ଅନ୍ତର୍ଜାତୀୟ

ଡାଏନୋସର କହିବ ‘ହ୍ୟାଲୋ’!

ଧରାଯାଉ ଆପଣ ଫ୍ୟାମିଲି ସହିତ ଗୋଟିଏ ହୋଟେଲ୍‌ ବୁକ୍‌ କଲେ। ପରିବାରକୁ ଧରି ଯାଇ ସେଠାରେ ପହଞ୍ଚତ୍ଲେ। ଆଉ ଆପଣ ଖାଦ୍ୟ ପାଇଁ ବରାଦ କଲେ। କିଛି ସମୟ ପରେ କଲିଂ ବେଲ୍‌ ବାଜିଲା। ଆପଣ କବାଟ ଖୋଲିଲେ ତ ଆପଣଙ୍କ…

ଦାମୀ ବ୍ୟାଗ୍‌

ଡିଜାଇନର୍‌ ତଥା ବ୍ରାଣ୍ଡେଡ୍‌ ହ୍ୟାଣ୍ଡବ୍ୟାଗ୍‌ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି। କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ଅଛି, ଯାହାର ଦାମ୍‌ କାହାକୁ ବି କରିଦେବ ଆଶ୍ଚର୍ଯ୍ୟ ଚକିତ। ଗୋଲ୍ଡ ଓ ଡାଇମଣ୍ଡରେ ସଜେଇ ହୋଇଥିବା ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ସମ୍ପର୍କରେ……

ଦୁଇ ଦେଶର ଲେଖକ

ଜୋସେଫ୍‌ ବ୍ରୋସ୍କି ଜଣେ କବି ଏବଂ ପ୍ରାବନ୍ଧିକ। ତାଙ୍କୁ ଜଣେ ଦୂରଦର୍ଶୀ ସ୍ରଷ୍ଟା ଭାବରେ ବିବେଚନା କରାଯାଇଥାଏ। ତେବେ କବି କିମ୍ବା ପ୍ରାବନ୍ଧିକ ମଧ୍ୟରେ ତାଙ୍କର ପରିଚୟ ସୀମିତ ନୁହେଁ। ସେ ଜଣେ ଉଚ୍ଚକୋଟୀର ନାଟ୍ୟକାର ମଧ୍ୟ। ସେ ମାତ୍ର ଦୁଇଗୋଟି…

ସୁପର ଆର୍ଥ ‘ଜିଜେ ୩୫୭-ଡି’ର ମିଳିଲା ସନ୍ଧାନ: ଜୀବନସତ୍ତା ଥିବା ଅନୁମାନ

ଓ୍ବାଶିଂଟନ,୪।୮: ନାସା ପକ୍ଷରୁ ପୃଥିବୀଠାରୁ ବୃହତ୍ତମ ଗ୍ରହର ସନ୍ଧାନ କରାଯାଇଛି। ସୁପର ଆର୍ଥ ‘ଜିଜେ ୩୫୭-ଡି’ରେ ଜୀବନସତ୍ତା ଥିବାର ଅନୁମାନ କରାଯାଉଛି। ଏପରି ହେଲେ ପୃଥିବୀ ଭଳି ଏଠାରେ ମଧ୍ୟ ଜୀବ ଜଗତ ତିଷ୍ଠି ରହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି…

ଚାଇନାରେ ଓ୍ବାଇଫା ବାତ୍ୟା: ରାସ୍ତାରେ ଖେଳିଲେ ମାଛ

ବେଜିଂ,୪।୮: ଚାଇନାରେ ଓ୍ବାଇଫା ବାତ୍ୟା ଯୋଗୁ ରାସ୍ତା ଘାଟ ପାଣିରେ ଭରି ଯାଇଛି। ଫଳରେ ରାସ୍ତାରେ ବଡ଼ ବଡ଼ ମାଛ ଖେଳୁଥିବା ଦେଖିବାକୁ ମିଳିଛି। ଲୋକେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ବୋଟ୍‌ରେ ବସି ମାଛ ଧରୁଥିବା ଦୃଶ୍ୟ ଚାଇନା ଜାତୀୟ ଟେଲିଭିଜନରେ…

ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ: ୨୦ ମୃତ

ଓ୍ବାଶିଂଟନ,୪।୮: ଆମେରିକା ଟେକ୍ସାସ୍‌ରେ ଥିବା ଓ୍ବାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ ଘଟି ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟୋରରେ କିଛି ସନ୍ଦିଗ୍ଧ ଥିବା ପୋଲିସ…

