ଆଜି ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ
ଆର୍ଥ୍ରାଇଟିସ୍ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ଆର୍ଥ୍ରାଇଟିସ୍ ସମ୍ପର୍କରେ ଜନସଚେତନତା ସୃଷ୍ଟି…
ଆଲେକ୍ସି ଲିଓନୋଭ୍ଙ୍କ ପରଲୋକ
ମସ୍କୋ,୧୨ା୧୦: ୧୯୬୫ରେ ସ୍ପେସ୍ଓ୍ବାକ୍ (ମହାକାଶରେ ପଦଚାରଣ) କରିବାରେ ପ୍ରଥମ ବ୍ୟକ୍ତି ସୋଭିଏଟ୍ ଯୁଗର ମହାକାଶଚାରୀ ଆଲେକ୍ସି ଲିଓନୋଭ୍ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ସମ୍ମାନ ‘ହିରୋ…
ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତି ନୋବେଲ ପୁରସ୍କାର
ଷ୍ଟକହୋମ୍,୧୧।୧୦: ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲିଙ୍କୁ ଶାନ୍ତି ପାଇଁ ୨୦୧୯ର ନୋବେଲ ପୁରସ୍କାର ଦିଆଯାଇଛି। ଇଥିଓପିଆର ଚୀର ଶତ୍ରୁ ଇରିଟ୍ରିଆ ସହ ଚାଲିଥିବା ସଂଘର୍ଷର ସରଳ ସମାଧାନ କରିଥିବାରୁ ତାଙ୍କୁ ଏହି ଶାନ୍ତି ପୁରସ୍କାର ଦିଆଯାଇଛି। ଚୟନକର୍ତ୍ତାଙ୍କ ମତଥିଲା ଅବି…
ଲାହୋର କୋର୍ଟରେ ହାଜର ହେଲେ ଶରିଫ
ଲାହୋର,୧୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶୁକ୍ରବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍ଏବି) ଚୌଧୁରୀ ସୁଗାର ମିଲ୍ ମାମଲାରେ ଗିରଫ କରିଥିବା ଜଣାପଡିଛି। ଏହାପରେ ତାଙ୍କୁ ଲାହୋରର ଏନ୍ଏବି କୋର୍ଟରେ ହାଜର କରାଯାଇଛି। ସୂଚନାଯୋଗ୍ୟ, ଶରିଫଙ୍କ ପରିବାର ସଦସ୍ୟଙ୍କ ନାଁରେ ଚିନି…
ଇରାନ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡାଇଲେ ଆତଙ୍କବାଦୀ: ବହୁ ପରିମାଣର କ୍ଷତି ଆଶଙ୍କା
ତେହେରାନ,୧୧।୧୦: ସୌଦି ଆରବ ଉପକୂଳରେ ଇରାନ ତେଲ ଟ୍ୟାଙ୍କର ଉପରେ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇରାନ ତୈଳ କମ୍ପାନୀ କହିଛି ସବିତି ନାମକ ସୁପର ଟ୍ୟାଙ୍କରକୁ ଶୁକ୍ରବାର ସକାଳେ ଯେଦ୍ଦା ବନ୍ଦରଠାରୁ…
ରାଫାଲ ପୂଜା: ରାଜନାଥଙ୍କ ସମର୍ଥନରେ ବାହାରିଲା ପାକିସ୍ତାନ ସେନା
ଇସଲାମାବାଦ,୧୧।୧୦: ଭାରତକୁ ସର୍ବଦା ସମାଲୋଚନା କରୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସମର୍ଥନରେ ଏକ ମନ୍ତବ୍ୟ ଦେଇଛି। ଫ୍ରାନ୍ସରେ ରାଫାଲ ବିମାନକୁ ଗ୍ରହଣ କରିବା ଅବସରରେ ସେଠାରେ ରାଜନାଥ ଭାରତୀୟ ପରମ୍ପରା ଅନୁଯାୟୀ ‘ଶସ୍ତ୍ର ପୂଜା’ କରିଥିଲେ। ଏହାକୁ ନେଇ ବିରୋଧୀ…
ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି
ଢାକା,୧୧।୧୦:ବାଲାଂଦେଶର ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନାଁରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ଢାକାର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୟୁନୁସଙ୍କ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ବରଖାସ୍ତକୁ ନେଇ କୋର୍ଟରେ ମାମଲା ଚାଲିଥିଲେ ମଧ୍ୟ…
ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ
ଲଣ୍ଡନ,୧୧।୧୦:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସମ୍ମାନର୍ଥେ ମୁଦ୍ରା ଜାରି କରିବାର ନିଷ୍ପତ୍ତି ନେଇଛି ବ୍ରିଟେନ। ବ୍ରିଟିଶ୍ ଏସିଆନ ସକସେକ୍ସ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ବ୍ରିଟେନର ଅର୍ଥମନ୍ତ୍ରୀ ସାଜିଦ ଜାବିଦ ଏହି ସୂଚନା…
ସାହିତ୍ୟ ଲାଗି ହତ୍ୟା ଧମକ ମିଳିଥିଲା:ଓଲ୍ଗା ଟୋକାରଜୁକ
ଓ୍ବାର୍ସ: ପୋଲାଣ୍ଡ ଜନ୍ମିତ ଔପନ୍ୟାସିକ ଓଲ୍ଗା ଟୋକାରଜୁକ(୫୭)ଙ୍କୁ ୨୦୧୮ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜଣେ ନିରାମଷାଶୀ ଓ ପରିବେଶବିତ୍ ଭାବେ ସେ ବେଶ୍ ଜଣାଶୁଣା। ଜଣେ ରାଜନୈତିକ ସମୀକ୍ଷକ ଭାବେ ଆଇନଗତ ତ୍ରୁଟିକୁ ସେ…
ସ୍କୁଲ ପାଠପଢ଼ା ବେଳୁ ଥିଲା ସାହିତ୍ୟ ପ୍ରତି ଆକର୍ଷଣ:ପିଟର ହାଣ୍ଡ୍କେ
ଭିଏନା: ଅଷ୍ଟ୍ରିଆର ପିଟର ହାଣ୍ଡ୍କେଙ୍କୁ ୨୦୧୯ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସାହିତ୍ୟ ପ୍ରତି ତାଙ୍କର ରହିଥିବା ଅହେତୁକ ରୁଚି ସ୍କୁଲରେ ପାଠପଢ଼ିବା ବେଳୁ ରହିଆସିଛି। ଜର୍ମାନ୍ ଭାଷାରେ ସେ ଅନେକ ସାହିତ୍ୟ ରଚନା କରିଥିବାବେଳେ…
ଆଜିର ବାଳିକା: ସୁରକ୍ଷିତ ଜୀବନ ଓ ଅଧିକାର ଅପେକ୍ଷାରେ
କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍କୁ ନେଇ ଲୋକମାନଙ୍କୁ ସଚେତନ କରାଯାଉଛି, କିନ୍ତୁ ଝିଅମାନଙ୍କ ସହ ଭେଦଭାବ ଥମିବାର ନାଁ ଧରୁନି। କେବଳ…
କର୍ତାରପୁର କରିଡର ଉଦ୍ଘାଟନ ଉତ୍ସବ:ମନମୋହନଙ୍କୁ ଇମ୍ରାନ୍ଙ୍କ ନିମନ୍ତ୍ରଣ
ଇସ୍ଲାମାବାଦ,୧୧-୧୦:ନଭେମ୍ବରରେ ହେବାକୁ ଥିବା କର୍ତାରପୁର କରିଡର ଉଦ୍ଘାଟନ ଉତ୍ସବରେ ଯୋଗଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପାକିସ୍ତାନ ନିମନ୍ତ୍ରଣ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜାଲ ଗୁରୁବାର କହିଛନ୍ତି, ନଭେମ୍ବର ୨ରେ କର୍ତାରପୁର କରିଡର୍ ଉଦ୍ଘାଟନ ହେବା ପାଇଁ…

