ଏପରି ଦେଶ ଯେଉଁଠି ଅପରାଧୀଙ୍କ ମୂର୍ତ୍ତି କରାଯାଏ ପୂଜା…
ଲୋକେ ଭଗବାନଙ୍କ ମୂର୍ତ୍ତିିକୁ ପୂଜା କରିଥାନ୍ତି। ତେବେ ଲାଟିନ୍ ଆମେରିକାର ଭେନଜୁଏଲାରେ ମୃତ୍ୟୁ ଘଟିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମୂର୍ତ୍ତି ପୂଜା କରିବା ପରମ୍ପରା ରହିଛି। ସ୍ପେନ୍ର ଭାଷାରେ ଏଭଳି ଅପରାଧୀଙ୍କ ପୂଜାକୁ ସେଣ୍ଟୋସ୍ ମେଲେଂଡ୍ରୋସ୍ କୁହାଯାଇଥାଏ। ଅପରାଧୀଙ୍କ ମୂର୍ତ୍ତିକୁ ଗୋଟିଏ ସ୍ଥାନରେ…
ଫେସବୁକ୍-ଟୁଇଟରକୁ ଟକ୍କର ଦେବାକୁ ଆସିଲା ଡବ୍ଲ୍ୟୁଟି-ସୋସିଆଲ୍
ସାନ୍ଫ୍ରାନ୍ସିକୋ,୧୮।୧୧: ଫେସବୁକ୍ ଓ ଟୁଇଟରକୁ ଟକ୍କର ଦେବାକୁ ଏକ ନୂଆ ସୋସିଆଲ୍ ସାଇଟ୍ ଆସିଛି। ଏହା ହେଉଛି ଡବ୍ଲ୍ୟୁଟି-ସୋସିଆଲ୍। ଫେସବୁକ୍-ଟୁଇଟରରେ ନ ଥିବା କେତେକ ନୂଆ ନୂଆ ଫିଚର ଏହି ନୂଆ ସାଇଟ୍ରେ ରହିଥିବା କୁହାଯାଉଛି। ଏହାର କାର୍ଯ୍ୟକାରିତା ଫେସବୁକ୍-ଟୁଇଟରଠାରୁ କେତେକ…
ବୁଡିଗଲା ବିଶ୍ୱର ସବୁଠାରୁ ସୁନ୍ଦର ସହର
ଭେନିସ,୧୮।୧୧: ବନ୍ୟା ଜଳରେ ବୁଡି ଯାଇଛି ବିଶ୍ୱର ସବାଠାରୁ ସୁନ୍ଦର ସହର ଇଟାଲୀର ଭେନିସ। ଏଠାରେ ପାଖାପାଖି ୬ ଫୁଟର ସମୁଦ୍ର ଜୁଆର ମାଡି ଆସିବା ପରେ ସାଧାରଣ ଜୀବନ ଯାତ୍ରା ଉପରେ ଏହାର ପ୍ରଭାବ ପଡିଛି। ଦୀର୍ଘ ୫୩ ବର୍ଷ…
ଶିଶୁଙ୍କୁ ମିଳିମିଳା ପ୍ରତିଷେଧକ ଟୀକା ଦେବା ବାଧ୍ୟତାମୂଳକ: ନ ଦେଲେ ୨ ଲକ୍ଷ ଜରିମାନା
ବର୍ଲିନ୍,୧୮।୧୧: ଜର୍ମାନୀ ସରକାର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ମିଳିମିଳା ପ୍ରତିଷେଧକ ଟୀକାକୁ ଦେଶରେ ବାଧ୍ୟତାମୂଳକ କରିଛନ୍ତି। ଏହାର ଅବମାନନା କରୁଥିବା ଅଭିଭାବକଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏନେଇ ଜର୍ମାନୀ ସଂସଦରେ ଏକ ପ୍ରସ୍ତାବ ସର୍ବସମ୍ମତ ଭାବେ ଆଇନରେ…
ଯୁବକଙ୍କ ବାଇକ୍ କିଣିବା ନିଶା, ମା’-ବାପାଙ୍କ ଅସ୍ଥି ବିକିବାକୁ ଖୋଳିଲେ କବର
ଆଜିକାଲି ଲୋକେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ମେଜାମ୍ବିକ୍ୟୁରେ ଜଣେ ଯୁବକ ବାଇକ୍ କିଣିବା ପାଇଁ ନିଜ ମୃତ ମା’-ବାପାଙ୍କ ଅସ୍ଥି ବିକିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।…
କାଲାପାନି ଅଞ୍ଚଳ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦିଆ ଯିବନି ଗୋଟେ ଇଞ୍ଚ ଜମି
କାଠମାଣ୍ଡୁ,୧୮।୧୧: ଭାରତ-ନେପାଳ-ତିବ୍ବତ ମଧ୍ୟରେ ଥିବା କାଲାପାନି ଟ୍ରାଇ ଜଙ୍କଶନ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଚେତାବନୀ ଦେଇଛନ୍ତି ଯେ, ଏଠାକାର ଗୋଟେ ଇଞ୍ଚ ଜମି ମଧ୍ୟ ଦିଆଯିବ ନାହିଁ। ଏହା ନେପାଳର…
ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ: ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ ଲକ୍ଷ୍ୟ
