ଅନ୍ତର୍ଜାତୀୟ

‘ଆଇରନ ଲେଡି’ ମାରିୟା କୋରିନାଙ୍କୁ ମିଳିଲା ଶାନ୍ତି ପାଇଁ ନୋବେଲ ପୁରସ୍କାର, ଏବେ ଭାଇରାଲ ହେଉଛି ଟ୍ରମ୍ପଙ୍କ ପୋଷ୍ଟ

ଷ୍ଟକହୋମ,୧୦।୧୦: ନରୱେଜିଆନ ନୋବେଲ କମିଟି ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛି। ମାଚାଡୋ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ପୁରୁଣା ବୟାନ ଭାଇରାଲ ହେଉଛି। ଜାନୁଆରୀ ୨୦୨୫ରେ ଟ୍ରମ୍ପ ଭେନେଜୁଏଲାର…

କିଏ ସେହି ଭେନେଜୁଏଲାର ‘ଆଇରନ ଲେଡି’ ମାରିଆ କୋରିନା, ଯାହାଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୧୦।୧୦: ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ମର୍ଯ୍ୟାଦାଜନକ ସମ୍ମାନ ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରାଯାଇଛି। ଶାନ୍ତି ପ୍ରତିଷ୍ଠା, ଗଣତନ୍ତ୍ରର ସୁରକ୍ଷା ଏବଂ ବିଶ୍ୱ ଦ୍ୱନ୍ଦ୍ୱ ହ୍ରାସ କରିବାରେ ତାଙ୍କର ଅବଦାନ…

ନୋବେଲ ଶାନ୍ତି ପୁରସ୍କାର ୨୦୨୫: ଟ୍ରମ୍ପ ପାଇଲେ ନାହିଁ, କିନ୍ତୁ ୨୦୨୬ ପାଇଁ ଆଶା ଦୃଢ

ନୂଆଦିଲ୍ଲୀ,୧୦।୧୦: ଶୁକ୍ରବାର ଓସଲୋରେ ନୋବେଲ କମିଟି ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଭେନେଜୁଏଲାର ରାଜନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରିଛି। ତାଙ୍କୁ ଗଣତନ୍ତ୍ର ପାଇଁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ଏହି ସମ୍ମାନ ମିଳିଛି। ଆମେରିକା ରାଷ୍ଟ୍ରପତି…

ନୋବେଲ ଶାନ୍ତି ପୁରସ୍କାର ବିଜେତା କେତେ ଟଙ୍କା ପାଆନ୍ତି?

ନୂଆଦିଲ୍ଲୀ,୧୦ା୧୦: ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ଦେଶରେ ଗଣତନ୍ତ୍କୁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ପ୍ରଦାନ କରାଯାଇଛି। ନୋବେଲ ଶାନ୍ତି ପୁରସ୍କାର ସହିତ…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଟ୍ରମ୍ପ ନୁହେଁ, ଏହି ବ୍ୟକ୍ତି ହେଲେ ବିଜେତା

ନୂଆଦିଲ୍ଲୀ,୧୦।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ଏହି ବର୍ଷର ବିଜେତା ହେଉଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚାଡୋ। ଶାନ୍ତି ପ୍ରତିଷ୍ଠା ଏବଂ ବିଶ୍ୱ ବିବାଦ ହ୍ରାସ କରିବାରେ ତାଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ପଲଟିଗଲା ବାଜି! ଭାରତକୁ ଡବଲ ଡିସକାଉଣ୍ଟ ଅଫର ଦେଲା ରୁଷିଆ, ଟ୍ରମ୍ପ ଏବେ କରିବେ କ’ଣ…

ନୂଆଦିଲ୍ଲୀ,୧୦।୧୦: ଆମେରିକା ରୁଷିଆର ଅଶୋଧିତ ତୈଳ କ୍ରୟ ଉପରେ ୨୫% ଟାରିଫ୍‌ ଲାଗୁ କରିବା ସତ୍ତ୍ୱେ, ଭାରତ ଆଗାମୀ ମାସଗୁଡ଼ିକରେ ରୁଷିଆର ଅଶୋଧିତ ତୈଳ ଆମଦାନୀ ବୃଦ୍ଧି କରିବାକୁ ପ୍ରସ୍ତୁତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ…

ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଦାବି, କହିଲେ ଭାରତ ସହ ହେବ ଭୟଙ୍କର ଯୁଦ୍ଧ, ସାଉଦି ଆରବ ଆମକୁ ଦେବ…

ଇସଲାମାବାଦ,୧୦।୧୦: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧର ପୂର୍ବାନୁମାନ କରିଛନ୍ତି, ସାଉଦି ଆରବ ପାକିସ୍ତାନକୁ ସମର୍ଥନ କରିବ। ସେ ପାକିସ୍ତାନରେ ଅନୁଷ୍ଠିତ ଏକ କର୍ପସ କମାଣ୍ଡର ସମ୍ମିଳନୀରେ ଏହି ବିବୃତ୍ତି ଦେଇଛନ୍ତି, ଯେଉଁଥିରେ…

ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ସହି ପାରିଲାନି ପାକିସ୍ତାନ! କାବୁଲ ସମେତ ୩ ସହରରେ କଲା ଏୟାର ଷ୍ଟ୍ରାଇକ

କାବୁଲ,୧୦।୧୦: ପାକିସ୍ତାନ ତେହରିକ-ଏ-ତାଲିବାନ (ପାକିସ୍ତାନ)ର ଶୀର୍ଷ କମାଣ୍ଡରମାନଙ୍କୁ ନିପାତ କରିବା ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲ ସମେତ ତିନୋଟି ସହରରେ ବିମାନ ଆକ୍ରମଣ କରିଛି। କାବୁଲରେ ପାକିସ୍ତାନର ଆକ୍ରମଣ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ଭାରତ ଗସ୍ତ ସମୟରେ…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ ଟ୍ରମ୍ପଙ୍କୁ ନେଇ ବଡ଼ ଘୋଷଣା କରିଦେଲା ରୁଷିଆ

ମସ୍କୋ,୧୦।୧୦: ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ ଶୁକ୍ରବାର ରୁଷିଆ କହିଛି ଯେ ସେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମାଙ୍କନକୁ ସମର୍ଥନ କରିବ। ରୁଷିଆର ସରକାରୀ ଏଜେନ୍ସି TASS ଅନୁଯାୟୀ, କ୍ରେମଲିନର ଶୀର୍ଷ ପରାମର୍ଶଦାତା…

ଏମିତି ଭାବେ ପୁରସ୍କାର ମାଗୁଛନ୍ତି ଟ୍ରମ୍ପ! ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ମୁଁ…

ଓ୍ବାଶିଂଟନ,୧୦।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ଚାହୁଁଛନ୍ତି। ସେ ଏହା ଅନେକ ଥର ସ୍ବୀକାର କରିଛନ୍ତି। ଗୁରୁବାର ସେ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି। ଏହି ସମୟରେ,…

୩୫୦୦୦ ଫୁଟ ଉଚ୍ଚରେ ଥିଲା ବିମାନ, ପାଇଲଟ୍‌ଙ୍କୁ ମିଳିଲା ଏକ ବଡ଼ ସିଗ୍‌ନାଲ, ଆଉ ତା’ ପରେ…

ଦୁବାଇ,୧୦ା୧୦: ଭିଏନାରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନ AI-154 ପ୍ରାୟ ୩୫୦୦୦ ଫୁଟ ଉଚ୍ଚତାରେ ଥିଲା। ଏହି ସମୟରେ ପାଇଲଟ୍‌ ଏକ ବଡ଼ ସିଗ୍‌ନାଲ ପାଇଲେ। ଫଳରେ ମଝି ଆକାଶରୁ ଦୁବାଇକୁ ବିମାନକୁ ଡାଇଭର୍ଟ କରିବାକୁ ବାଧ୍ୟ…

ପାକିସ୍ତାନରେ ଇଣ୍ଟରନେଟ୍‌ ସେବା ବନ୍ଦ

ଇସଲାମାବାଦ,୧୦ା୧୦: ପାକିସ୍ତାନରେ 3G/4G ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଇସଲାମାବାଦ ଓ ରାଓ୍ବଲପିଣ୍ଡିରେ ଇଣ୍ଟରନେଟ୍‌ ବନ୍ଦ ରହିଛି। ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେହେରିକ-ଏ-ଲବୈକ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ ହୋଇଛି। ଫଳରେ ପାକିସ୍ତାନର ରାଜଧାନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri