ଭୁଟାନରେ ମୋଦି: ପାରୋ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍
ଥିମ୍ପୁ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଆସି ପାରୋ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନ ପ୍ରତିପକ୍ଷ ଲୋଟେ ଶେରିଙ୍ଗ୍ ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ପରେ ମୋଦିଙ୍କୁ…
ମାଡ଼ି ଆସୁଛି ବିପଦ: ଡାଇନୋସରସ୍ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ
ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି ଗ୍ରହାଣୁ ସୂର୍ଯ୍ୟ ଚାରିପଟେ ଘୁରିବୁଲୁଛି। ୪ରୁ ୯ କିଲୋମିଟର ବ୍ୟାସ ଥିବା ଏହି ଗ୍ରହାଣୁ…
ମକାକ୍ଷେତରେ ବିମାନ ଅବତରଣ
ମସ୍କୋ, ୧୭ା୮(ପି.ଟି.): ରୁଷିଆର ୟୁରାଲ ଏୟାରଲାଇନ୍ସ ଏ୩୨୧ ବିମାନ ୨୨୬ ଯାତ୍ରୀ ଓ ୭ କର୍ମଚାରୀଙ୍କୁ ନେଇ ଗୁରୁବାର ମସ୍କୋର ଝୁକୋଭସ୍କାୟା ବିମାନବନ୍ଦରରୁ କ୍ରିମିଆ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛିକ୍ଷଣ ପରେ ପକ୍ଷୀମାଡ଼ର ଶିକାର ହୋଇଥିଲା। ବିମାନର ଦୁଇଟି ଇଞ୍ଜିନ ଖରାପ…
ରୁଗ୍ଣ ହାତୀକୁ ଚଲାଇ ମାରିଦେଲେ
କଲମ୍ବୋ, ୧୭ା୮: ହାଡ଼ କଙ୍କାଳ ଦେଖାଯାଉଥିବା ଏକ ୭୦ ବର୍ଷୀୟ ରୁଗ୍ଣ ହାତୀକୁ ଶ୍ରୀଲଙ୍କାରେ ଚଲାଇ ଚଲାଇ ମାରିଦେଇଥିବା ଜଣାପଡ଼ିଛି। ଏକ ବଡ ବୌଦ୍ଧ ମହୋତ୍ସବରେ ହାତୀଟିକୁ ପରେଡ୍ କରିବା ଲାଗି ନିଆଯାଇଥିଲା। ଅସୁସ୍ଥତା ସତ୍ତ୍ୱେ ଦେହସାରା ପୋଷାକ ପିନ୍ଧାଯାଇ ହାତୀଟିକୁ ଜୋର୍…
ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କର: ଚାଇନା
ଜାତିସଂଘ,୧୭ା୮(ପି.ଟି.) : ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ ବୋଲି ୟୁଏନ୍ଏସ୍ସି ରୁଦ୍ଧଦ୍ୱାର ବୈଠକ ପରେ ଚାଇନା ପରାମର୍ଶ ଦେଇଛି। ଜାତିସଂଘରେ ଚାଇନାର ଆମ୍ବାସାଡର ଝାଙ୍ଗ ଜୁନ୍ ଗଣମାଧ୍ୟମକୁ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଦୁଇପକ୍ଷ କୌଣସି…
ଭାରତର ଉଦ୍ୟମକୁ ଗ୍ରହଣ କରିଛି ୟୁଏନ୍ଏସ୍ସି
ଜାତିସଂଘ,୧୭ା୮(ପି.ଟି.): କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଚାଲିଥିବା ଉଦ୍ୟମକୁ ୟୁଏନ୍ଏସ୍ସି ଗ୍ରହଣ କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସୟଦ ଆକବରୁଦ୍ଦିନ ପ୍ରକାଶ କରିଛନ୍ତି। ଘଣ୍ଟାଏ ଧରି ଚାଲିଥିବା ବୈଠକ ପରେ ସେ କହିଛନ୍ତି,…
କଶ୍ମୀରକୁ ୟୁଏନ୍ଏସ୍ସିକୁ ଟାଣିଲା ପାକିସ୍ତାନ: ଜାତିସଂଘରେ ରୁଦ୍ଧଦ୍ୱାର ବୈଠକ
