ଅନ୍ତର୍ଜାତୀୟ

ବିଶ୍ୱ ମହାସାଗର ଦିବସ: ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୮।୬: ବୃଦ୍ଧି ପାଉଥିବା ପ୍ରଦୂଷଣର ପ୍ରଭାବ ମହାସାଗର ଉପରେ ପଡ଼ିବାରେ ଲାଗିଛି। ଏଥିଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି। ଏନେଇ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୫୦ସୁଦ୍ଧା…

ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍‌ ରିପୋର୍ଟ

ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ ଦାମ୍ପତ୍ୟ ଜୀବନର ବେଡିରେ ବାନ୍ଧି ଦିଆଯାଉଛି। ଏଥି ପାଇଁ ସାମାଜିକ ବ୍ୟବସ୍ଥା ତଥା ମାତାପିତା…

ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ

ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଆମ ସୌରମଣ୍ଡଳ ବାହାରେ ପାଖାପାଖି ୪,୦୦୦ ଉପଗ୍ରହ…

ପଗଡି ପିନ୍ଧା ଶିଖ୍‌ ଯୁବକଙ୍କୁ ଆମେରିକା ସେନାରେ ଭର୍ତ୍ତି ପାଇଁ ମିଳିଲା ଅନୁମତି

ଓ୍ବାଶିଂଟନ,୭।୬: ଆମେରିକାରେ ପ୍ରଥମ ଥର ଲାଗି ଜଣେ ଶିଖ୍‌ ଯୁବକଙ୍କୁ ଧାର୍ମିକ ପ୍ରତିକ ଥାଇ ବାୟୁସେନାରେ ଭର୍ତ୍ତି ଲାଗି ଅନୁମତି ମିଳିଛି। ଓ୍ବାଶିଂଟନର ମୌକାର୍ଡ ଏୟାର ବେସ୍‌ରେ ଏୟାରମ୍ୟାନ ହରମନପ୍ରିତ ସିଂହ ବାଜଓ୍ବା ଏବେ ପଗଡି ଓ ଦାଢି ରଖି ବାୟୁସେନା…

ରାତାରାତି ଗାୟବ ହୋଇଗଲା ବ୍ରିଜ

ମସ୍କୋ,୭।୬: ଘର ଓ ଦୋକାନରେ ଚୋରି ହେବା କଥା ଶୁଣିଥିବେ। ହେଲେ ରେଲଓ୍ବେର ବ୍ରିଜ୍‌ ଚୋରି ହେବା କଥା କେହି କେବେ ଶୁଣି ନ ଥିବେ। ପୁଣି ଛୋଟମୋଟ ନୁହେଁ, ୨୩ ମିଟର ଲମ୍ବା ଓ ୫୬ ଟନ୍‌ ଓଜନର। ଏହି…

ଏସ୍‌. ଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୭।୬: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଏସ୍‌. ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି ପତ୍ର ଲେଖି ଅଭିନନ୍ଦନ ଜଣାଇଛନ୍ତି। ସୁଷମା ସ୍ବରାଜଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଜୟଶଙ୍କରଙ୍କୁ ଏହି…

ୟୁଏଇରେ ବସ୍‌ ଦୁର୍ଘଟଣା: ୮ ଭାରତୀୟଙ୍କ ସମେତ ୧୭ ମୃତ

ଦୁବାଇ, ୭।୬: ୟୁଏଇରେ ଭୟାନକ ବସ୍‌ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଛନ୍ତି ବୋଲି ଦୁବାଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଇଦ୍‌ ଉତ୍ସବ ପାଳନ ସାରି ମଓ୍ବାସଲଟ…

ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ

ବ୍ୟାଙ୍କକ୍‌,୭ା୬(ଆଇଏଏନ୍‌ଏସ୍‌) :ବେଆଇନ ଲଟେରି ଲଞ୍ଚ କରିବା ମାମଲାରେ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକ୍‌ସିନ୍‌ ଶିନାଓ୍ବାତ୍ରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁପ୍ରିମକୋର୍ଟ ଶିନାଓ୍ବାତ୍ରାଙ୍କୁ ଦୋଷୀସାବ୍ୟସ୍ତ କରି ଏଭଳି ଦଣ୍ଡବିଧାନ କରିଛନ୍ତି। ଏହି ଲଟେରି ବ୍ୟବସ୍ଥା ଯୋଗୁ ସରକାରୀ ରାଜକୋଷରୁ ୨୦୦୩-୨୦୦୬…

ଇରାନ୍‌ ଉପରେ ଆକ୍ରମଣ କରିବାକୁ ଚାହେଁନା ଆମେରିକା: ଟ୍ରମ୍ପ୍‌

ଓ୍ବାଶିଂଟନ,୬।୬: ଆମେରିକା ଇରାନ୍‌ ଉପରେ ଆକ୍ରମଣ କରିବାକୁ ଚାହେଁନା। ତେବେ ଏଭଳି ସମ୍ଭାବନା ସବୁବେଳେ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଇରାନ୍‌ର ପରମାଣୁ ଅସ୍ତ୍ର କ୍ଷମତା ନେଇ ଦୁଇ ଦେଶ ମଧ୍ୟରେ ସମସ୍ୟା ରହିଛି। ତେବେ…

ପ୍ରଥମଥର ପାଇଁ ଗଦାଫି ଷ୍ଟାଡିୟମରେ ନମାଜ ପଢିପାରିଲେନି ହଫିଜ୍‌ ସୟିଦ୍‌: ଲାଗିଲା କଟକଣା

ଇସଲମାବାଦ୍‌, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍‌ ଉଦ୍‌ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍‌ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି ନାହିଁ। ପାକିସ୍ତାନ ସରକାରଙ୍କ ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ଇଦ୍‌ରେ ଗଦାଫି…

ଗୋଟିଏ ବିଲେଇଠାରୁ ହାରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

ଲଣ୍ଡନ, ୬।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତିନିଦିନିଆ ବ୍ରିଟେନ ଗସ୍ତରେ ଯାଇଛନ୍ତି। ଟମ୍ଫଙ୍କ ଗସ୍ତକୁ ନେଇ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଏୟାରପୋର୍ଟରୁ ପାଛୋଟି ନିଆଯାଇଥିଲା। ଲଣ୍ଡନରେ ଟ୍ରମ୍ଫ ଏବଂ…

ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ପ୍ରଚାରକାରୀଙ୍କୁ ୫ ବର୍ଷ ଜେଲ୍‌; ୧୦ ଲକ୍ଷ ଜରିମାନା

କଲମ୍ବୋ, ୬।୬: ଶ୍ରୀଲଙ୍କା ସରକାର ସୋସିଆଲ୍‌ ମିଡ଼ିଆରେ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଭଳି ବ୍ୟକ୍ତିଙ୍କୁ ୫ ବର୍ଷ ସଶ୍ରମ ଜେଲ୍‌ ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ଦଣ୍ଡବିଧାନ କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?