ଅନ୍ତର୍ଜାତୀୟ

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଝଟକା: ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ଚାଇନାର ପରାମର୍ଶ

ବେଜିଂ,୧୦ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସମିଟ୍‌ରେ ଯୋଗଦେବେ। ଏହି ଅବସରରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଅନେକ…

ଏହି କବର ସ୍ଥାନରେ ମୃତଦେହକୁ କବର ଦିଆଯାଏ ନାହିଁ

କବର ସ୍ଥାନର କଥା ଶୁଣିଲେ ମନକୁ ଆପଣାଛାଏଁ ଆସେ କି ଯେଉଁଠି ମଣିଷଙ୍କ ମୃତଦେହକୁ କବର ଦିଆଯାଇଥାଏ। ହେଲେ ଏହି କବର ସ୍ଥାନ ସବୁଠାରୁ ନିଆରା। ସିବେଲ ଆଉଲାଣ୍ଡ ଭାବେ ପରିଚିତ ଏହି ଦ୍ୱୀପକୁ ‘ଜଙ୍ଗଲି ଘୋଡ଼ାଙ୍କ ଘର’ ବୋଲି ମଧ୍ୟ…

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟକହୋମ୍‌,୯।୧୦: ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ନୋବେଲ ବିଜେତା ଏହି ୩ ବୈଜ୍ଞାନିକ ହେଲେ ଜନ୍‌ ବି. ଗୁଡଏନଫ, ଏମ୍‌, ଷ୍ଟନଲେ ଓ୍ବିଟିଙ୍ଗହାମ ଓ ଅକିରା ୟୋଶିନୋ। development of lithium-ion batteries…

ଚାଇନା ରାଷ୍ଟ୍ରପତିଙ୍କ ଭଳି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଇମ୍ରାନ

ବେଜିଂ,୯।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ସେ ଚାଇନା ରାଷ୍ଟ୍ରପତିଙ୍କ କାମକୁ ଅନୁସରଣ କରିବାକୁ ଚାହୁଁଛନ୍ତି। କାରଣ ଚାଇନା ଯେମିତି ଭ୍ରଷ୍ଟାଚାର ମାମଲାରେ ପ୍ରାୟ ୫ ଶହ ବ୍ୟକ୍ତିଙ୍କୁ ଜେଲ ପଠାଇଛି ସେହିଭଳି ଭ୍ରଷ୍ଟାଚାରୀଙ୍କୁ ସେ ଜେଲଦଣ୍ଡ ଦେବାକୁ ଚାହୁଛନ୍ତି।…

ରାଫାଲ ବିମାନକୁ ଖରାପ ନଜରରୁ ରକ୍ଷା କରିବ ଲେମ୍ବୁ

ପ୍ୟାରିସ,୯।୧୦: ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫାଲ। ଫ୍ରାନ୍ସ ଗସ୍ତରେ ଏହି ଡିଲ୍‌ର ପ୍ରଥମ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ଫ୍ରାନ୍ସରେ ଭାରତୀୟ ପରମ୍ପରା ରୀତିନୀତିର ଝଲକ ଦେଖିବାକୁ…

ପିଲାମାନେ କାହିଁକି ହୁଅନ୍ତି ବାଉଁଆ ବା ଲେପ୍ଟି

ସାଧାରଣତଃ ଅଧିକାଂଶ ଲୋକେ ସବୁକାମ ପାଇଁ ଡାହାଣ ହାତର ବ୍ୟବହାର କରିଥାଆନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ବେଶି ବାମ ହାତ ବ୍ୟବହାର କରନ୍ତି। ଏଭଳି ପିଲାମାନଙ୍କୁ ବା ବ୍ୟକ୍ତିଙ୍କୁ ବାଉଁଆ ବା ଲେପ୍ଟି ବୋଲି କୁହାଯାଏ। ଏମାନେ…

ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟକ୍‌ହୋମ୍‌,୮।୧୦: ଚଳିତ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବାକୁ ସୁଇଡିସ୍‌ ଏକାଡେମୀ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଉଛନ୍ତି ଆମେରିକୀୟ ବୈଜ୍ଞାନିକ ଜେମ୍ସ୍‌…

କଶ୍ମୀର ପାକିସ୍ତାନର: ମୁଶରଫ

ଇସ୍‌ଲାମାବାଦ,୮।୧୦: ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ପରଭେଜ ମୁଶରଫ ପୁଣିଥରେ ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି। ଆଉ ଫେରିବା ପୂର୍ବରୁ ସେ ପୁଣିଥରେ ଭାରତ ଉପରେ ଥିବା ତାଙ୍କର ରାଗକୁ ପ୍ରକାଶ କରିଛନ୍ତି। ମୁଶରଫ କହିଛନ୍ତି କଶ୍ମୀର ପାକିସ୍ତାନର ରକ୍ତରେ…

ଦଶହରାରେ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଇମ୍ରାନ୍‌ଙ୍କ ମନ୍ତ୍ରୀ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇସଲାମାବାଦ,୮।୧୦: ଦଶହରା ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ମନ୍ତ୍ରୀ ଫଓ୍ବାଦ୍‌ ଚୌଧୁରୀ ଭାରତବାସୀଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଓ୍ବାଦ୍‌ ବହୁ ସମୟରେ ଭାରତ ବିରୋଧରେ ମନ୍ତବ୍ୟ ଦେଇଥାନ୍ତି। ଶୁଭେଚ୍ଛାକୁ…

ଆଫଗାନିସ୍ତାନ ଗଜନି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ

କାବୁଲ,୮।୧୦: ଆଫଗାନିସ୍ତାନର ପିଡି-୩ରେ ଥିବା ଗଜନି ବିଶ୍ୱବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବିସ୍ଫୋରଣ ହୋଇଛି। ଏଥିରେ ପ୍ରାୟ ୮ ଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ଉଦ୍ଧାର…

ଉଇଗର ମୁସଲମାନ୍‌ଙ୍କୁ ଶୋଷଣ: ଆମେରିକା କଳା ତାଲିକାରେ ୨୮ ଚାଇନା କମ୍ପାନୀ

ଓ୍ବାଶିଂଟନ,୮।୧୦: ଚାଇନାରେ ଉଇଗର ମୁସଲମାନ୍‌ଙ୍କୁ ନିର୍ଯାତନା ଦିଆଯାଉଛି। ଶିନଜିୟାଙ୍ଗ୍‌ ପ୍ରଦେଶରେ ଥିବା ୨୮ଟି ଚାଇନା କମ୍ପାନୀ ଏହି ମୁସଲମାନ ସମ୍ପ୍ରଦାୟଙ୍କୁ ଶୋଷଣ କରୁଥିବାରୁ ସେସବୁ କମ୍ପାନୀକୁ ଆମେରିକା କଳା ତାଲିକାରେ ସ୍ଥାନୀତ କରିଛି। କମ୍ପାନୀଗୁଡ଼ିକ ଉଇଗର ସମ୍ପ୍ରଦାୟର ମାନବିକ ଅଧିକାରକୁ ଉଲ୍ଲଂଘନ…

ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା କୁହାଯାଉଛି। ସ୍ବିଜରଲାଣ୍ଡ ସରକାର ଭାରତ ସରକାରଙ୍କୁ ସ୍ବିସ ବ୍ୟାଙ୍କରେ ଅର୍ଥ ଜମା ରଖିଥିବା ଭାରତୀୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?