ଆମେରିକାକୁ ୩ ବର୍ଷ ପୂର୍ବରୁ ମିଳିଥିଲା କରୋନା ସମ୍ପର୍କିତ ଚେତାବନୀ !
ଓ୍ବାଶିଂଟନ,୩।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଆମେରିକା ଓ ଇଟାଲୀରେ ତାଣ୍ଡବ ରଚୁଛି। ଗୋଟିଏ ଦିନରେ ଏଠାରେ କରୋନା ଯୋଗୁ ଶହ ଶହ…
ଏପ୍ରିଲ ଶେଷ ବେଳକୁ କମିଯିବ କରୋନା ପ୍ରକୋପ!
ବେଜିଂ,୩।୪: ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଜଣେ ବିଶେଷଜ୍ଞ ଡାକ୍ତର ଝୋଙ୍ଗ ନେନସନଙ୍କ ମତରେ ଏପ୍ରିଲ ଶେଷ ବେଳକୁ କରୋନାର ପ୍ରକୋପ କମିଯାଇପାରେ ବୋଲି କୁହାଯାଇଛି। ଏହା ସେ ଦାବି କରି ନ ଥିବା ବେଳେ…
କୋଭିଡ-୧୯: ଗୋଟିଏ ମାସ ପାଇଁ ସିଙ୍ଗାପୁର ଲକ୍ଡାଉନ୍
ସିଙ୍ଗାପୁର,୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ କବଳକୁ ନେବାକୁ ଲାଗି ପଡିଛି। କରୋନା ଭୟରେ ଏବେ ବିଶ୍ୱ ଯେମିତି ଏକ ପ୍ରକାର ଠପ୍ ହୋଇଯାଇଛି କହିଲେ ଚଳେ। ଏହାକୁ ଦୃଷ୍ଟିରେ ରଖି ଏବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ…
ଶନିବାର ଜାତୀୟ ଶୋକ ପାଳନ କରିବ ଚାଇନା
ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୦ ହଜାର ଲୋକ ଏଥିରେ…
କରୋନାରେ ବ୍ରିଟିଶ୍ ହାସ୍ୟାଭିନେତା ଏଡିଙ୍କ ମୃତ୍ୟୁ
ଲଣ୍ଡନ,୩ା୪: କରୋନା ସଂକ୍ରମଣରେ ବ୍ରିଟେନର ବର୍ଷୀୟାନ ହାସ୍ୟାଭିନେତା ଏଡି ଲାର୍ଜଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ହସ୍ପିଟାଲରେ ତାଙ୍କର ହୃଦ୍ରୋଗ ଚିକିତ୍ସା ଚାଲିଥିବାବେଳେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ ବୋଲି ତାଙ୍କ ପୁଅ ର଼୍ୟାନ…
୧୦ଲକ୍ଷ ଟପିବ ସଂକ୍ରମିତଙ୍କ ସଂଖ୍ୟା: ଡବ୍ଲ୍ୟୁଏଚ୍ଓ
ଜେନେଭା,୩ା୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ ମୃତକଙ୍କ ସଂଖ୍ୟା ୪୭ ହଜାର ୨୦୫ ଛୁଇଁଛି। ୧ ଲକ୍ଷ ୯୪ ହଜାରରୁ ଅଧିକ…
ଶେନ୍ଜେନ୍ରେ ବିଲେଇ, କୁକୁର ଖାଇବାକୁ ବାରଣ
ଶେନ୍ଜେନ୍,୩ା୪: ଚାଇନାର ଦକ୍ଷିଣାଞ୍ଚଳ ସହର ତଥା ଟେକ୍ନୋଲୋଜିର ହବ୍ କୁହାଯାଉଥିବା ଶେନ୍ଜେନ୍ରେ ବିଲେଇ ଓ କୁକୁରଙ୍କ ମାଂସ ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଆସନ୍ତା ମେ ୧ରୁ ଏହା କାର୍ଯ୍ୟକାରୀ ହେବ। ଚାଇନାର ଉହାନ ସହରରୁ କରୋନା ଭାଇରସ୍ ସଂକ୍ରମଣ…
