ଆମେରିକା ଆକ୍ରମଣ ହୋଇଥିଲା ବିଫଳ: ଜୀବିତ ଅଛନ୍ତି ଇରାନ୍ କମାଣ୍ଡର ଅବଦୁଲ୍ ରଜାକ୍
ଓ୍ବାଶିଂଟନ,୧୧।୧: ଇରାନ୍ର ଜେନେରାଲ କାସିମ୍ ସୋଲେମାନୀଙ୍କୁ ଆମେରିକା ଟାର୍ଗେଟ କରିଥିଲା। ଏଥିରେ ସୋଲେମାନୀ ନିହତ ହୋଇଥିଲେ। ତେବେ ଏହି ସମୟରେ ଆମେରିକା ସୈନ୍ୟଙ୍କ ପକ୍ଷରୁ ଇରାନ୍ର ଅନ୍ୟଜଣେ କମାଣ୍ଡର ଅବଦୁଲ୍ ରଜାକ୍ ଶହଲୋଇଙ୍କୁ ଟାର୍ଗେଟ୍ କରାଯାଇଥିଲା। ତେବେ ଏହି ଆକ୍ରମଣ...
‘ହ୍ୟୁମାନ୍ ଏରର୍’ ପାଇଁ ଦୁର୍ଘଟଣାର ଶିକାର ହେଲା ୟୁକ୍ରେନ ବିମାନ: ଇରାନ
ଦୁବାଇ,୧୧।୧: ଗତ ବୁଧବାର ଇରାନର ତେହରାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟୁକ୍ରେନ ବିମାନକୁ ନେଇ ଏବେ ଇରାନ କହିଛି, ‘ହ୍ୟୁମାନ୍ ଏରର୍’ ପାଇଁ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଶନିବାର ଇରାନ ବୈଦେଶିକମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି...
ଇରାନ ଖସାଇଛି ୟୁକ୍ରେନ ବିମାନ
ନ୍ୟୁୟର୍କ,୧୧ା୧: ଇରାନରେ ୟୁକ୍ରେନର ବିମାନ ଦୁର୍ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ମିଶାଇଲ ମାଡ଼ରେ ଏହା ଖସିପଡ଼ିଥିବା ଦାବି କରାଯାଉଛି। ଇରାନ ରାଜଧାନୀ ତେହେରାନସ୍ଥିତ ଇମାମ ଖୋମେନି ଅନ୍ତର୍ଜାତୀୟ ବିମାନବନ୍ଦରରୁ ବୋଇଙ୍ଗ୍ ୭୩୭-୮୦୦...
ପାକ୍ ମସ୍ଜିଦରେ ବିସ୍ଫୋରଣ: ୧୩ ନିହତ
କରାଚି,୧୧ା୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ରାଜଧାନୀ କ୍ୱେଟାସ୍ଥିତ ଏକ ମସ୍ଜିଦରେ ଶୁକ୍ରବାର ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହେବା ସହ ୧୧ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅଛନ୍ତି। ତାଙ୍କୁ ଟାର୍ଗେଟ କରି ବିସ୍ଫୋରଣ...
ପିଲାଙ୍କୁ ନିଆଁରୁ ବଞ୍ଚାଇ ଜେଲ ଗଲେ ମା’
ପ୍ୟୋଙ୍ଗୟାଙ୍ଗ୍, ୧୧ା୧ : ପୃଥିବୀରେ ଗୋଟିଏ ଦେଶ ରହିଛି ଉତ୍ତର କୋରିଆ। କିମ ଜଙ୍ଗ୍ ଉନ ସେଠାକାର ସର୍ବୋଚ୍ଚ ଶାସକ। ଏହି ଦେଶରେ ଆଇନକାନୁନ ନାଁରେ କିଛି ବି ହୋଇପାରିବ। ନିକଟରେ ଜଣେ ମା’ଙ୍କୁ ଜେଲ ପଠାଯାଇଛି। ଏହା ପଛର...
