ଭାରତକୁ ଧମକ ଦେଲେ ଟ୍ରମ୍ପ: ବନ୍ଦ ହୋଇଯିବ କି ଭାରତ-ଆମେରିକା ଟ୍ରେଡ୍ ଡିଲ୍
ଓ୍ବାଶିଂଟନ୍,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ BRICS ଦେଶଗୁଡ଼ିକର ସଦସ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସେ ଆମେରିକା ବିରୋଧୀ ଯେକୌଣସି ନୀତିକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଟାରିଫ୍ ଲାଗୁ କରିବେ। ତାଙ୍କ ଅନୁସାରେ, ଆମେରିକାକୁ ବିରୋଧ କରିବା…
ଗ୍ଲୋବାଲ୍ ସାଉଥ୍ ବିନା ବିଶ୍ୱ ସଂସ୍ଥାଗୁଡ଼ିକ ନେଟୱାର୍କ ବିନା SIM ପରି: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲର ରିଓ ଡି ଜାନେରୋରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଭାଷଣ ଦେଇ ଗ୍ଲୋବାଲ୍ ସାଉଥ୍ର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଗ୍ଲୋବାଲ୍ ସାଉଥ୍ ବିନା ବିଶ୍ୱ ସଂସ୍ଥାଗୁଡ଼ିକ ମୋବାଇଲରେ…
ନୂଆ ରାଜନୈତିକ ଦଳ ଘୋଷଣା କଲେ ଏଲନ ମସ୍କ, ଟ୍ରମ୍ପଙ୍କ ସହ ବିବାଦ ପରେ ବଡ଼ ଘୋଷଣା
ନୂଆଦିଲ୍ଲୀ,୬।୭: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସଏକ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଏଲନ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟୀ’ ଗଠନ କରିଛନ୍ତି। ଆଜି ଏହାକୁ ସେ ସରକାରୀ ଭାବେ ଘୋଷଣା କରିଛନ୍ତି।…
ଟେକଅପ ପୂର୍ବରୁ ବିମାନରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ବିମାନର ଡେଣା ଉପରକୁ ଡେଇଁଲେ ଯାତ୍ରୀ! ଭିଡ଼ିଓ ଭାଇରାଲ
ମାଦ୍ରିଦ,୫।୭: ଶନିବାର (ଜୁଲାଇ ୦୫, ୨୦୨୫) ସ୍ପେନର ପାଲମା ଡି ମାଲୋର୍କା ବିମାନବନ୍ଦର (PMI) ରେ ଏକ ରାଇନାଏୟାର ବୋଇଂ ୭୩୭ ବିମାନରେ ହଠାତ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୧୮…
ଫାଟିଲା ଜ୍ୱାଳାମୁଖୀ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କଥା ମନେପକାଇ ଲୋକେ ଭୟଭୀତ
ଟୋକିଓ,୫।୭: ବୁଧବାର (୨ ଜୁଲାଇ, ୨୦୨୫) ଅପରାହ୍ନରେ ଜାପାନର ମାଉଣ୍ଟ ସିନମୋଏଡାକେରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥିଲା। ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ଆକାଶରେ ଅନେକ ମିଟର ଉଚ୍ଚତା ପର୍ଯ୍ୟନ୍ତ କଳା ଏବଂ ଘନ ପାଉଁଶ ମେଘ ବ୍ୟାପିଯାଇଥିଲା। ଜାପାନୀ ଅଧିକାରୀମାନେ ସୁରକ୍ଷା କାରଣ…
‘ଲୋକଙ୍କୁ ମାରିବାକୁ ଚାହୁଁଛନ୍ତି ପୁଟିନ’, ରୁଷିଆ ରାଷ୍ଟ୍ରପତିଙ୍କୁ ନେଇ ଏମିତି ବୟାନ ଦେଲେ ଆମେରିକା ରାଷ୍ଟ୍ରପତି ଯାହା ହେଉଛି ଖୁବ ଚର୍ଚ୍ଚା
ଓ୍ବାଶିଂଟନ,୫।୭: ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଆଲୋଚନାରେ ସେ ବହୁତ ଅସନ୍ତୁଷ୍ଟ। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ପୁଟିନ କେବଳ ଲୋକଙ୍କୁ ହତ୍ୟା କରିଚାଲିବାକୁ…