ବ୍ୟାଙ୍କକ୍,୧୮।୧୧: ଏଣିକି ଭାରତ ପ୍ରତିରକ୍ଷା ସରଞ୍ଜାମ ଆମଦାନି କରିବା କମାଇବ। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ। ଏଥିପାଇଁ ଦେଶରେ ୨୦୨୫ ସୁଦ୍ଧା ୨୬ ଶହ କୋଟି ଡଲାରର ପ୍ରତିରକ୍ଷା ଶିଳ୍ପ ସ୍ଥାପନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…
ଡେଙ୍ଗୁ କବଳରେ ପାକିସ୍ତାନ: ୪୯ ହଜାର ରୋଗୀ ଚିହ୍ନଟ
ଇସ୍ଲାମାବାଦ,୧୮।୧୧: ପାକିସ୍ତାନରେ ଏବେ ଅଣାୟତ୍ତ ହେଲାଣି ଡେଙ୍ଗୁ। ଏବେସୁଦ୍ଧା ସେଠାରେ ୪୯ ହଜାର ୫ ଶହ ୮୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଥିବା ସୂଚନା ମିଳିଛି। ପାକିସ୍ତାନ ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରଣାଳୟର ପ୍ରବକ୍ତା ସାଜିଦ ଶାହ କହିଛନ୍ତି ଚଳିତ…
କାବୁଲ ଆତ୍ମଘାତୀ ବିସ୍ଫୋରଣ: ୪ ଯବାନ ଆହତ
କାବୁଲ,୧୮।୧୧: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳେ ହୋଇଥିବା ବିସ୍ଫୋରଣରେ ୪ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମିଲିଟାରୀ ଟ୍ରେନିଂ ସେଣ୍ଟର ନିକଟରେ ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଥିବା ଜଣାପଡିଛି। ପାଜଓକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ ସୋମବାର କାବୁଲରେ ଦୁଇଟି…
ବୋଲିଭିଆରେ ରାଜନୈତିକ ସଙ୍କଟ: ନିର୍ବାଚନରେ ଅନିୟମିତତା ଅଭିଯୋଗ; ବିକ୍ଷୋଭରେ ୨୩ ମୃତ ୭ଶହରୁ ଅଧିକ ଆହତ
ସାଣ୍ଟିଆଗୋ,୧୭।୧୧: ବୋଲିଭିଆରେ ହୋଇଥିବା ନିର୍ବାଚନରେ ଅନିୟମିତତା ଅଭିଯୋଗ ଅଣାଯାଇଛି। ଏହାକୁ ନେଇ ବିକ୍ଷୋଭ ଜାରି ରହିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ବିକ୍ଷୋଭକାରୀଙ୍କ…
ରାଜପାକ୍ସେଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରେମଦାସା
କଲମ୍ବୋ,୧୭।୧୧: ଦିନକୁ ପୂର୍ବରୁ ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ଶାସକ ଦଳର ପ୍ରାର୍ଥୀ ସାଜିଥ ପ୍ରେମଦାସା ତାଙ୍କ ପ୍ରତିଦ୍ୱନ୍ଦୀ ଗୋତବାୟା ରାଜପାକ୍ସେଙ୍କଠାରୁ ହାରି ଯାଇଛନ୍ତି। ଏହି ପରାଜୟକୁ ସେ ସ୍ବୀକାର କରିବା ସହ କହିଛନ୍ତି ମୁଁ ଜନତାଙ୍କ ନିର୍ଣ୍ଣୟକୁ ସ୍ବୀକାର…
ଏସବୁ କମ୍ପାନୀରେ ଅଫିସରେ ଚଷମା ପିନ୍ଧିବା ମନା…
କମ୍ପ୍ୟୁଟରରେ କାମ କଲାବେଳେ କେତେକ ଆଖିକୁ ଚାପମୁକ୍ତ ରଖିବା ପାଇଁ ଚଷମାର ବ୍ୟବହାର କରିଥାନ୍ତି। ମାତ୍ର ଜାପାନର କିଛି ରିଟେଲ୍ କମ୍ପାନୀ ଏହାର କର୍ମଚାରୀଙ୍କୁ ଅଫିସରେ କାମ କରିବାବେଳେ ଚଷମା ପିନ୍ଧିବାକୁ ମନା କରିିଛନ୍ତି। ଚଷମା ପିନ୍ଧିଲେ କମ୍ପାନୀଗୁଡ଼ିକର କାରବାର କମୁଥିବା…
Archives


