ଅନ୍ତର୍ଜାତୀୟ

ଚାଇନାକୁ ପଛରେ ପକାଇଲା ବ୍ରିଟେନ୍‌: ୧୦ ଦିନରେ ୪୦୦୦ ଶଯ୍ୟା ବିଶିଷ୍ଟ ନାଇଟେଙ୍ଗଲ୍‌ ହସ୍ପିଟାଲର ନିର୍ମାଣ ଶେଷ

ଲଣ୍ଡନ,୨।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଇନାର ପ୍ରସ୍ତୁତିକୁ ବ୍ରିଟେନ୍‌ ପଛରେ ପକାଇ ଦେଇଛି। ଲଣ୍ଡନରେ ବ୍ରିଟେନ ସୈନ୍ୟ ବାହିନୀ ପକ୍ଷରୁ ୪୦୦୦ ଶଯ୍ୟା ବିଶିଷ୍ଟ ନାଇଟେଙ୍ଗଲ୍‌ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ମାତ୍ର ୧୦ ଦିନରେ ଶେଷ ହୋଇଛି। ପୂର୍ବରୁ ଚାଇନା…

ରୁଷ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇଥିବା ଡାକ୍ତର କରୋନା ପଜିଟିଭ

ମସ୍କୋ,୨।୪: ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଏବେ ଆଶଙ୍କା ମଧ୍ୟରେ। କରୋନା ସଂକ୍ରମଣ ତାଙ୍କ ପର୍ଯ୍ୟନ୍ତ ପହଞ୍ଚିଥାଇ ପାରେ ବୋଲି ଏବେ ଅନୁମାନ କରାଯାଉଛି। କିଛିଦିନ ତଳେ ପୁଟିନ ଯେଉଁ ଡାକ୍ତରଙ୍କୁ ଭେଟିଥିଲେ ସେ ଏବେ କରୋନାରେ ପୀଡ଼ିତ ବୋଲି ଜଣାପଡିଛି।…

କରୋନା ମୃତ୍ୟୁ ସଂଖ୍ୟା ଖୁବ୍‌ ଶୀଘ୍ର ୫୦ ହଜାର ଟପିବାର ରହିଛି ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨।୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ ମୃତକଙ୍କ ସଂଖ୍ୟା ୪୭ ହଜାର ୨୦୫ ଛୁଇଁଛି। ୧ ଲକ୍ଷ ୯୪ ହଜାରରୁ ଅଧିକ…

ଇଟାଲୀରେ ୧୩ ହଜାର ଅତିକ୍ରମ କଲା କରୋନା ମୃତ୍ୟୁ ସଂଖ୍ୟା

ରୋମ,୨।୪: ନ୍ୟାଶନାଲ ସିଭିଲ ପ୍ରୋଟେକସନ୍‌ ଡିପାର୍ଟମେଣ୍ଟର ମୁଖ୍ୟ ଆଞ୍ଜେଲୋ ବୋରେଲିଙ୍କ ସୂଚନା ଅନୁଯାୟୀ, ବୁଧବାର ସୁଦ୍ଧା ଇଟାଲୀରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୧୩,୧୫୫ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୭୨୭ ଜଣଙ୍କ ମୃତ୍ୟୁ ହେବା ସହ ୨,୯୩୭ ନୂଆ ରୋଗୀଙ୍କୁ…

କ୍ୱାରାଣ୍ଟାଇନ୍‌ରେ ସହଯୋଗ ନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ୍‌ ସରକାର !

ମାନିଲା,୨।୪: କରୋନା ସଂକ୍ରମଣ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିିଦିନ ବୃଦ୍ଧି ପାଉଛି। ସଂକ୍ରମିତଙ୍କୁ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ରଖାଯାଉଛି। କରୋନା ସଂକ୍ରମଣ ରୋକିବା ପାଇଁ ଫିଲିପାଇନ୍ସ୍‌ ସରକାର ଦୃଢ଼…

କରୋନା ନା ନେଲେ ହେବ ଜେଲଦଣ୍ଡ !

ଆଶଗାବାଟ,୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ତେବେ କରୋନା ନା ନେଲେ ଜେଲଦଣ୍ଡ ଘୋଷଣା କରାଯିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏହା ସତ। କେନ୍ଦ୍ରୀୟ ଏସିଆରେ କାସ୍ପିଆନ୍‌ ସାଗରକୂଳରେ ଥିବା…

ହିନ୍ଦୁଙ୍କୁ ଖାଦ୍ୟ ଯୋଗାଇବାକୁ ମନା କଲା ପାକିସ୍ତାନ

କରାଚୀ,୨ା୪: ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜାତି ଧର୍ମ ଭେଦଭାବ ଦେଖାଯାଇ ନ ଥାଏ। କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହା ବିରୋଧରେ ଲଢ଼େଇ ପାଇଁ ସାରା ବିଶ୍ୱ ଏକାଠି ହୋଇଥିବାବେଳେ ପାକିସ୍ତାନ ସରକାର ଧର୍ମୀୟ ପାତରଅନ୍ତର…

ସ୍ଥିତି ଅଣାୟତ୍ତ

ନ୍ୟୁୟର୍କ/ଲଣ୍ଡନ,୨ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୪୪, ୨୨୭ରେ ପହଞ୍ଚିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ଏହା ୮୮୬, ୧୦୮କୁ ବୃଦ୍ଧି ପାଇଛି। ଏହି ଭୂତାଣୁ ଗୋଟିକ…

୯/୧୧କୁ ବଳିଗଲା କରୋନା ଦୁଃଖ

ନ୍ୟୁୟର୍କ,୨ା୪ : ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟିକରିଛି କରୋନା ଭାଇରସ୍‌। ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ିଚାଲିଛି। ବୁଧବାର ସୁଦ୍ଧା ୪,୦୫୫ ଜୀବନ ନେଲାଣି ଏହି ପ୍ରାଣଘାତୀ ଭୂତାଣୁ। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧,୮୮,୫୭୮ରେ ପହଞ୍ଚିଛି। ଆଗକୁ କେତେଯେ ମୁଣ୍ଡ…

କରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ

ପ୍ୟାରିସ୍‌,୨ା୪ : କରୋନା ଭାଇରସ୍‌ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁଲୋକ ଏବେ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ସବୁକିଛି ଠପ୍‌ ହୋଇପଡ଼ିଛି। ଲୋକମାନେ ମଧ୍ୟ ଭୟଭୀତ ହୋଇ…

ଚାଇନାରେ ବିନା ଲକ୍ଷଣରେ ୧୫୪୧ କରୋନା ପଜିଟିଭ୍‌

ବେଜିଂ,୧।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭାଇରସ୍‌କୁ ନେଇ ପ୍ରଥମ ଥର ପାଇଁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁସାରେ ବ୍ୟକ୍ତିଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଦେଖାଦେଇ ମଧ୍ୟ ରିପୋର୍ଟରେ ପଜିଟିଭ୍‌ ଆସୁଥିବା…

ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍‌: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !

ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ବିଭାଗର ବାୟୋଲୋଜିକାଲ ସାଇନ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?