ଜାତିସଂଘ,୧୭ା୮,(ପି.ଟି./ଆଇଏଏନ୍ଏସ୍): କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତିକୁ ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ଜାତିସଂଘରେ ଚ୍ୟାଲେଞ୍ଜ କରିଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଅଗଷ୍ଟ ୫ର ପଦକ୍ଷେପକୁ…
ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ
ଦୁନିଆରେ ଏମିତି ବି ଏକ ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ ଅଛି, ଯେଉଁଠି ଧୂଳିମାଟିର ପ୍ରଶ୍ନ ନାହଁି, ତେବେ ଏହା ଅବିଶ୍ୱସନୀୟ ଲାଗିପାରେ। କିନ୍ତୁ ଏମିତି ବି ଏକ ଗାଁ ଅଛି ଯେଉଁ ଇନ୍ଦ୍ରଧନୁର ସାତ ରଙ୍ଗରେ…
ମାଲେସିଆରେ ଗିରଫ ହୋଇପାରନ୍ତି ଜାକିର
କୁଆଲାଲାମପୁର,୧୬।୮: ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବା ଜାକିର ନାଇକଙ୍କର ଚିନ୍ତା ବଢି ଯାଇଛି। କାରଣ ମାଲେସିଆ ସରକାର ତାଙ୍କୁ ପଚରା ଉଚରା ପାଇଁ ଗିରଫ କରିପାରନ୍ତି। ମାଲେସିଆ ଗୃହମନ୍ତ୍ରୀ କହିଛନ୍ତି ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ପଚରା…
ବାଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ
କ୍ୱେଟା,୧୬।୮: ପାକିସ୍ତାନ କ୍ୱେଟା ନିକଟ ବାଲୁଚିସ୍ତାନର କୁଚଲାକରେ ଥିବା ଏକ ମସ୍ଜିଦରେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୫ ଆହତ ହୋଇଛନ୍ତି। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ…
ଭାରତୀୟ କଳାକାରଙ୍କ ବିଜ୍ଞାପନକୁ ବନ୍ଦ କଲା ପାକିସ୍ତାନ
ଇସଲାମାବାଦ,୧୬।୮: ଏବେ ଭାରତୀୟ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାପନ ପାକିସ୍ତାନରେ ପ୍ରସାରଣ କରାଯାଇ ପାରିବ ନାହିଁ। କାରଣ ଏମିତି ବିଜ୍ଞାପନ ପ୍ରସାରଣକୁ ଏବେ ପାକିସ୍ତାନ ବନ୍ଦ କରି ଦେଇଛି। Pakistan Electronic Media Regulatory Authority (Pemra) ଅଗଷ୍ଟ ୧୪ ବୁଧବାର…
ପାକିସ୍ତାନ- ଚାଇନାକୁ ଝଟକା: ୟୁଏନଏସସିରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ୯ଟି ଭୋଟ ସପକ୍ଷରେ ଆଣିପାରିଲେ ନାହିଁ ଦୁଇଦେଶ
ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି)ରେ ପାକିସ୍ତାନକୁ ପୁଣି ଝଟକା। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ବିଚଳିତ ପାକିସ୍ତାନକୁ ୟୁଏନଏସସିରେ କେବଳ ଚାଇନାକୁ ଛାଡି କୌଣସି ଦେଶ ସମର୍ଥନ ଦେଇନାହିଁ। ପାକିସ୍ତାନର ବାରମ୍ବାର ଅନୁରୋଧ ପରେ ଜାତିସଂଘ ସୁରକ୍ଷା…
Archives


