ରାଜପ୍ରାସାଦ ଛାଡ଼ିଲେ ବ୍ରିଟେନ ରାଣୀ
ଲଣ୍ଡନ,୧୬।୩: ବ୍ରିଟେନରେ କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚତ୍ଥିବାବେଳେ ୧୧୪୦ ଜଣ ସଂକ୍ରମିତ ହୋଇଛନ୍ତି। ରାଣୀ ଏଲିଜାବେଥ୍ ଦ୍ୱିତୀୟ ଓ ପ୍ରିନ୍ସ ଫିଲିପଙ୍କୁ କ୍ୱାରାଣ୍ଟାଇନରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ରାଣୀଙ୍କୁ ବକିଂହାମ୍ ପ୍ୟାଲେସରୁ ଓ୍ବିଣ୍ଡସର କାଷ୍ଟଲ୍କୁ ନିଆଯାଇଛି।...
ସ୍ପେନ୍ରେ ଦିନକରେ ୨ ହଜାର ସଂକ୍ରମିତ
ମାଡ୍ରିଡ୍,୧୬।୩ : ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ହାର କମିଥିବାବେଳେ ୟୁରୋପୀୟ ଦେଶଗୁଡ଼ିକରେ ଏହା ଦ୍ରୁତବେଗରେ ମାଡିଚାଲିଛି। ସ୍ପେନ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦୦ରୁ ଅଧିକ ପ୍ରାଣ ହରାଇଛନ୍ତି। ଇଟାଲୀ ପରେ...
ଟ୍ରମ୍ପ କଲେ କରୋନା ଭାଇରସ ଟେଷ୍ଟ
ଓ୍ବାଶିଂଟନ,୧୫।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ତାଙ୍କର କରୋନା ଭାଇରସ ଟେଷ୍ଟ କରାଇ ନେଇଛନ୍ତି। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ସୂନଚାଯୋଗ୍ୟ, ଗତ...
ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା: ଡ୍ୟୁଟି କରିବାକୁ ଅମଙ୍ଗ ସୈନ୍ୟ
ଇସଲାମାବାଦ,୧୫।୩: ପାକିସ୍ତାନ ସୈନ୍ୟବାହିନୀରେ ଏବେ ସଙ୍କଟ ଦେଖାଦେଇଥିବା କୁହାଯାଉଛି। ଡ୍ୟୁଟି କରିବାକୁ ସୈନ୍ୟମାନେ ପଛଘୁଞ୍ଚା ଦେବାକୁ ଲାଗିଛନ୍ତି। କୁହାଯାଉଛି ପାକିସ୍ତାନ ସୈନ୍ୟବାହିନୀରେ ୮ ଅଧିକାରୀଙ୍କୁ କରୋନା ସଂକ୍ରମଣ ହୋଇଛି। ତେଣୁ ସୈନ୍ୟମାନେ ସଂକ୍ରମଣ ଭୟରେ ଡ୍ୟୁଟି କରିବାକୁ ଅମଙ୍ଗ ହେଉଛନ୍ତି।...
ଆଫଗାନ୍ ସେନା ଉପରେ ତାଲିବାନ ଆକ୍ରମଣ
ନୂଆଦିଲ୍ଲୀ, ୧୫।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦ ରାଜ୍ୟରେ ଏହି ଆକ୍ରମଣ ହୋଇଛି। ଗତ ମାସରେ ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି...
ଆମେରିକା ସୈନ୍ୟ ଥିବା ଇରାକ ଘାଟି ଉପରେ ରକେଟ ମାଡ଼
ବାଗଦାଦ,୧୫ା୩(ଏଏଫ୍ପି): ଆମେରିକା ଓ ୟୁରୋପୀୟ ସୈନ୍ୟ ରହୁଥିବା ଇରାକର ଏକ ଘାଟି ଉପରେ ସାନି ରକେଟ ମାଡ଼ ହୋଇଛି। ବାଗଦାଦ୍ର ଉତ୍ତର ପାର୍ଶ୍ୱରେ ଥିବା ଏହି ଘାଟି ଉପରେ ଦିନବେଳା ଆକ୍ରମଣ କରାଯାଇଛି। ଗତ ଅକ୍ଟୋବରଠାରୁ ଆମେରିକା ସୈନ୍ୟ ରହୁଥିବା...
ମାସ୍କ, ଔଷଧ ଯୋଗାଇବାକୁ ଭାରତକୁ ନେତାନ୍ୟାହୁଙ୍କ ଅନୁରୋଧ
ଜେରୁଜେଲମ୍, ୧୫।୩(ପି.ଟି.): ବିଶ୍ୱବ୍ୟାପୀ କରୋନା ଯନ୍ତ୍ରଣା ବଢ଼ିଚାଲିଥିବା ବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନ୍ୟାମିନ୍ ନେତାନ୍ୟାହୁ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ମାସ୍କ ଏବଂ ଔଷଧ ଯୋଗାଣ ଲାଗି ଅନୁମତି ଦେବାକୁ କହିଛନ୍ତି। ଇସ୍ରାଏଲ୍କୁ କଞ୍ଚାମାଲ୍ ରପ୍ତାନି ଲାଗି...
ଆମେରିକାରେ ଜାତୀୟ ଜରୁରୀ ସ୍ଥିତି
ଓ୍ବାଶିଂଟନ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୪୦୦ ଟପିଥିବାବେଳେ ପାଖାପାଖି ଦେଢ଼ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଲେଣି। ଏହା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଣିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହାକୁ ନେଇ ଦେଶରେ ଜାତୀୟ ଜରୁରୀ ସ୍ଥିତି...
କରୋନା ଯୋଗୁ ଚାଇନାରେ ବଢୁଛି ଛାଡ଼ପତ୍ର ମାମଲା
ବେଜିଂ,୧୪।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକେ ଘରେ ବନ୍ଦୀ ଭଳି ଜୀବନ ବିତାଉଛନ୍ତି। ଏହାଦ୍ୱାରା ସ୍ତ୍ରୀ-ସ୍ବାମୀ ଅଧିକ ସମୟ ଧରି ଏକାଠି ରହୁଥିବାରୁ ପରସ୍ପର ମଧ୍ୟରେ ମତଭେଦ ଏବଂ ବିବାଦ ସୃଷ୍ଟି ହେଉଛି। ଫଳରେ ଦମ୍ପତି ଛାଡ଼ପତ୍ର...
ଆଇସୋଲେଶନ ଓ୍ବାର୍ଡକୁ ନ ଗଲେ ଭୋଗିବାକୁ ପଡିବ ଜେଲ ଦଣ୍ଡ
ରୋମ,୧୪।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲି ମୁହାଁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଏବେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଆୟତ୍ତକୁ ଆଣିବାକୁ ଯାଇ ଇଟାଲି ସରକାର ଆଇନରେ ମଧ୍ୟ ପରିବର୍ତ୍ତନ...
ବନ୍ଦ ହେଲା ଏଫିଲ ଟାଓ୍ବାର
ପ୍ୟାରିସ,୧୪।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ଏଥିରେ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହ ୧ଲକ୍ଷ ୪୦ ହଜାର ଏଥିରେ ସଂକ୍ରମିତ ଥିବା ଜଣାପଡିଛି। ଏହାର ଭୟାବହତାକୁ ରୋକିବାକୁ...
ପୁଣି ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ
ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ହ୍ବାଇଟ ହାଉସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ୨ ଦିନିଆ ଭାରତ ଗସ୍ତ ସମୟରେ ସେ...
Archives


