ଗୋଟିଏ ଦିନରେ କରୋନା ଭାଇରସ୍ରେ ୪,୮୦୦ ଜଣ ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୧,୪୮୦ ଟପିଲା
ବେଜିଂ,୧୪।୨: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ। ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଚାଇନାରେ ୨୫୪ ଜଣଙ୍କ ଜୀବନ ଯାଇଥିବାବେଳେ ୪,୮୦୦ ଜଣ ଏହି ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟାକୁ ମିଶାଇ ଚାଇନାରେ ଏଯାଏ ୧,୪୮୦…
୬୦ ହଜାରରୁ ଅଧିକ କରୋନା ଭୁତାଣୁ ସଂକ୍ରମିତ: ଗୋଟିଏ ଦିନରେ ୨୪୨ ମୃତ
ବେଜିଂ, ୧୩।୨: ଚାଇନାରେ କରୋନା ମହାମାରୀ ରୂପ ନେଇଛି। ଦେଶର ୩୧ଟିରୁ ଅଧିକ ସହରରେ ସନ୍ଦିଗ୍ଧଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୩୫୫ରେ ପହଞ୍ଚିଛି। ସେହିପରି ୬୦ ହଜାରରୁ ଅଧିକ…
ବ୍ରିଟେନ୍ର ଅର୍ଥମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ
ଲଣ୍ଡନ,୧୩।୨: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୩୯ ବର୍ଷ ବୟସ୍କ ଋଷି ଟ୍ରେଜେରୀର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବ ଅର୍ଥମନ୍ତ୍ରୀ ସାଜିଦ୍…
ଜାପାନରେ ଭୂକମ୍ପ
ଟୋକିଓ,୧୩।୨: ଜାପାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଜାପାନର ଉତ୍ତରରେ ଥିବା ହୋକ୍କାଇଡୋର ପୂର୍ବ ଉପକୂଳରେ ଭୂଗର୍ଭର ୬୦ କିମି ତଳେ ଥିଲା…
୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ପାହାଡ଼ରେ ହୋଇଥିଲା ମାନବ ସୃଷ୍ଟି
ଜୋହାନ୍ସ୍ବର୍ଗ,୧୩।୨: ମାନବ ସୃଷ୍ଟିକୁ ଇତିମଧ୍ୟରେ କୋଟି କୋଟି ବର୍ଷ ବିତିଯାଇଛି। ଗବେଷକଙ୍କ ଅନୁସାରେ ପ୍ରାୟ ୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ମଖଞ୍ଜଓ୍ବା ପାହାଡ଼ରେ ମାନବ ସୃଷ୍ଟି ହୋଇଥିଲା। ପୃଥିବୀ ସୃଷ୍ଟିର କିଛି କାଳ ପରେ ସମଗ୍ର ଅଞ୍ଚଳ ପାଣିରେ…
ନାଚ ଗୀତ ମାଧ୍ୟମରେ ମନ ଭୁଲାଇବାକୁ ଚାହୁଁଛନ୍ତି କରୋନାଭାଇରସ ସଂକ୍ରମିତ !
ବେଜିଂ,୧୩।୨: କରୋନାଭାଇରସରେ ଏବେ ଚାଇନାରେ ମୃତ୍ୟୁସଂଖ୍ୟା ୧୩ଶହ ଛୁଇଁଲାଣି। ବେଳକୁ ବେଳ କରୋନାଭାଇରସରେ ମୃତ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଚାଇନାର ଉହାନ ସହରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସହର ଏକ ପ୍ରକାର ଜନଶୂନ୍ୟ…
କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦
ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେସୁଦ୍ଧା ଚାଇନାରେ କରୋନାଭାଇରସରେ ୧୩ଶହଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର…
୩୨ଦିନ ମୃତ୍ୟୁ ସହ ଛକାପଞ୍ଝା
ଓ୍ବେଲିଂଟନ: ସମୁଦ୍ରର ଅଥଳ ଜଳରାଶି। ଦୀର୍ଘ ୩୨ଦିନ ମୃତ୍ୟୁ ସହ ଛକାପଞ୍ଝା। ଶେଷରେ ବଞ୍ଚିବାର ଇଚ୍ଛା ଆଗରେ ହାରିଯାଇଛି ମୃତ୍ୟୁ। ହଲିଉଡ୍ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିବା ଏଭଳି ଏକ ଘଟଣା ଘଟିଛି ପ୍ରଶାନ୍ତ ମହାସାଗରରେ। ମୃତ୍ୟୁପଞ୍ଝାରୁ ବଞ୍ଚତ୍ୟାଇଥିବା ପାପୁଆ ନ୍ୟୁଗିନିର…
ମୋଦିଙ୍କୁ ଧନ୍ୟବାଦ ଦେଲେ ମେଲାନିଆ
ଓ୍ବାଶିଂଟନ,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଚଳିତ ମାସ ଶେଷ ସପ୍ତାହରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମେଲାନିଆଙ୍କ ଟୁଇଟ୍ ସାମ୍ନାକୁ ଆସିଛି। ଏଥିରେ ସେ ଭାରତ ଆସିବା ପାଇଁ…
ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନାଭାଇରସ ସଂକ୍ରମିତଙ୍କ ଖର୍ଚ୍ଚ ବହନ କରିବେ ସରକାର
ସିଙ୍ଗାପୁର,୧୩।୨: କରୋନାଭଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଚାଇନା ପରେ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ସବୁ ଦେଶର ସରକାର ଆକ୍ରାନ୍ତଙ୍କୁ ସହାୟତା…
୨ ଭାରତୀୟ ନାବିକ କରୋନା ସଂକ୍ରମିତ
ଟୋକିଓ,୧୩ା୨(ପି.ଟି.): ଜାପାନ ଉପକୂଳରେ ଅଟକି ରହିଥିବା ଜାହାଜରେ ୨ ଜଣ ଭାରତୀୟ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ମୋଟ ୩୭୧୧ ଯାତ୍ରୀ ଓ କର୍ମଚାରୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୪ ଜଣ କରୋନା ସଂକ୍ରମିତ…
ହାଫିଜ୍ ସୟିଦଙ୍କୁ ୧୧ ବର୍ଷ ଜେଲ
ଲାହୋର,୧୩ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜମାତ୍-ଉଦ୍-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ ସୟିଦଙ୍କୁ ପାକିସ୍ତାନର ଏକ ଅଦାଲତ ୧୧ ବର୍ଷ ଜେଲ୍ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କିତ ଦୁଇଟି ମାମଲାରେ ହାଫିଜଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ଏହି ଦଣ୍ଡାଦେଶ ଦିଆଯାଇଛି। ଏହି…
Archives


