୧୯୬ ଦେଶରେ ମାରାଥନ୍ ଦୌଡ଼ି ବିଶ୍ୱ ରେକର୍ଡ
ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍ ବଟର ଏଭଳି କିଛି ଅସମ୍ଭବକୁ ସମ୍ଭବ କରିବା ସହ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର…
ଶ୍ରୀଲଙ୍କାରେ ନିର୍ବାଚନୀ ହିଂସା
କଲମ୍ବୋ,୧୬।୧୧: ଶ୍ରୀଲଙ୍କାରେ ଶନିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ଏକ ହିଂସା ହୋଇଥିବା ଖବର ମିଳିଛି। ଶ୍ରୀଲଙ୍କାର ଉତ୍ତର-ପଶ୍ଚିମରେ ଭୋଟରଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ତେବେ…
୨୦୨୫ ସୁଦ୍ଧା ଆଣବିକ ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବ ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ଯୁଦ୍ଧ ହେଲେ ସୃଷ୍ଟି ହେବ ୧୬ରୁ ୩୬ ନିୟୁତ ଟନ୍ ଓଜନର କଳା ଧୂଆଁ
ଇସଲାମାବାଦ୍,୧୬।୧୧: ଆସନ୍ତା ୨୦୨୫ ସୁଦ୍ଧା ପାକିସ୍ତାନ ଏହାର ଯୁଦ୍ଧାସ୍ତ୍ର ସଂଖ୍ୟା ୨୫୦କୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ବେଆଇନ ଭାବେ ପାକିସ୍ତାନ ଉଦ୍ୟମ ଜାରି ରଖିଥିବା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଜର୍ମାନୀ ଏବେ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ସହିତ…
ୟୁନେସ୍କୋ ସମ୍ମିଳନୀରେ ଭାରତର ସମାଲୋଚନା: ଆତଙ୍କବାଦ ସହ ସମ୍ପର୍କ ପାକ୍କୁ ବିଫଳ ରାଷ୍ଟ୍ରରେ ପରିଣତ କରିଛି
ପ୍ୟାରିସ୍ ,୧୬ା୧୧(ପି.ଟି.): ଅନ୍ତର୍ଜାତୀୟ ବ୍ୟାପାରକୁ ନେଇ ପାକିସ୍ତାନର ଅପରିପକ୍ୱ ପ୍ରଚାରକୁ ୟୁନେସ୍କୋ ସମ୍ମିଳନୀରେ ଭାରତ କଡ଼ା ସମାଲୋଚନା କରିଛି। ଏହାର ବିକ୍ଷିପ୍ତ ବ୍ୟବହାର ଏବଂ ଆତଙ୍କବାଦ ସହ ଘନିଷ୍ଠ ସମ୍ପର୍କ ଯୋଗୁ ଏହା ପ୍ରାୟତଃ ବିଫଳ ରାଷ୍ଟ୍ର ସ୍ତରକୁ ଖସିଆସିଥିବା ଭାରତ…
ନିଆରା ଢ଼ଙ୍ଗରେ ଯୁବତୀଙ୍କୁ ପ୍ରୋପୋଜ୍ କଲେ ଯୁବକ
ପ୍ରେମ ହେଉଛି ଶାସ୍ବତ ଓ ଚିରନ୍ତନ। ଯୁବକ ଓ ଯୁବତୀମାନେ ତାଙ୍କର ପ୍ରଥମ ପ୍ରେମ ନିବେଦନକୁ ଏକ ଭଲ ସ୍ମୃତି କରିବାକୁ ବେଶ୍ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ନିଆରା ଢ଼ଙ୍ଗ ଆପଣାଇଥାନ୍ତି। କିଏ ମଝି ଆକାଶରେ ତ ଆଉ କିଏ…
ବଜ୍ରପାତରେ ୨୦ ମୃତ ୩୦ ଆହତ
ଇସ୍ଲାମାବାଦ,୧୫।୧୧: ପାକିସ୍ତାନର ସିନ୍ଧ ଅଞ୍ଚଳରେ କିଛିଦିନ ହେବ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ୍ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଶୁକ୍ରବାର ସୁଦ୍ଧା ସେଠାରେ ଅତିକମ୍ରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ ଆହତ ହୋଇଥିବା ସୂଚନା ମିଳିଛି। କେବଳ ସେତିକି…
ସାଟେଲାଇଟ୍ରୁ ଇଣ୍ଟରନେଟ୍ ସେବା ଦେବାକୁ କହି ଟ୍ରୋଲ୍ ହେଲେ ପାକ୍ ମନ୍ତ୍ରୀ
