ଅନ୍ତର୍ଜାତୀୟ

ମେଡ଼ିସିନ୍‌ରେ ନୋବେଲ: ଏଥର ପାଇବେ ୩ ବୈଜ୍ଞାନିକ

ଷ୍ଟକ୍‌ହୋମ୍‌,୭।୧୦: ମେଡ଼ିସିନ୍‌ କ୍ଷେତ୍ରରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ ହେଉଛନ୍ତି ଓ୍ବିଲୟମ୍‌ ଜି. କାଇଲିନ୍‌, ସାର୍‌ ପିଟର ଜେ. ରାଟ୍‌କି୍ଲଫ ଏବଂ ଗ୍ରେଗ୍‌ ଏଲ୍‌.…

୮୦୩ କିଲୋଗ୍ରାମ୍‌ ଓଜନର ବୃହତ୍‌ କଖାରୁ ଉତ୍ପାଦନ କରିଥିବା ଚାଷୀଙ୍କୁ ଲକ୍ଷେ ୬୦ ହଜାର ପୁରସ୍କାର

ଟରୋଣ୍ଟୋ,୭।୧୦: କାନାଡ଼ାରେ ଜଣେ ଚାଷୀ ୮୦୩.୫୪ କିଲୋଗ୍ରାମ୍‌ ଓଜନର ବୃହତ୍‌ କଖାରୁ ଉତ୍ପାଦନ କରି ଲକ୍ଷେ ୬୦ ହଜାର ଟଙ୍କାର ପୁରସ୍କାର ଜିଣିଛନ୍ତି। ସ୍ଥାନୀୟ ବୁଶ୍‌ କାଉଣ୍ଟିସ୍ଥିତ ପୋର୍ଟ ଏଲଗିନ୍‌ ଗାଁରେ ଆୟୋଜିତ ହୋଇଥିବା ୩୩ତମ କଖାରୁ ଉତ୍ସବରେ କେମରୋନ୍‌ର ଚାଷୀ…

ପାକିସ୍ତାନ କଳା ତାଲିକାରେ ସ୍ଥାନ ପାଇବା ଆଶଙ୍କା ବଢ଼ିଲା

ଓ୍ବାଶିଂଟନ,୭।୧୦: ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବାରେ ଲାଗିଛି। ଏନେଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖୁଥିବା ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏଥିରେ ଦର୍ଶାଯାଇଛି…

୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର ବିରୋଧ କରାଯାଉଛି। ଏହିକ୍ରମରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅତିକ୍ରମ କରିବା ପାଇଁ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର…

ଜେଲ୍‌ରେ ରହିବା ପାଇଁ ବୃଦ୍ଧାବୃଦ୍ଧ କରୁଛନ୍ତି ଅପରାଧ

ଜାପାନରେ ବୟସ୍କ ବ୍ୟକ୍ତିମାନେ ବର୍ତ୍ତମାନ ସମୟରେ ଏକ ବିଚିତ୍ର ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ସେମାନେ ପ୍ରତିଦିନ କିଛି ନା କିଛି ଅପରାଧ କରି ଜେଲ୍‌ ଯିବାକୁ ପସନ୍ଦ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବୟସ୍କ ବ୍ୟକ୍ତିମାନେ ଏଠାରେ…

ଥରିଲା ପିଓକେ

ଇସ୍‌ଲାମାବାଦ,୬।୧୦: ପିଓକେ ବା ପାକ୍‌ ଅଧିକୃତ କଶ୍ମୀରରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଯଦିଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ତେବେବି ଏଥିରେ ଏକ ଘର ଭୁଷୁଡି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଆହତ…

ପ୍ରଥମ ବିଶ୍ୱଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଫ୍ରାନ୍ସରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ପ୍ୟାରିସ,୬।୧୦: ଭାରତ ଓ ଫ୍ରାନ୍ସ ରବିବାର ସେହି ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ବୀର ଯବାନମାନଙ୍କୁ ଭିଲର୍ସ ଗୁଇସଲେନ ଇଣ୍ଡିଆନ…

ଇମ୍ରାନ୍‌ଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ଆଇଏସ୍‌ଆଇ ଏବଂ ସୈନ୍ୟ ବାହିନୀର ଷଡ଼ଯନ୍ତ୍ର: ଚରମପନ୍ଥୀ ନେତାଙ୍କ ସହ ଯୋଗାଯୋଗ

ଇସଲାମାବାଦ୍‌,୬।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ସୈନ୍ୟ ବାହିନୀ ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଏନେଇ ଚରମପନ୍ଥୀ ନେତା ଫଜଲ-ଉର୍‌-ରହମାନଙ୍କ ସହ ଯୋଗାଯୋଗ କରାଯାଇଛି। ସେ ଅକ୍ଟୋବର ୨୭ରେ…

ରୁଷରେ ମିଳିଲା ୮୦ କୋଟି ବର୍ଷ ତଳର ବିଶେଷ ଧରଣର ହୀରା

ମସ୍କୋ,୬।୧୦: ହୀରା ସର୍ବଦା ମୂଲ୍ୟବାନ ହୋଇଥିବା ବେଳେ ତା’ର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ ହୀରା ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ରୁଷର ଏକ ଖଣିରୁ ଏବେ ସବୁଠାରୁ ନିଆରା କିସମର ହୀରା ମିଳିଛି। ବିଶ୍ୱରେ କେବେବି ଏମିତି…

ସୌଦିରେ ବଦଳିଲା ନିୟମ: ହୋଟେଲରେ ଗୋଟିଏ ରୁମ୍‌ରେ ରହିପାରିବେ ଦମ୍ପତି

ରିୟାଦ୍‌,୬।୧୦: ସୌଦିରେ ପାରମ୍ପରିକ ନିୟମ ଏବେ ବଦଳିବାରେ ଲାଗିଛି। ଏଣିକି ଏଠାକାର ହୋଟେଲରେ ଦମ୍ପତି ଗୋଟିଏ ରୁମ୍‌ରେ ରହିପାରିବେ। ବିଦେଶୀ ଦମ୍ପତିଙ୍କ ପାଇଁ ଏହି ନିୟମ ଲାଗୁ ହେବ। ତେବେ ସୌଦି ଦମ୍ପତିଙ୍କୁ ଏଥି ଲାଗି ସେମାନଙ୍କର ପରିଚୟ ପତ୍ର ଦେଖାଇବାକୁ…

ପାକିସ୍ତାନରେ ପୋଲିଓ ଆତଙ୍କ

ଇସ୍‌ଲାମାବାଦ,୬।୧୦: ଚଳିତ ବର୍ଷ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି। ଏବେ ସୁଦ୍ଧା ସେଠାରେ ୭୨ ପୋଲିଓ ରୋଗୀ ଚିହ୍ନଟ ହୋଇ ସାରିଲେଣି। ନିକଟରେ ସିନ୍ଧ ଓ ବେଲୁଚିସ୍ତାନରୁ ୨ଟି ନୂଆ ପୋଲିଓ ରୋଗୀ ଚିହ୍ନଟ ହୋଇଥିବା କହିଛି…

ମହାକାଶ ଇତିହାସରେ ପ୍ରଥମ ଘଟଣା: ଅକ୍ଟୋବର ୨୧ରେ ସ୍ସେସ୍‌ ଓ୍ବାକ୍‌ କରିବେ ୨ ମହିଳା

ଓ୍ବାଶିଂଟନ,୬।୧୦: ମହାକାଶ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ଅକ୍ଟୋବର ୨୧ରେ ୨ ଜଣ ମହିଳା ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବାହାରେ ସ୍ପେସ୍‌ ଓ୍ବାକ୍‌ କରିବେ। ମହାକାଶଚାରୀ ଜେସିକା ମୀର୍‌ ଏବଂ କ୍ରେଷ୍ଟିନା କୋଚ୍‌ ମହାକାଶ କେନ୍ଦ୍ରର ବାହାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?