ଚାଇନାକୁ ପ୍ରଶଂସା କଲେ ଟ୍ରମ୍ପ
ଓ୍ବାଶିଂଟନ, ୩ା୪: କରୋନା ଭାଇରସ୍ ସ୍ଥିତି ବିଶ୍ୱରେ ଉଦ୍ବେଗଜନକ ରହିଥିବା ବେଳେ ଚାଇନାରେ ଏହା କେତେକାଂଶରେ ନିୟନ୍ତ୍ରଣାଧୀନ ରହିଛି। ପୂର୍ବାପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ସେଭଳି ଆଉ ନାହିଁ। ଫଳରେ ଚାଇନା ଅନ୍ୟ କରୋନା ଭାଇରସ୍ ସଂକ୍ରମିତ ଦେଶଗୁଡ଼ିକୁ ସହଯୋଗ କରିବା ଲାଗି…
ମୃତ୍ୟୁସଂଖ୍ୟା ୫୦ ହଜାର ଟପିଲା
ଓ୍ବାଶିଂଟନ/ଲଣ୍ଡନ/ପ୍ୟାରିସ୍, ୩ା୪: ମହାମାରୀ କରୋନା ଭାଇରସ୍ ବିଶ୍ୱବ୍ୟାପୀ କାୟାବିସ୍ତାର କରିବାରେ ଲାଗିଛି। ପରିସ୍ଥିତି କ୍ରମଶଃ ଭୟଙ୍କର ହୋଇପଡ଼ିଛି। ବିଶ୍ୱର ୨୦୩ ଦେଶକୁ ସଂକ୍ରମିତ ହୋଇଥିବା ଏହି ଭୂତାଣ ଯୋଗୁ ଅଦ୍ୟାବଧି ୫୦,୬୯୧ ଜୀବନ ଗଲାଣି। ୯ ଲକ୍ଷ ୯୧ ହଜାର ଲୋକ…
କରୋନା ସଂକ୍ରମଣରେ ମୂଳ ଭାରତୀୟ ବୈଜ୍ଞାନିକ ମୃତ: ଏଚ୍ଆଇଭି ଉପରେ କରିଥିଲେ ଗବେଷଣା
ନୂଆଦିଲ୍ଲୀ/ଡରବାନ୍,୨।୪: କରୋନା ସଂକ୍ରମଣରେ ମୂଳ ଭାରତୀୟ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ ପ୍ରଫେସର ଗୀତା ରାମ୍ଜେଙ୍କ ମୃତ୍ୟୁ ଘଟିଛି। ଡରବାନ୍ର ଏକ ହସ୍ପିଟାଲରେ ତାଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି। ଏନେଇ ଦକ୍ଷିଣ ଆଫ୍ରିକା ଉପରାଷ୍ଟ୍ରପତି ଡେଭିଡ୍ ମାବୁଜା ବୁଧବାର ସୂଚନା ଦେଇଥିଲେ। ଏଚ୍ଆଇଭି…
ଏବେ ବି ଉତ୍ତର କୋରିଆରେ ପହଞ୍ଚିନି କରୋନା ମହାମାରୀ !
ସିଓଲ,୨।୪: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ଏହା ୨୦୫ଟି ଦେଶରେ ମହାମାରୀ ରୂପ ନେଇଛି। ତେବେ ଉତ୍ତରକୋରିଆ ଏବେ ବି କରୋନା ପହଞ୍ଚି ନାହିଁ। ଏସମ୍ପର୍କରେ ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି। ଚାଇନା ସୀମାକୁ…
କରୋନା ପାଇବ ପାନେ: ଅଷ୍ଟ୍ରେଲିଆରେ ପ୍ରତିଷେଧକ ଟୀକା ପରୀକ୍ଷଣ ଆରମ୍ଭ !
ନୂଆଦିଲ୍ଲୀ/ମେଲବୋର୍ନ,୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ତେବେ କରୋନାର ମୁକାବିଲା ପାଇଁ ପୃଥିବୀର…
Archives