ଇରାନ ଉପରେ ନୂଆ କଟକଣା
ଓ୍ବାଶିଂଟନ,୧୧ା୧ (ପି.ଟି.): ଇରାକସ୍ଥିତ ଆମେରିକାର ସେନା ଶିବିରକୁ ମିଶାଇଲ ମାଡ଼ ପରେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଇରାନ ଉପରେ ନୂଆ କଟକଣା ଲଗାଯାଇଛି। ଆମେରକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ ଏବଂ ଟ୍ରେଜେରି ସେକ୍ରେଟାରି ଷ୍ଟିଭେନ ମଚିନ ଓ୍ବାଶିଂଟନରେ ଶୁକ୍ରବାର...
କାସିମ ସୋଲେମାନୀଙ୍କୁ ହତ୍ୟା କରି ଆମେରିକାକୁ ନ୍ୟାୟ ଦେଇଛି, ମୁଁ ନୋବେଲ ପାଇବା ପାଇଁ ଯୋଗ୍ୟ: ଟ୍ରମ୍ପ
ଓ୍ବାଶିଂଟନ୍,୧୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ୨୦୨୦ର ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ସେହି ସମୟରେ ସେ କହିଛନ୍ତି, ଇରାନର ସେନା କମାଣ୍ଡର କାସିମ ସୋଲେମାନୀଙ୍କୁ ଡ୍ରୋନରେ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେଇ ସେ ଆମେରିକା ନାଗରିକଙ୍କୁ...
ସାମ୍ନାକୁ ଆସିଲା ଦୁର୍ଘଟଣାଗ୍ରସ୍ତ ୟୁକ୍ରେନ୍ ବିମାନର ଭିଡିଓ
କିଏଭ୍,୧୦।୧: ଇରାନର ରାଜଧାନୀ ତେହେରାନ ବିମାନ ବନ୍ଦର ନିକଟରେ ବୁଧବାର ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିପାରିବ...
ଟ୍ରମ୍ପ୍ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ
ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ ବିତର୍କ ଜୋର ଧରିଛି। ଆମେରିକା ଯୁଦ୍ଧକ୍ଷମତା ଆଇନ ଅନୁଯାୟୀ ଯୁଦ୍ଧ ଘୋଷଣାକୁ କଂଗ୍ରେସ...
ଦୁର୍ଘଟଣା ପୂର୍ବରୁ ବିମାନରେ ଲାଗିଥିଲା ନିଆଁ:କ୍ଷେପଣାସ୍ତ୍ର ମାଡ଼ରେ ଖସିଥିବା ଆଶଙ୍କା
କିଏଭ୍,୯ା୧- ଇରାନ ରାଜଧାନୀ ତେହେରାନ ନିକଟରେ ୟୁକ୍ରେନର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୭୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ମିଶାଇଲ ଆକ୍ରମଣରେ ଏହା ଖସି ପଡ଼ିଥିବା ଆଶଙ୍କା ପ୍ରକାଶ ପାଇଥିବାବେଳେ ବିମାନ...
ପୃଥିବୀ ଆଉ ସହ୍ୟ କରି ପାରିବନି ଯୁଦ୍ଧ; ଆମେରିକା-ଇରାନ ଶାନ୍ତି ଜାରି ରଖନ୍ତୁ: ଜାତିସଂଘ
ଓ୍ବାଶିଂଟନ,୯।୧: ଆମେରିକା ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଜାତିସଂଘ ପକ୍ଷରୁ ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦୁଇଦେଶ ଶାନ୍ତି ଜାରି...
ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…
ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା। ସେ ନିଜ ଟୁଇଟର ଫଲୋଅର୍ସଙ୍କୁ ଖୁସି କରିବା ପାଇଁ ଏକ ନିଆରା ପଦକ୍ଷେପ...
Archives


