ଅନ୍ତର୍ଜାତୀୟ

ସିଗାରେଟ ବଦଳାଇଦେଲା ଫୁସ୍‌ଫୁସ୍‌ ରଙ୍ଗ

ବେଜିଂ: ଧୂମପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏପରି ଚେତାବନୀ ପ୍ରତି ସିଗାରେଟ ପ୍ୟାକେଟ୍‌ରେ ଅତି ସହଜରେ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ଏହି ମାରାତ୍ମକ ନିଶାକୁ ଛାଡ଼ି ପାରୁନାହାନ୍ତି ଅନେକେ। ହେଲେ ଏହାର କୁପ୍ରଭାବ ଫୁସ୍‌ଫୁସ୍‌କୁ କିପରି ପ୍ରଭାବିତ କରୁଛି ତାହାର ଏକ…

ବିଶ୍ୱ ଟେଲିଭିଜନ ଦିବସ

ଜାତିସଂଘ: ୧୯୯୬ର ପ୍ରଥମାର୍ଦ୍ଧରେ ପ୍ରଥମେ ବିଶ୍ୱ ଟେଲିଭିଜନ ମଞ୍ଚ ଗଠନ କରାଯାଇଥିଲା। ପରେ ଜାତିସଂଘ ସାଧାରଣ ପରିଷଦ ସେହି ବର୍ଷ ୨୧ ନଭେମ୍ବରରେ ବିଶ୍ୱ ଟେଲିଭିଜନ ଦିବସ ପାଳନ କରାଯିବା ଲାଗି ଘୋଷଣା କରିଥିଲା। ଜାତିସଂଘ ଏହାର ସଦସ୍ୟ ରାଷ୍ଟଙ୍କୁ ଆମନ୍ତ୍ରଣ…

ଭାରତକୁ ପ୍ରଶଂସା କଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ୍‌,୨୧।୧୧: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଅନେକ ଦେଶ ଭାରତ ସପକ୍ଷରେ ମତ ଦେଇଛନ୍ତି। ଆମେରିକାର ଏମ୍‌ପି ପିଟ୍‌ ଓଲସନ୍‌ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠିବା ପରେ ଜମ୍ମୁ-କଶ୍ମୀରବାସୀ ଅନ୍ୟ ରାଜ୍ୟ ଭଳି…

ପାକିସ୍ତାନରେ ଟମାଟୋ ୪୦୦

କରାଚୀ,୨୧।୧୧(ଆଇଏଏନ୍‌ଏସ୍‌): ପାକିସ୍ତାନରେ ପରିବା ଦର ଆକାଶଛୁଆଁ ହୋଇଛି। ଟମାଟୋ କିଲୋ ୪୦୦ ଟଙ୍କାରେ ବିକ୍ରି ହେଉଛି। ସୋମବାର ଟମାଟୋ କେ.ଜି. ପିଛା ୩୦୦ରୁ ୩୨୦ ଟଙ୍କା ଥିବାବେଳେ ମଙ୍ଗଳବାର ସୁଦ୍ଧା ଇରାନରୁ ଟମାଟୋ ନ ପହଞ୍ଚତ୍ବା ପରେ ଏହା ୪୦୦ ଛୁଇଁଛି।…

ୟୁରୋପାରେ ଜଳୀୟବାଷ୍ପ

ଓ୍ବାଶିଂଟନ,୨୧।୧୧(ପି.ଟି.): ବୃହଷ୍ପତିର ଉପଗ୍ରହ ୟୁରୋପାରେ ଜଳୀୟବାଷ୍ପର ସନ୍ଧାନ ପାଇଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ବୈଜ୍ଞାନିକମାନେ ପ୍ରଥମଥର ପାଇଁ ୟୁରୋପା ପୃଷ୍ଠରେ ଏପରି ଏକ ତରଳ ଉପାଦାନ ଆବିଷ୍କାର କରିବାରେ ସକ୍ଷମ ହୋଇଛନ୍ତି, ଯାହା ବିସ୍ତୃତ ବରଫ ଚାଦର…

ମଙ୍ଗଳରେ ଜୀବନ

ନ୍ୟୁୟର୍କ, ୨୧।୧୧: ମଙ୍ଗଳରେ ଜୀବସତ୍ତା ସମ୍ଭବ କି ବୋଲି ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିବାବେଳେ ଜୀବନ ସମ୍ପର୍କିତ କେତେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଆମେରିକାସ୍ଥିତ ଓହାୟୋ ୟୁନିଭର୍ସିଟିର ଜଣେ ଗବେଷକ। ଲାଲଗ୍ରହରେ କୀଟ ଭଳି କେତେକ ପ୍ରାଣୀ ରହିଥିବା…

ରାଷ୍ଟ୍ରପତି ହେବାପରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ଗୋଟବାୟା ରାଜପାକ୍‌ସେ

କଲମ୍ବୋ,୨୦।୧୧: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତକୁ ଆସିବେ ବୋଲି ଜଣାପଡିଛି। ଭାରତର ବର୍ହିିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଶ୍ରୀଲଙ୍କା ଗସ୍ତ ସମୟରେ ଏଭଳି ନିଷ୍ପତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ରାଜପାକ୍‌ସେ…

ବିବାହରେ ଟମାଟୋକୁ ଗହଣା କରି ପିନ୍ଧିଲେ ପାକିସ୍ତାନୀ କନ୍ୟା

ପାକିସ୍ତାନରେ ଦିନକୁ ଦିନ ଆର୍ଥତ୍କ ମାନ୍ଦାବସ୍ଥା ଏପରି ବିଗିଡ଼ି ଚାଲିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରୁ ବାରି ହୋଇପଡୁଛି। ପାକିସ୍ତାନରେ ମହିଳାମାନେ ସୁନାଗହଣା ବଦଳରେ ଟମାଟୋ ପିନ୍ଧୁଛନ୍ତି। ଏମିତିରେ ବି ପାକିସ୍ତାନରେ ଟମାଟୋ କେଜି ୪୦୦ ଟଙ୍କାରୁ…

ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ସ୍ବଦେଶ ଫେରିଲେ

ଓ୍ବାଶିଂଟନ,୨୦।୧୧: ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ବୁଧବାର ସ୍ବଦେଶ ଫେରିଛନ୍ତି। ବାଂଲାଦେଶ  ଦେଇ ସେମାନେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଭାରତୀୟମାନେ ଅନ୍ତର୍ଜାତୀୟ ଏଜେଣ୍ଟଙ୍କ ସହଯୋଗରେ ଆମେରିକାରେ ପହଞ୍ଚିଥିଲେ। ସେହିପରି କେତେକ…

ରାତି ୧୦ରୁ ସକାଳ ୮ ଭିଡ଼ିଓ ଗେମ୍‌ ଖେଳିବା ମନା

ବେଜିଂ,୨୦।୧୧: ଚାଇନାରେ ପିଲାଙ୍କ ମଧ୍ୟରେ ଭିଡ଼ିଓ ଗେମ୍‌ ଖେଳିବା ନିଶା ଭଳି ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ରାତି ୧୦ରୁ ସକାଳ ୮ ପର୍ଯ୍ୟନ୍ତ…

ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍‌ କାର ସାମିଲ୍‌…

ଅନ୍ତିମ ସଂସ୍କାର ଯାତ୍ରାରେ ଲୋକେ ସମବେତ ହୋଇ ମୃତକଙ୍କ ସହିତ ସଂସ୍କାର ସ୍ଥଳକୁ ଯାଇଥାନ୍ତି। ତେବେ ଆମେରିକାରେ କ୍ୟାନସରରେ ମୃତ୍ୟୁ ଘଟିଥିବା ଜଣେ ୧୪ ବର୍ଷ ବୟସ୍କ ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍‌ କାର ସାମିଲ ହୋଇଛି।…

ସିଞ୍ଜୋ ଆବେ ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କଲେ

ଟୋକିଓ,୨୦।୧୧: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶର ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି। ଇତିମଧ୍ୟରେ ବୁଧବାର ସୁଦ୍ଧା ସେ ୨,୮୮୭ ଦିନ ଧରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ତାରୋ କାଟସୁରାଙ୍କ ନାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri