ଅନ୍ତର୍ଜାତୀୟ

ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତୀୟ ଭିଜାନୀତି କୋହଳ ଲାଗି ଦାବି କଲେ ପାକିସ୍ତାନୀ ହିନ୍ଦୁ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୦।୧: ପାକିସ୍ତାନରେ ବାସ କରୁଥିବା ହିନ୍ଦୁମାନେ ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତ ସରକାରଙ୍କ ଭିଜା ନୀତିକୁ କୋହଳ କରିବାକୁ ଦାବି କରିଛନ୍ତି। ଭାରତ ସରକାର ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଭଳି ମହାନ କାର୍ଯ୍ୟ କରିଥିବାବେଳେ...

କରୋନା ଆତଙ୍କରେ ଲୋକ ପିନ୍ଧୁଛନ୍ତି ପ୍ଲାଷ୍ଟିକ୍‌ ବ୍ୟାଗ୍‌: ଫଟୋ ଭାଇରାଲ

ବେଜିଂ,୩୦।୧: ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିମାନ, ଟ୍ରେନ୍‌ ଅବା ବସ୍‌ରେ ଯାତ୍ରା କରିବା ସମୟରେ ଯାତ୍ରୀ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍‌ ତିଆରି ବ୍ୟାଗ୍‌ ଏବଂ କଣ୍ଟେନର ପିନ୍ଧୁଛନ୍ତି। ଏବେ ଏହାର ଫଟୋ...

ମୋବାଇଲ୍‌ ଲାଇଟ୍‌ରେ ବ୍ରେନ୍‌ ଅପରେଶନ୍‌ କଲେ ଡାକ୍ତର

ସେନ୍‌ ମେଗୁଏଲ୍‌,୩୦।୧: ଚିଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ହସ୍ପିଟାଲରେ ଜଣେ ଲୋକଙ୍କ ବ୍ରେନ୍‌ ଅପରେଶନ୍‌ ସମୟରେ ପାଓ୍ବାର କଟ୍‌ ହେବାରୁ ଡାକ୍ତରୀ ଦଳ ବାଧ୍ୟ ହୋଇ ମୋବାଇଲ୍‌ ଲାଇଟ୍‌ରେ ଅପରେଶନ୍‌ ଶେଷ କରିଛନ୍ତି। ଏବେ ଏହା ସୋସିଆଲ୍‌...

ସ୍ପେସ୍‌ ହୋମ ଦେବ ସୁଖଦ ଅନୁଭୂତି

ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍‌ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ ଏକଥା ସତ ଯେ, କେବଳ ଦୁଃସାହସିକ କାର୍ଯ୍ୟ ଏବଂ ମହାକାଶ ଉପରେ ରୁଚି...

ସାମାଜିକ ବାସନ୍ଦ ନୁହେଁ, ସହଯୋଗ ଲୋଡ଼ା

ବିଶ୍ୱରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୩୦ ଜାନୁୟାରୀରେ ବିଶ୍ୱ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି। । ଏହି ଦିବସରେ ଗାନ୍ଧିଜୀଙ୍କୁ ମଧ୍ୟ ସ୍ମରଣ କରାଯାଏ। ଗାନ୍ଧିଜୀ ଏହି ରୋଗକୁ ଭଲ ଭାବେ ବୁଝିଥିଲେ ଓ...

ବିବାଦରେ ଟ୍ରମ୍ପ୍‌ଙ୍କ ମଧ୍ୟପ୍ରାଚ୍ୟ ଶାନ୍ତିନୀତି

ଓ୍ବାଶିଂଟନ,୩୦ା୧(ଏଏଫ୍‌ପି): ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ବିବାଦର ସମାଧାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟପ୍ରାଚ୍ୟ ଶାନ୍ତି ଯୋଜନା ଆଣିଛନ୍ତି। ତାଙ୍କର ଏହି ବହୁପ୍ରତୀକ୍ଷିତ ଇସ୍ରାଏଲ-ପାଲେଷ୍ଟାଇନ ଶାନ୍ତି ଯୋଜନା ସେଠାରେ ଏକ ନୂତନ ସକାଳ...

କରୋନା ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଲା: ବୁହାନରେ ୫୦୦ ଭାରତୀୟ ସୁରକ୍ଷିତ; ଜାନୁୟାରୀ ୩୧ରେ ହୋଇପାରନ୍ତି ଏୟାରଲିଫ୍ଟ୍‌

ନୂଆଦିଲ୍ଲୀ/ବେଜିଂ, ୨୯।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣରେ ଇତିମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସ୍ତାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଥିବା ୫୦୦ ଭାରତୀୟ ସୁରକ୍ଷିତ...

୨୦୧୯ରେ ଆଫଗାନିସ୍ତାନରେ ୭,୪୨୩ ବୋମା ମାଡ଼ କରିଛି ଆମେରିକା

ଓ୍ବାଶିଂଟନ,୨୯।୧: ଆଫଗାନିସ୍ତାନରେ ୨୦୧୯ରେ ଆମେରିକା ୭,୪୨୩ ବୋମା ମାଡ଼ କରିଥିଲା। ଏନେଇ ଆମେରିକା ଏୟାର ଫୋର୍ସ ସେଣ୍ଟ୍ରାଲ୍‌ କମାଣ୍ଡ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ୨୦୧୮ରେ ଆଫାଗାନିସ୍ତାନରେ ଆମେରିକା ୭,୩୬୨ ବୋମା ମାଡ଼ କରିଥିଲା ବୋଲି ଏଥିରେ...

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା। ମାଲିକାଣୀଙ୍କୁ ଚାଇନାର ବୁହାନ...

ପରିବାରର ୬ ଜଣଙ୍କୁ ଗୁଳିକରି ହତ୍ୟା

କରାଚୀ, ୨୯ା୧: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପ୍ରେମ ବ୍ୟାପାରକୁ ନେଇ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ବ୍ରୋହି ଆଦିବାସୀ ସମ୍ପ୍ରଦାୟର ଝିଅ ନସ୍‌ରିନ୍‌ ମୁର୍ତାଜା ରିଣ୍ଡ୍‌ଙ୍କୁ ପ୍ରେମ ବିବାହ କରି ତାଙ୍କ...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ନୂଆଦିଲ୍ଲୀ, ୨୯ା୧: ବିବାହ ବେଳେ ଜଣେ ହିନ୍ଦୁ ଯୁବତୀଙ୍କୁ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଅପହରଣ କରାଯିବା ଓ ପରେ ଧର୍ମାନ୍ତରୀକରଣ କରାଯାଇ ବିବାହ କରାଯିବା ଘଟଣା ସାମ୍ନାକୁ ଆସିବା ପରେ ଭାରତ ଏହାର ତୀବ୍ର ପ୍ରତିବାଦ କରିଛି। ସଂଖ୍ୟାଲଘୁ ହିନ୍ଦୁଙ୍କ...

ଆଇସଲ୍ୟାଣ୍ଡ କହୁଛି ଧାର୍ମିକ ବିଶ୍ୱାସ ଭ୍ରମ ଓ ହାନିକାରକ

ରେକ୍ୟାଭିକ ଆଇସଲ୍ୟାଣ୍ଡ,୨୮।୧: ଉତ୍ତର ଆଣ୍ଟଲାଣ୍ଟିକର ଛୋଟ ଦ୍ୱୀପଦେଶ ଆଇସଲ୍ୟାଣ୍ଡ ବହୁ ବିବାଦରେ ଛନ୍ଦି ହୋଇଛି। ୨୦୧୭ରେ ଏହି ଦେଶର ପାର୍ଲାମେଣ୍ଟରେ ସବୁ ବାଇବେଲକୁ ନେଇ ଥିବା ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ଚେତାବନୀ ପାଇଁ ମତଦାନ ହୋଇଥିଲା। ସେହିବର୍ଷ ଉକ୍ତ ଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri