ଅନ୍ତର୍ଜାତୀୟ

ମାଟି ତଳୁ ମିଳିଲା ୬୦୩୩ ମଣିଷ କଙ୍କାଳ ଓ ହଜାର ହଜାର ଗୁଳି

ଗିଟେଗା,୧୬।୨: ପୂର୍ବ ଆଫ୍ରିକାରେ ଥିବା ବୁରୁଣ୍ଡିରୁ ଖନନ ସମୟରେ ମାଟି ତଳୁ ୬୦୩୩ ମଣିଷ କଙ୍କାଳ ମିଳିଛି। ଏହା ସହିତ ହଜାର ହଜାର ଗୁଳି ମଧ୍ୟ ଉଦ୍ଧାର ହୋଇଛି। ଏତେ ସଂଖ୍ୟକ ଲୋକଙ୍କ ମାରି ଏଠାରେ ପୋତି ଦିଆଯାଇଥିବା କୁହାଯାଉଛି। କରୁସି…

ଚାଇନାରେ ଥିବା ନେପାଳ ନାଗରିକଙ୍କୁ ଫେରାଇ ଆଣିବାକୁ ଗଲା ସ୍ବତନ୍ତ୍ର ବିମାନ

କାଠମାଣ୍ଡୁ,୧୬।୨: ଚାଇନାରେ କରୋନା ଭାଇରସର ଭାୟାବହତାକୁ ଦେଖି କେବଳ ଚାଇନା କାହିଁକି ବିଶ୍ୱବାସୀ ଭୟଭୀତ ହୋଇ ପଡିଛନ୍ତି। ଅଧିକାଂଶ ଦେଶ ସେମାନଙ୍କ ନାଗରିକଙ୍କୁ ଚାଇନାରୁ ଫେରାଇ ନେଇଥିବା ବେଳେ ଏବେ ନେପାଳ ତା’ର ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆଗେଇ ଆସିଛି।…

ଇମ୍ରାନଙ୍କ ପରାମର୍ଶଦାତା ନଇମ-ଉଲ୍‌-ହକ୍‌ଙ୍କ ପରଲୋକ

କରାଚି,୧୬।୨:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ତଥା ସ୍ବତନ୍ତ୍ର ସହାଯ୍ୟକାରୀ ନଇମ-ଉଲ୍‌-ହକ୍‌ଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ କ୍ୟାନସରରେ ପୀଡିତ ଥିବା ବେଳେ ଶନିବାର କରାଚିର ଆଗା ଖାନ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର…

ଜାପାନ ଜାହାଜରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ଟୋକିଓ,୧୬।୨: ଜାପାନ ଉପକୂଳରେ ଅଲଗା ହୋଇ ଠିଆ ହୋଇଥିବା ଜାହାଜ ଡାଇମଣ୍ଡ ପ୍ରିନ୍‌ସେସ୍‌ରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ଏଥିରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଥିବା ସୂଚନା ମିଳିଛି। ରବିବାର ଜାପାନର…

କରୋନା ସଂକ୍ରମଣ ଭୟ: ଚାଇନା ନୋଟ୍‌, କଏନ୍‌କୁ ଗୋଦାମରେ ଅଲଗା ରଖାଯାଉଛି

ବେଜିଂ,୧୬।୨: ଚାଇନାରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ପୃଥିବୀର ୨୭ରୁ ଅଧିକ ଦେଶରେ ଏହା ସଂକ୍ରମିତ ହୋଇଛି। ତେବେ ଏବେ ଚାଇନା ନୋଟ୍‌ ଓ କଏନ୍‌କୁ ନେଇ ସତର୍କ ରହିବାକୁ କୁହାଯାଉଛି। ଏହା ଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା କରି…

ନାଇଟ୍‌ କ୍ଲବ୍‌ରେ ସଂସ୍କୃତ ଗୀତରେ ନାଚନ୍ତି ଲୋକେ…

ବୁଇନୋସ୍‌ ଆରିସ୍‌, ୧୬।୨: ନାଇଟ୍‌ କ୍ଲବ୍‌ରେ ହିନ୍ଦୀ ଅବା ଇଂଲିଶ୍‌ ଗୀତରେ ଲୋକେ ନାଚିଥାନ୍ତି। କିନ୍ତୁ ଆର୍ଜେଣ୍ଟିନାରେ ଥିବା ଏକ ନାଇଟ୍‌ କ୍ଲବ୍‌ରେ ଲୋକେ ସଂସ୍କୃତ ଗୀତରେ ନାଚିଥାନ୍ତି। ସ୍ଥାନୀୟ ବୁଇନୋସ୍‌ ଆରିସ୍‌ରେ ଥିବା ଗ୍ରୋବ୍‌ ନାଇଟ୍‌ କ୍ଲବ୍‌ରେ ଏଭଳି ହୋଇଥାଏ।…