ଇସ୍ଲାମାବାଦ,୧୫।୧୧: ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୟାଦ୍ ଚୌଧୁରୀ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ସେ ପୁଣି ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି। ଘଟଣା ହେଉଛି ସେ ଟୁଇଟରରେ ଏମିତି ଏକ ପୋଷ୍ଟ କରିଛନ୍ତି ଯେଉଁଥି ପାଇଁ…
ଇଣ୍ଡୋନେସିଆରେ ପୁଣି ଭୂକମ୍ପ
ନୂଆଦିଲ୍ଲୀ,୧୫।୧୧: ଇଣ୍ଡୋନେସିଆରେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ନର୍ଥ ମାଲୁକ ତଟ ପାଖରେ ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିଲା। ହେଲେ ଏହି ଭୂକମ୍ପ ଦ୍ବାରା ସୁନାମୀ ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ…
ବ୍ରିକ୍ସ ବିଜ୍ନେସ୍ ଫୋରମ୍ରେ ମୋଦିଙ୍କ ଉଦ୍ବୋଧନ:ଭାରତ ସବୁଠୁ ମୁକ୍ତ ଅର୍ଥନୀତି
ବ୍ରାସିଲିଆ,୧୫-୧୧(ପି.ଟି.):ଭାରତ ବିଶ୍ୱରେ ସବୁଠୁ ମୁକ୍ତ ଓ ନିବେଶ ଅନୁକୂଳ ଅର୍ଥନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ବିଜ୍ନେସ୍ ଫୋରମ୍ରେ ଗୁରୁବାର ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ୫ ସଦସ୍ୟ ରାଷ୍ଟ୍ର ଆର୍ଥିକ ବିକାଶ…
ବ୍ରାଜିଲ ରାଷ୍ଟ୍ରପତି ହେବେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି
ବ୍ରାସିଲିଆ, ୧୫-୧୧(ପି.ଟି.): ୨୦୨୦ ସାଧାରଣତନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରପତି ଜୈର୍ ବୋଲ୍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ କରିଥିବା ଜଣାପଡ଼ିଛି। ୧୧ତମ ବ୍ରିକ୍ସ ସମିଟ୍ ଅବସରରେ ମୋଦି ବୋଲ୍ସୋନାରୋଙ୍କ ସହ ବିଭିନ୍ନ ପ୍ରସଙ୍ଗରେ…
ନିବେଶ ଲାଗି ବ୍ରିକ୍ସ୍ ସମ୍ମିଳନୀରେ ମୋଦିଙ୍କ ଆହ୍ବାନ: ଭାରତରେ ରହିଛି ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ
ବ୍ରାସିଲିଆ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍ର ରାଜଧାନୀ ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ୍ ବିଜନେସ୍ ଫୋରମ୍ ସମ୍ମିଳନୀରେ ଭାରତରେ ନିବେଶ ଲାଗି ଆହ୍ବାନ ଦେଇଛନ୍ତି। ଭାରତରେ ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ ରହିଛି। ଏହା ନିବେଶକଙ୍କୁ ବେଶ୍ ସୁହାଇବ ବୋଲି ସେ କହିଛନ୍ତି।…
ମିଳିଲା ନରଭକ୍ଷୀ ଡାଇନାସୋର ଜୀବାଶ୍ମ…
ବ୍ରାଜିଲ୍ର ଦକ୍ଷିଣ ଅଞ୍ଚଳରୁ ଏକ ନରଭକ୍ଷୀ ଡାଇନାସୋର ଜୀବାଶ୍ମ ମିଳିଛି। ଏହି ପ୍ରଜାତିର ଡାଇନାସୋର ୨୩ କୋଟି ବର୍ଷ ତଳେ ପୃଥିବୀରେ ବାସ କରୁଥିଲା ବୋଲି ଗବେଷକ କହିଛନ୍ତି। ଏନେଇ ବିଜ୍ଞାନ ପତ୍ରିକା ପିରଜେରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି…
Archives


