ପୃଥିବୀଠାରୁ ବଡ଼ ଗ୍ରହର ମିଳିଲା ସନ୍ଧାନ: ମାତ୍ର ୩୭ ଦିନରେ ହେଉଛି ଏକ ବର୍ଷ
ଓ୍ବାଶିଂଟନ୍, ୯।୧: ପୃଥିବୀଠାରୁ ଏକ ବଡ଼ ଗ୍ରହର ସନ୍ଧାନ ମିଳିଛି। ଏଲିଅନ୍ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସ୍ପେସକ୍ରାଫ୍ଟର ଟେଲିସ୍କୋପ୍ ଦ୍ୱାରା ଏହି ଗ୍ରହର ଉପସ୍ଥିତି ବିଷୟରେ ଜଣାପଡ଼ିଛି। ଏହା ପୃଥିବୀଠାରୁ ଶହେ ଆଲୋକ ବର୍ଷ ଦୂରରେ ରହିଛି। ଗ୍ରହର...
ରାଜ ପଦ ଛାଡିବେ ପ୍ରିନ୍ସ ହ୍ୟାରୀ-ମେଘନ
ଲଣ୍ଡନ,୯।୧: ବ୍ରିଟେନ ରାଜ ଦମ୍ପତି ପ୍ରିନ୍ସ ହ୍ୟାରୀ ଓ ତାଙ୍କ ଆମେରିକୀୟ ପତ୍ନୀ ମେଘନ ମାର୍କେଲ ରାଜ ପରିବାରର ବରିଷ୍ଠ ପଦ ଛାଡିବାକୁ ସ୍ଥିର କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏମାନେ ଏହି ଘୋଷଣା ସୋସିଆଲ ମିଡିଆ ପ୍ଲାଟଫର୍ମ...
ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୯୦ ହଜାର ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇଲେଣି ଗୋଟିଏ ପରିବାର
କାନବେରା,୯।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଦୀର୍ଘ ୪ ମାସ ହେବ ଜଙ୍ଗଲରେ ଲାଗିଥିବା ଏହି ନିଆଁ ଏବେ ଚରମସୀମାରେ ପହଞ୍ଚିଛି। ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି...
ଇରାକ ଉପରେ ପୁଣି ଆକ୍ରମଣ: ବାଗଦାଦର ଗ୍ରୀନ୍ ଜୋନ୍ରେ ରକେଟ୍ ମାଡ
ବାଗଦାଦ,୯।୧: ଆମେରିକା ଓ ଇରାକ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ନେଉନି। ଗୁରୁବାର ସକାଳେ ଇରାକ ବାଗଦାଦର ଗ୍ରୀନ୍ ଜୋନ୍ରେ ୨ଟି ରକେଟ୍ ମାଡ କରାଯାଇଥିବା ଖବର ମିଳିଛି। ଏହା ଇରାକରେ ଥିବା ଆମେରିକା ଦୂତାବାସର ମାତ୍ର...
ଆଫଗାନିସ୍ତାନରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ
ଫରହା,୯।୧: ଆଫଗାନିସ୍ତାନର ଫରହା ଅଞ୍ଚଳରେ ଥିବା ପୋରଚାମାନ ଜିଲାରେ ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୨ ସେନା ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ଏମ୍ଆଇ-୩୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା...
ବଢ଼ିବ ବାଜ୍ଓ୍ବାଙ୍କ କାର୍ଯ୍ୟକାଳ
ଇସ୍ଲାମାବାଦ,୯ା୧(ପି.ଟି.): ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ୍ ବାଜ୍ଓ୍ବାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧିକରିବା ଲାଗି ପାକିସ୍ତାନ ପାର୍ଲାମେଣ୍ଟରେ ବୁଧବାର ୩ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ ହୋଇଛି। ଉଚ୍ଚସଦନରେ ପାସ୍ ହୋଇଥିବା ବିଲ୍ରେ ଜଳ, ସ୍ଥଳ ଓ ବାୟୁ...