ଭାରତ ଉପରେ ବଡ଼ ଅଭିଯୋଗ ଆଣିଲା ପାକିସ୍ତାନ, ପହଲଗାମ ଆକ୍ରମଣକୁ ନେଇ ଶହବାଜ କହିଲେ ଭୁଲ ଫାଇଦା ଉଠାଇ…
ନୂଆଦିଲ୍ଲୀ,୫।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସୁଯୋଗ ନେଇ ଭାରତ ଏହି ଅଞ୍ଚଳରେ ଶାନ୍ତି ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଭାରତ ବିନା କୌଣସି ଉତ୍ତେଜନାରେ ପାକିସ୍ତାନ ବିରୁଦ୍ଧରେ…
ପଳାତକ ନିରବ ମୋଦିଙ୍କ ଭାଇ ନିହାଲ ମୋଦି ଆମେରିକାରେ ଗିରଫ, ଜାଣନ୍ତୁ ଏବେ କ’ଣ ହେବ
ଓ୍ବାଶିଂଟନ/ନୂଆଦିଲ୍ଲୀ,୫।୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଠକେଇରେ ପଳାତକ ଘୋଷିତ ନୀରବ ମୋଦିଙ୍କ ଭାଇ ନିହଲ ମୋଦିଙ୍କୁ ଆମେରିକାରେ ଗିରଫ କରାଯାଇଛି। ଆମେରିକୀୟ ଅଧିକାରୀମାନେ ଭାରତ ସରକାରଙ୍କୁ ସୂଚନା ଦେଇଛନ୍ତି ଯେ ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ଭାଇ ନିହଲ ମୋଦିଙ୍କୁ ଶୁକ୍ରବାର…
ଆର୍ଜେଣ୍ଟିନାରେ ପହଞ୍ଚିଲେ ମୋଦି: ୫୭ ବର୍ଷ ପ୍ରଥମଥର ଘଟିଲା…
ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାଙ୍କର ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଏହି କ୍ରମରେ ସେ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି। ଏହି ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ। କାରଣ ଗତ ୫୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ…
ପୁଟିନ୍ଙ୍କ ସହ ମିଶି ସବୁଠୁ ବଡ଼ ଡିଲ୍ କଲା ଭାରତ, ଆମେରିକା ଥରହର!
ନୂଆଦିଲ୍ଲୀ,୫।୭: ଗତ କିଛି ଦିନ ଧରି ଆମେରିକୀୟ ବିଲ୍ ବିଷୟରେ ବହୁତ ଆଲୋଚନା ହେଉଛି। ଯାହା ଅଧୀନରେ ଆମେରିକା ସେହି ଦେଶଗୁଡ଼ିକ ଉପରେ 500 ପ୍ରତିଶତ ଶୁଳ୍କ ଲଗାଇବ, ଯେଉଁମାନେ ରୁଷୀୟ ତେଲ ଆମଦାନୀ କରୁଛନ୍ତି। ଏହି ବିଲ ଆଣିବାର ଉଦ୍ଦେଶ୍ୟ…
ଏମିତି ପତ୍ରରେ ଖାଇଲେ ପ୍ରଧାନମନ୍ତ୍ରୀ ମୋଦି: ସ୍ବତନ୍ତ୍ରତା ଜାଣିଲେ…
ତ୍ରିନିଦାଦ ଏବଂ ଟୋବାଗୋ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଅଛନ୍ତି। ସେଠାରେ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଏକ ସ୍ବତନ୍ତ୍ର ପତ୍ର ସୋହରୀରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହି…
ଭାରତ କହିଲେ ଆମେ ମାସୁଦ ଆଝାରଙ୍କୁ ଗିରଫ କରିବୁ: ଏମିତି ମିଛ କହିଲେ ବିଲାୱଲ ଭୁଟ୍ଟୋ, ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁଣ୍ଡରେ ଦେବେ ହାତ
ଇସଲାମାବାଦ୍,୫।୭: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ବିଷୟରେ ଏକ ବିଭ୍ରାନ୍ତିକର ବୟାନ ଦେଇଛନ୍ତି। ଯାହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମୁଣ୍ଡରେ ହାତ ଦେବେ। ଭାରତ ଅନେକ ଥର ପ୍ରମାଣ…
Archives


