କରୋନା ଭୂତାଣୁରେ ଚାଇନା ବାହାରେ ଦ୍ୱିତୀୟ ମୃତ୍ୟୁ
ହଂକଂ,୪।୨: କରୋନା ଭୂତାଣୁରେ ମୃତ ଓ ଆକ୍ରନ୍ତଙ୍କ ସଂଖ୍ୟା ଚାଇନାରେ ପ୍ରତି ଘଣ୍ଟାରେ ବଢି ଚାଲିଛି। ବିଶ୍ୱର ଅନ୍ୟ ଦେଶରେ ଚାଇନାରୁ ଫେରିଥିବା କେତେକ ଲୋକଙ୍କ ପାଖେ କରୋନା ଭୂତାଣୁ ପଜିଟିଭ ଥିବା ଦେଖାଯାଇଥିବା ବେଳେ ଏବେ ଚାଇନା ବାହାରେ ଆଉ…
୩ ବର୍ଷରେ ୨ ଯୁବକ ସମୁଦ୍ରରୁ ବାହାର କଲେ ୪ ହଜାର ଟନ୍ ପ୍ଲାଷ୍ଟିକ୍
ଓ୍ବାଶିଂଟନ,୪।୨: ସମୁଦ୍ରରେ ପ୍ଲାଷ୍ଟିକ୍ ବର୍ଜ୍ୟର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପୃଥିବୀ ସାରା ସଚେତନତା ଅଭିଯାନ ଜାରି ରହିଛି। ଏହି ମର୍ମରେ ଆମେରିକା ଫ୍ଲୋରିଡ଼ାର ୨ ଜଣ ଯୁବକ ଗତ ୩ ବର୍ଷ ମଧ୍ୟରେ ସମୁଦ୍ରରୁ ୪ ହଜାର ଟନ୍…
କରୋନା ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଲା: ୨୪ ଘଣ୍ଟାରେ ୬୫ ଜଣଙ୍କ ମୃତ୍ୟୁ
ବେଜିଂ,୪।୨: ଚାଇନାର କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୁତାଣୁ ଯୋଗୁ ୬୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ ହଜାର ୩…
ଦଳାଚକଟାରେ ୧୩ ଶିଶୁଙ୍କ ଜୀବନ ଗଲା
ନାଇରୋବି,୪ା୨: କେନିଆର ଏକ ପ୍ରାଥମିକ ବିଦ୍ୟାଳୟରେ ଦଳାଚକଟା ଘଟି ୧୩ ଶିଶୁଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୨୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଅପରାହ୍ନରେ କାକମେଗା ପ୍ରାଥମିକ ସ୍କୁଲ ଛୁଟି ହେଲାବେଳେ ପିଲାମାନଙ୍କ ମଧ୍ୟରେ ଠେଲାପେଲାରୁ…
ପାକିସ୍ତାନରେ ଦାହ ସଂସ୍କାର ହେଲା ମହଙ୍ଗା!