ଆମେରିକା-ଇରାନ ସଙ୍କଟ ପୁଣି ଘନେଇଲା

ବାଗଦାଦ୍‌,୧୬।୨: ଆମେରିକା ଇରାନ ମଧ୍ୟରେ ସଙ୍କଟ ପୁଣି ଘନେଇଛି। ଇରାକର ରାଜଧାନୀ ବାଗଦାଦ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ପ୍ରତିଶୋଧ ନେବା ପାଇଁ ଇରାନ ଏଭଳି କରିଥିବା କୁହାଯାଉଛି। ଆମେରିକା ସୈନ୍ୟ ଶିବିର ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିବା…

ୟେମେନରେ ସୌଦିର ଏୟାର ଷ୍ଟ୍ରାଇକ୍‌: ୩୧ ମୃତ

ରିୟାଦ୍‌,୧୬।୨: ୟେମେନରେ ସୌଦି ଏୟାର ଷ୍ଟାଇକ୍‌ କରିଛି। ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ୟେମେନରେ ସୌଦି ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏଭଳି ହୋଇଛି। ହୁତି ବିଦ୍ରୋହୀଙ୍କ ଶିବିର…

ଏସିଆ ବାହାରେ ପ୍ରଥମ କରୋନା ମୃତ୍ୟୁ

ପ୍ୟାରିସ୍‌,୧୬ା୨(ଏଏଫ୍‌ପି): ଏସିଆ ମହାଦେଶ ବାହାରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ଫ୍ରାନ୍ସରେ ଘଟିଛି। ଚାଇନାରୁ ଯାଇଥିବା ଜଣେ ୮୦ ବର୍ଷୀୟ ପର୍ଯ୍ୟଟକ ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଫ୍ରାନ୍ସ ସ୍ବାସ୍ଥ୍ୟମନ୍ତ୍ରୀ ଆଗ୍ନେସ୍‌ ବୁଜିନ୍‌ ସୂଚନା ଦେଇଛନ୍ତି। କରୋନା…

ପାକିସ୍ତାନରେ ପହଞ୍ଚିଲା କରୋନାଭାଇରସ: ଜଣେ ସନ୍ଦିଗ୍ଧ

ଅବୋଟାବାଦ,୧୫।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନାଭାଇରସ ସଂକ୍ରମଣ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ପାକିସ୍ତାନରେ ପ୍ରଥମ କରି ଜଣେ ବ୍ୟକ୍ତି କରୋନାଭାଇରସରେ ପୀଡିତ ବୋଲି ସନ୍ଦେହ କରାଯାଇଛି। ନିକଟରେ ଉକ୍ତ ବ୍ୟକ୍ତି ଜଣଙ୍କ ଚାଇନାରୁ ଫେରିଥିବା ବେଳେ ସେ କରୋନାଭାଇରସରେ…

ମିଳିଲା କରୋନାଭାଇରସ ଠିକ୍‌ ହେବାର ଚିକିତ୍ସା ପଦ୍ଧତି !

ବେଜିଂ,୧୫।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ୧,୫୨୩ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୬୬,୪୯୨ରେ। ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଯାଇଥିବା ବେଳେ ଏବେ ଚାଇନାର ସି…

ଭାରତ ଗସ୍ତ ପୂର୍ବରୁ ଜୁକେର ବର୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂୂର୍ବରୁ ସେ ଟୁଇଟ୍‌ କରି ଫେସବୁକ୍‌ ସଂସ୍ଥାପକ ଜୁକେର ବର୍ଗଙ୍କୁ ପ୍ରଶଂସା କରିଛନ୍ତି। ଫେସବୁକ୍‌ ଟ୍ରମ୍ପ୍‌ଙ୍କୁ ଲୋକପ୍ରିୟତା ତାଲିକାରେ ଏକ ନମ୍ବର ସ୍ଥାନ ଦେଇଥିବାବେଳେ ଭାରତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri