଦ,୨।୮: ପାକିସ୍ତାନ ବେଳକୁ ବେଳ ଆର୍ଥିକ ସଙ୍କଟ ମଧ୍ୟକୁ ଚାଲି ଯାଉଥିବା ବେଳେ ପେଟ୍ରୋଲର ଦର ବୃଦ୍ଧି ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଡୁଆରେ ପକାଇଛି। ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପହଞ୍ଚିଛି ୧୧୭ ଟଙ୍କାରେ। ଆଉ ଏହାକୁ ଦେଖିବା ପରେ…

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ, ୨।୮: ଇଷ୍ଟର ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାକୁ ସମସ୍ତ ସହାୟତା ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ୍‌ ବିକ୍ରମସିଂଘେ ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏଭଳି ବିପଦ ସମୟରେ ପଡୋଶୀ ଭାରତ…

ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି ଦ୍ୱିପାକ୍ଷୀୟ ଆଲୋଚନା କରିଥିଲେ। ଉଭୟଙ୍କ କଥାବାର୍ତ୍ତା ପରେ ଜୟଶଙ୍କର କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ…

ଆଜି କୁଳଭୂଷଣଙ୍କୁ ମିଳିବ ଦୂତାବାସ ସହାୟତା

ନୂଆଦିଲ୍ଲୀ/ଇସ୍‌ଲାମାବାଦ୍‌, ୨।୮(ଆଇଏଏନ୍‌ଏସ୍‌):ପାକିସ୍ତାନୀ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ଯୋଗାଇଦେବାକୁ ପାକିସ୍ତାନ ରାଜି ହୋଇଛି। ତାଙ୍କୁ ଏହି ସହାୟତା ଦେବାକୁ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ ନିର୍ଦ୍ଦେଶ ଦେବାର ୧୫ ଦିନ ପରେ ପାକିସ୍ତାନ ଏପରି ନିଷ୍ପତ୍ତି…

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରଖେ ଏହି ଚା’…

ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ ଓ ମସ୍ତିଷ୍କ ପାଇଁ ବେଶ ଲାଭଦାୟକ। ଅଭ୍ୟାସ କରି ସକାଳେ ଅଧାକପ ପାନମଧୁରୀ ଚା’ ପିଇଲେ…

ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍‌

ବେଜିଂ: ବିଶ୍ୱର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍‌ଙ୍କ ସଙ୍କେତକୁ ଖୋଜିପାଇବ। ଏହି ସେନ୍‌ସିଟିଭ୍‌ ଟେଲିସ୍କୋପ୍‌ ମହାକାଶରେ ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂରରେ ପୃଥିବୀ ଭଳି ଚୁମ୍ବକୀୟ କ୍ଷେତ୍ର ରହିଥିବା ଅନ୍ୟ…

ଏହି ଗାଁରେ ପିଲାଠାରୁ ବୟସ୍କ ସମସ୍ତେ ମୂକ, ବଧିର

ଇଣ୍ଡୋନେସିଆର ଗାଁ ବେଙ୍ଗ୍‌କଲା। ଏଠାରେ ଥିବା ପ୍ରାୟ ସମସ୍ତେ କଥା କହିପାରନ୍ତି ନାହିଁ। କାରଣ ପିଲାଟି ଦିନରୁ ଏମାନେ ଭାଷା ସହ ଜଡିତ ନୁହଁନ୍ତି। ତେଣୁ ଏହି ଗାଁକୁ ‘ଡିପ୍‌ ଭିଲେଜ୍‌’ ମଧ୍ୟ କୁହାଯାଏ। ଏଠାକାର ବାସିନ୍ଦା ସାଙ୍କେତିକ ଭାଷାରେ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?