ଇସ୍ଲାମାବାଦ,୩।୨: ପାକିସ୍ତାନରେ ଥିବା ହିନ୍ଦୁଙ୍କର ଦାହ ସଂସ୍କାର କରିବା ଏବେ ମହଙ୍ଗା ହୋଇଛି। ଶୁଣିବାକୁ ମିଳିଛି କି ଏବେ ଏଠାରେ ଅଧିକାଂଶ ହିନ୍ଦୁ ମୃତଦେହ ଦାହ ନ କରିପାରି ପୋତି ଦେଉଛନ୍ତି। ଆଉ କେତେଜଣ ଅସ୍ଥି ବିସର୍ଜନ ପାଇଁ ଅପେକ୍ଷା ରଖୁଛନ୍ତି।…
ଭୂକମ୍ପରେ ଥରିଲା ଚାଇନା: ରିକ୍ଟର ସ୍କେଲରେ ତୀବ୍ରତା ୫.୧
ବେଜିଂ,୩।୨: ଗୋଟିଏ ପଟେ କରୋନା ଭାଇରସ୍ର ଆତଙ୍କ ଚାଇନାର ମୁଣ୍ଡ ବ୍ୟାଥାର କାରଣ ପାଲଟିଥିବା ବେଳେ ଏବେ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ଦକ୍ଷିଣ-ପଶ୍ଚିମ ଚାଇନାର ଶିଚୁଆନ ପ୍ରାନ୍ତରେ ଥିବା କ୍ୟୁଇଙ୍ଗ୍ଓ୍ବାଇଜିଆଙ୍ଗ୍ ଜିଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ…
ମେୟର ପଦବୀ: ନିର୍ବାଚନ ଲଢୁଛନ୍ତି ୨ କୁକୁର ଏବଂ ଛେଳି
ଓ୍ବର୍ମାଣ୍ଟୋ, ୩।୨: ମଣିଷ ନିର୍ବାଚନ ଲଢ଼ିଥାନ୍ତି। ତେବେ କୌଣସି ପ୍ରାଣୀ ନିର୍ବାଚନ ଲଢ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେରିକାର ଉତ୍ତର ପୂର୍ବରେ ଥିବା ଓ୍ବର୍ମାଣ୍ଟୋ ସହରରେ ମେୟର ପଦବୀ ପାଇଁ ୩ ପ୍ରାଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।…
ହଟାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା: ୩୫୦୦ ଲୋକ ହେଲେ ସ୍ଥାନାନ୍ତର
ରୋମ୍,୩।୨: ଇଟାଲୀର ଭେନିସ୍ରେ ଏକ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମାକୁ ହଟାଯାଇଛି। ଏଥିପାଇଁ ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୋମାକୁ ନିଷ୍କ୍ରିୟ କରି ସମୁଦ୍ରରେ ଭସାଇ ଦିଆଯାଇଛି। ବୋମାକୁ ନିଷ୍କ୍ରିୟ କରିବା ସମୟରେ ସ୍ଥାନୀୟ ମାର୍କୋପୋଲୋ ବିମାନ ବନ୍ଦରରେ…
ପୃଥିବୀର ୨୮ ଦେଶରେ ୧୬,୭୮୧ କରୋନା ସଂକ୍ରମିତ: ଭାରତରେ ୩
ନୂଆଦିଲ୍ଲୀ/ବେଜିଂ,୩।୨: ପୃଥିବୀର ୨୮ଟି ଦେଶରେ କରୋନା ଭୁତାଣୁ ଆତଙ୍କରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଭୁତାଣୁ ଦ୍ୱାରା ଚାଇନାରେ ସର୍ବାଧିକ ୧୬ ହଜାର ୬ ଶହ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସେହିଭଳି ଚାଇନା ପଛକୁ ସଂକ୍ରମିତଙ୍କ ତାଲିକାରେ ଜାପାନ ରହିଛି।…
କରୋନା ମହାମାରୀ ବେଲଗାମ: ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା;୨୪ ଘଣ୍ଟାରେ ୨୦୧୩ ଜଣ ସଂକ୍ରମିତ
ବେଜିଂ,୩।୨: ଚାଇନାର ବୁହାନରେ କରୋନା ମହାମାରୀ ବେଲଗାମ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୁତାଣୁ ଯୋଗୁ ୨୦୧୩…
୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ
ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି। ସେହିପରି ୧୬ ହଜାର ୬ଶହରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ…
ପଙ୍ଗପାଳକୁ ନେଇ ପାକ୍ରେ ଜରୁରୀ ପରିସ୍ଥିତି
ଇସ୍ଲାମାବାଦ,୩ା୨: ପାକିସ୍ତାନକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ମାଡ଼ିଆସି ଫସଲ ନଷ୍ଟ କରିଚାଲିଥିବାରୁ ସରକାର ଜାତୀୟ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ପଙ୍ଗପାଳ ସିନ୍ଧ୍ ପ୍ରଦେଶରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିସାରିଲେଣି। ଏବେ ସେମାନେ ପଞ୍ଜାବ ପ୍ରଦେଶରେ ଫସଲ ନଷ୍ଟ କରିଚାଲିଥିବାବେଳେ…
Archives