ଦିନସାରା ଫ୍ରେଶ୍‌ ଲାଗିବା ପାଇଁ କରନ୍ତୁ ଏପରି…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ରହିଛି ବିଶ୍ୱାସ। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ କରନ୍ତି ନାହିଁ । ଗାଧୋଇବା ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିଲେ ଦିନସାରା ଫ୍ରେଶ୍‌ ଲାଗିବ…

ପ୍ରଧାନମନ୍ତ୍ରୀ ହେବାର ବର୍ଷପୂର୍ତ୍ତି ଅବସରରେ ଦେଶକୁ ସମ୍ବୋଧନ କରିବେ ଇମ୍ରାନ୍‌

ଇସଲାମାବାଦ,୩।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳକୁ ଅଗଷ୍ଟ ୧୮ରେ ବର୍ଷେ ପୂରିବ। ଏହି ଅବସରରେ ସେ ତାଙ୍କର ବର୍ଷକର କାର୍ଯ୍ୟକାଳକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଥିଲାଗି ସେ ସବୁ ମନ୍ତ୍ରୀ ଓ ସବୁ ବିଭାଗକୁ ବର୍ଷକର ରିପୋର୍ଟ କାର୍ଡ…

ଆଫଗାନିସ୍ତାନ ସଂଘର୍ଷରେ ଗୋଟିଏ ମାସରେ ୧୫ଶହ ନାଗରିକ ମୃତ

କାବୁଲ,୩।୮: ଆଫଗାନିସ୍ତାନ ସଂଘର୍ଷକୁ ନେଇ ଏବେ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ହୋଇଥିବା ସଂଘର୍ଷରେ ଗୋଟିଏ ମାସରେ ପାଖାପାଖି ୧୫ଶହ ନାଗରିକଙ୍କ ମୃତ୍ୟୁ ହେଲାଣି। ତେବେ ଜୁଲାଇ ମାସରେ…

ଦୁର୍ଘଟଣାଗ୍ରସ୍ତ କାର୍‌ରେ ୬ଦିନ ପର୍ଯ୍ୟନ୍ତ ବର୍ଷା ପାଣି ପିଇ ବଞ୍ଚିଥିଲେ ମହିଳା

ବ୍ରୁସସେଲସ୍‌,୩।୮: କଥାରେ ଅଛି ରଖିଲେ ହରି ମାରିବ କିଏ। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଲଜିୟମ୍‌ର ଲିଜ୍‌ ନାମକ ଏକ ଅଞ୍ଚଳରେ। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ମହିଳା ୬ଦିନ ପର୍ଯ୍ୟନ୍ତ କାର୍‌ରେ ଫଶି ରହିଥିଲେ। ସେହି ସମୟରେ…

ପାକିସ୍ତାନରେ ତାଲିବାନର ତୋଗଲକୀ ଆଦେଶ: ଶିଶୁଙ୍କୁ ଦିଆଯିବ ନି ପୋଲିଓ ବୁନ୍ଦା; ଅବମାନନା କଲେ ଭୋଗିବାକୁ ପଡ଼ିବ ପରିଣାମ

ଇସଲାମାବାଦ୍‌,୩।୮: ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ତୋଗଲକୀ ଆଦେଶ ଜାରି ହୋଇଛି। ମହିଳାଙ୍କୁ ଏକୁଟିଆ ବାହାରକୁ ଯିବା ପାଇଁ ବାରଣ କରାଯିବା ସହିତ ଅଧିକ ସାଉଣ୍ଡ ଦେଇ ଡିଜେ ବଜାଇବା ତଥା ଶିଶୁଙ୍କୁ ପୋଲିଓ ବୁନ୍ଦା ନ ଦେବାକୁ ସ୍ଥାନୀୟ…

ୟେମେନ୍‌ରେ ଅଲ୍‌-କାଏଦା ଆକ୍ରମଣ: ୧୯ ସୈନିକ ମୃତ

ସାନା,୩।୮: ୟେମେନ୍‌ରେ ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ୧୯ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ କିଛି ସୈନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ ୟେମେନ୍‌ର ଆବୟାନ୍‌ ପ୍ରଦେଶର ଅଲ୍‌-ମହଫାଦ୍‌ ଅଞ୍ଚଳରେ ଥିବା ସୈନ୍ୟ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?