ସ୍ପେନରେ ସାଞ୍ଚେଜ ସରକାର
ମାଡ୍ରିଡ୍,୯ା୧: ସ୍ପେନର ପ୍ରଧାନମନ୍ତ୍ରୀ ରୁପେ ବୁଧବାର ଶପଥ ନେଇଛନ୍ତି ସୋସିଆଲିଷ୍ଟ ନେତା ପେଡ୍ରୋ ସାଞ୍ଚେଜ। ପାର୍ଲାମେଣ୍ଟରେ ବାମପନ୍ଥୀ ମେଣ୍ଟ ସରକାର ଗଠନ କରିବା ପ୍ରସ୍ତାବ ଆସ୍ଥା ଭୋଟରେ ବିଜୟୀ ହେବା ପରେ ସେ ଭାବେ ପଦ ଓ ଗୋପନୀୟତାର ଶପଥପାଠ...
ଇରାନ ଉପରେ କଠୋର କଟକଣା
ଓ୍ବାଶିଂଟନ,୯ା୧: ଇରାନ ଉପରେ ଆମେରିକା ପୂର୍ବରୁ କେତେକ କଟକଣା ଜାରି କରିଥିବାବେଳେ ବୁଧବାର ରାତିରେ ଆହୁରି କେତୋଟି କଠୋର କଟକଣା ଲାଗୁ କରିବା ପାଇଁ ଘୋଷଣା କରିଛି। ଇରାନର ବ୍ୟବହାରରେ ପରିବର୍ତ୍ତନ ନ ଆସିବା ଯାଏ ଏହି କଟକଣା ବଜାୟ...
ଆମେରିକା-ଇରାନ ଅଘୋଷିତ ଯୁଦ୍ଧ: କାହା ପାଖରେ ରହିଛି କେତେ ଅସ୍ତ୍ରଶସ୍ତ୍ର ?
ଓ୍ବାଶିଂଟନ/ତେହେରାନ,୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଅଘୋଷିତ ଯୁଦ୍ଧ ନେଇ ଅନ୍ତର୍ଜାତୀୟ କ୍ଷେତ୍ରରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଯଦି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଘୋଷଣା ହୁଏ ଏହାର ପ୍ରଭାବ ପୃଥିବୀର ପ୍ରତିଟି ଦେଶରେ...
ଆମେରିକା ଏୟାର ବେସ୍ ଉପରେ ଇରାନର ଆକ୍ରମଣ ଘଟଣା: ଟ୍ରମ୍ପ୍ କହିଲେ, ‘ଅଲ୍ ଇଜ୍ ଓ୍ବେଲ୍’
ୱାଶିଂଟନ,୮।୧: ଆମେରିକା ଏୟାର ବେସ ଉପରେ ଇରାନ ମିସାଇଲ ଆକ୍ରମଣ କରିଛି। ଇରାନର ମେଜର ଜେନେରାଲ ସୋଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ୱାଶିଂଟନ ଓ ତେହରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇରାନର ଜବାବୀ ଆକ୍ରମଣ ପରେ...
ଶହୀଦ୍ ସୋଲେମାନୀ ଅପରେଶନ୍ରେ ଆମେରିକାର ୮୦ ସୈନ୍ୟଙ୍କ ମୃତ୍ୟୁ: ଇରାନ କଲା ଦାବି
ତେହେରାନ,୮।୧: ଇରାକରେ ଥିବା ଆମେରିକା ଏୟାର ବେସ୍ ଉପରେ ଇରାନ ବୁଧବାର ଆକ୍ରମଣ କରିଛି। ପଶ୍ଚିମ ଇରାକର ଅଲ୍ ଅସଦ ଏବଂ ଉତ୍ତର ଇରାକର ଇରବିଲ୍ ଏୟାର ବେସ୍ ଉପରେ ହୋଇଥିବା ଆକ୍ରମଣରେ ୮୦ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ...
କପଡ଼ା ଆଲମିରା ପଡ଼ି ଶିଶୁ ମୃତ: କମ୍ପାନୀ ଦେଲା ୩୩୧ କୋଟି କ୍ଷତିପୂରଣ
ନ୍ୟୁୟର୍କ,୮।୧: କପଡ଼ା ଆଲମିରା ପଡ଼ି ଜଣେ ୨ ବର୍ଷ ଶିଶୁର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଆଲମିଲା କମ୍ପାନୀକୁ ୩୩୧ କୋଟି ଟଙ୍କାର କ୍ଷତି ପୂରଣ ଦେବାକୁ ପଡ଼ିଛି। ଆମେରିକା କାଲିଫର୍ନିଆରେ ୩୦ ଇଞ୍ଚ ଉଚ୍ଚା କପଡ଼ା ଆଲମିରା ପଡ଼ିଯିବାରୁ ୨୦୧୭...
Archives


