ଅନ୍ତର୍ଜାତୀୟ

ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌: ବଢ଼ିଲା ଆମେରିକାର ଚିନ୍ତା

ସିଓଲ୍‌,୧୦।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ଶନିବାର ପୁଣି ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହାକୁ ହେମହଙ୍ଗ୍‌ଠାରୁ ପୂର୍ବ ସାଗରକୁ ଉତ୍‌କ୍ଷେପଣ କରାଯାଇଛି। ଉତ୍ତରକୋରିଆର ସୈନ୍ୟ ବିଭାଗର ତତ୍ୱାବଧାନରେ ଏହା କରାଯାଇଛି। ଭୋର୍‌ ୫ଟା ୨୪ଏବଂ ୫ଟା ୩୬ରେ…

ଗଣମାଧ୍ୟମ ପାଇଁ ଫେସ୍‌ବୁକ୍‌ରେ ନୂଆ ସୁଯୋଗ: ଖବର ପ୍ରକାଶନ ପାଇଁ ବର୍ଷକୁ ମିଳିବ ୨୧.୨୬ କୋଟି ଟଙ୍କା

ସାନ୍‌ ଫ୍ରାନ୍ସିସ୍‌କୋ, ୧୦।୮: ଗଣମାଧ୍ୟମ ପାଇଁ ଫେସ୍‌ବୁକ୍‌ରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏନେଇ ଫେସ୍‌ବୁକ୍‌ ପକ୍ଷରୁ ଶୀଘ୍ର ନୂଆ ପଦକ୍ଷେପ ଗ୍ରହଣ କରାଯିବ। ଏହା ଅନ୍ତର୍ଗତ ଏଣିକି ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଫେସ୍‌ବୁକ୍‌ରେ ଖବର ପ୍ରକାଶନ ଲାଗି ବର୍ଷକୁ ୨୧.୨୬ କୋଟି…

ରକେଟ ପରୀକ୍ଷଣ ସମୟରେ ବିସ୍ଫୋରଣ: ୫ ବୈଜ୍ଞାନିକଙ୍କ ମୃତ୍ୟୁ;ବିକିରଣ ଆଶଙ୍କାରେ ଆତଙ୍କିତ ଲୋକେ

ମସ୍କୋ,୧୦।୮: ରୁଷିଆରେ ରକେଟ ପରୀକ୍ଷଣ ସମୟରେ ବିସ୍ଫୋରଣ ଘଟି ୫ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଦ୍ୱାରା ଆଣବିକ ବିକିରଣ ହେବାର ଆଶଙ୍କା କରାଯାଉଛି। ସ୍ଥାନୀୟ…

ପାକିସ୍ତାନ ହାତ ଛାଡ଼ିଲା ରୁଷିଆ: ଭାରତ ନେଇଛି ସାମ୍ବିଧାନିକ ନିଷ୍ପତ୍ତି

ମସ୍କୋ, ୧୦।୮: ଭାରତ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାର ବିରୋଧ କରିବା ଜାରି ରଖିଛି। ତେବେ ରୁଷିଆର ମନ୍ତବ୍ୟ ପାକିସ୍ତାନକୁ ଝଟ୍‌କା ଦେଇଛି। ଏହି ପ୍ରସଙ୍ଗରେ ରୁଷିଆ କହିଛି ଯେ, ଭାରତ ଏପରି କରି ସାମ୍ବିଧାନିକ ନିଷ୍ପତ୍ତି…

୩୭୦ ଉଚ୍ଛେଦ ପରେ ଭାରତ-ପାକ୍‌ ବିବାଦ :ମୁଣ୍ଡ ଖେଳାଇବନି ଜାତିସଂଘ

ଜାତିସଂଘ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ଜାତିସଂଘ ମୁଣ୍ଡ ଖେଳାଇବ ନାହିଁ। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଦୁଇଦେଶ କୌଣସି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନ ନେଇ ସର୍ବାଧିକ ସଂଯମ ଅବଲମ୍ବନ କରନ୍ତୁ।…

ସମଝୌତା ପରେ ଏବେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତରୁ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ଗୁରୁବାର ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌ ବନ୍ଦ କରିଥିବା ବେଳେ ଶୁକ୍ରବାର ଥର୍‌ ଏକ୍ସପ୍ରେସକୁ ବନ୍ଦ କରି ଦେଇଛି। ଯୋଧପୁରରୁ କରାଚି…

କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ

ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ ପକ୍ଷରୁ ନୂଆ ନୂଆ ପ୍ରତିକ୍ରିୟା ଆସୁଛି। ଏହି କ୍ରମରେ ପାକିସ୍ତାନ ସଂସଦରେ ବିରୋଧୀ ଦଳ…

ତ୍ରିଶୂଳୀ ନଦୀକୁ ଖସିଲା ବସ୍‌ ୩ ମୃତ ୨୩ ନିଖୋଜ

କାଠମାଣ୍ଡୁ,୯।୮: ମଧ୍ୟ ନେପାଳର ଧାଙ୍ଗଡିଙ୍ଗ ଜିଲାରେ ତ୍ରିଶୂଳୀ ନଦୀକୁ ଶୁକ୍ରବାର ସକାଳେ ଏକ ଯାତ୍ରୀବାହି ବସ୍‌ ଖସି ପଡିବା ଫଳରେ ଅତିକମ୍‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ନିଖୋଜ ଥିବା ଜଣାପଡିଛି। ଏଥିରେ ଅନ୍ୟ ୧୬ ଆହତ ମଧ୍ୟ…

ଇମ୍ରାନଙ୍କୁ ଝଟକା: ୩୭୦ ଉପରେ ପ୍ରତିକ୍ରିୟା ଦେବାକୁ ମନା କଲା ୟୁଏନଏସସି

ଓ୍ବ।ଶିଂଟନ୍‌,୯।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁନଏସସି) ପକ୍ଷରୁ ପାକିସ୍ତାନକୁ ବଡ ଝଟକା ଲାଗିଛି। ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠାଇ ଦିଆଯିବା ପରେ ପାକିସ୍ତାନ ଏଥିରେ ଦଖଲ ଦେବାକୁ ୟୁଏନଏସସିକୁ ଚିଠି ଲେଖିଥିଲା। କିନ୍ତୁ ୟୁଏନଏସସି ଅଧ୍ୟକ୍ଷ ଜୋଆନା ରୋନେକା ଏନେଇ କୌଣସି…

ଇମ୍ରାନଙ୍କ ଧମକ: କହିଲେ, ଭାରତ ସହ ଯୁଦ୍ଧ ଚାହୁଁନୁ, ସୁଯୋଗ ମିଳିଲେ ଦେବୁ ଦୃଢ ଜବାବ

ଇସଲମାବାଦ୍‌,୯।୮: ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଭାରତଠାରୁ ବ୍ୟାପାରିକ ଏବଂ କୁଟନୈତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତ ସହ ଆମେ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ସୁଯୋଗ ମିଳିଲେ ଦୃଢ ଜବାବ ଦେବୁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ…

ବଦଳିବ ଇଣ୍ଡୋନେସିଆର ରାଜଧାନୀ

ଜାକର୍ତ୍ତା,୯।୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ବଦଳରେ ବୋର୍ଣ୍ଣିଓ ଦ୍ୱୀପକୁ ଉଠାଇ ନିଆଯିବା ପାଇଁ ଯୋଜନା ଚାଲିଛି ବୋଲି ରାଷ୍ଟ୍ରପତି ଜୋକୋ ୱିଡୋଡୋ ସୂଚନା ଦେଇଛନ୍ତି। ଏହା କାଲିମାଣ୍ଟନ, ପୂର୍ବ କାଲିମାଣ୍ଟନ କିମ୍ବା ଦକ୍ଷିଣ କାଲିମାଣ୍ଟନରେ ପ୍ରତିଷ୍ଠିତ ହେବା ନେଇ ସେ ଟୁଇଟ୍‌…

ନାଗାସାକିରେ ଧ୍ୱଂସଲୀଳା ରଚିଥିଲା ‘ଫ୍ୟାଟମ୍ୟାନ୍‌’

ଟୋକିଓ,୯।୮:ଜାପାନର ନାଗାସାକି ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ ସହର ଉପରେ ପରମାଣୁ ବୋମା ‘ଫ୍ୟାଟମ୍ୟାନ’ ପକାଯାଇଥିଲା। ନିମିଷେକ ମଧ୍ୟରେ ହଜାର ହଜାର ଲୋକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri