ନବଜାତକକୁ ସ୍ବାଗତକଲେ ଏଲନ୍ ମସ୍କ, ଗର୍ଲଫ୍ରେଣ୍ଡ ଗ୍ରୀମ୍ସ
ନୂଆଦିଲ୍ଲୀ,୬।୫: ଟେସ୍ଲା ମୁଖ୍ୟ ଏଲନ୍ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍ସଙ୍କ ପ୍ରକୃତ ନାମ କ୍ଲେୟାର ବାଉଚର। ଗର୍ଭବତୀ ଥିବା ଖବରକୁ ଗ୍ରୀମ୍ସ ଚଳିତ ବର୍ଷ ଜାନୁୟାରୀରେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ...
କରୋନାକୁ ପ୍ରଭାବହୀନ କରିବ ବିକଶିତ ଆଣ୍ଟିବଡି
ଜେରୁସଲମ୍, ୬ା୫: କରୋନା ଭୂତାଣୁ ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨୧୨ ଦେଶର ସହସ୍ରାଧିକ ଲୋକ ଏଥିରେ ପ୍ରାଣ ହରାଇଲେଣି। ଏପର୍ଯ୍ୟନ୍ତ ଏହାର ସଫଳ ଔଷଧ ବାହାରି ନ ଥିବାବେଳେ କରୋନା...
ଇଟାଲୀକୁ ଟପିଲା ବ୍ରିଟେନ
ଓ୍ବାଶିଂଟନ/ଲଣ୍ଡନ/ରୋମ୍, ୬ା୫: ମହାମାରୀ କରୋନା ଉଗ୍ରରୂପ ନେବାରେ ଲାଗିଛି। ୨୧୨ ଦେଶର ୩୬.୮୭ ଲକ୍ଷ ଜଣ ଏହା ଜାଲରେ ପଡ଼ିଥିବାବେଳେ ୨.୫୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଭୂତାଣୁ ଆକ୍ରାନ୍ତରେ ଗଲାଣି। ମଙ୍ଗଳବାର ୪୪,୫୦୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ...
ବିବାଦରେ ପୁଲିଜର ପୁରସ୍କାର
ନୂଆଦିଲ୍ଲୀ,୬ା୫(ଆଇଏଏନ୍ଏସ୍): ଏକ ବିବାଦୀୟ ଘଟଣାକ୍ରମରେ ପୁଲିଜର ପ୍ରାଇଜ ବୋର୍ଡ କଶ୍ମୀର ଉପରେ ଭାରତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଉପତ୍ୟକାକୁ ସ୍ବାଧୀନତାରୁ ବଞ୍ଚତ୍ତ ଏକ ‘ବିବାଦୀୟ ଭୂଖଣ୍ଡ’ ଭାବେ ଅଭିହିତ କରିଛି। ସାମ୍ବାଦିକତା, ସାହିତ୍ୟ ଓ କଳା ଭଳି...
ଗୋଟିଏ ପିପିଇକୁ ଶହେ ଥର ବ୍ୟବହାର କରିପାରିବେ ଡାକ୍ତର !
ଲଣ୍ଡନ,୫।୫: କରୋନା ଭାଇରସ ସହ ଲଢିବାକୁ ପିପିଇ(ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ଡାକ୍ତରଙ୍କ ପାଇଁ ନିହାତି ଜରୁରୀ। ହେଲେ ଏହାର ପୁନଃ ବ୍ୟବହାର ନ ହେବା କାରଣରୁ ଏହାର ସଂଖ୍ୟା କମ୍ ହେବା ସହ ଯେତିକି ପିପିଇ ଆବଶ୍ୟକ ତାହା ମିଳିପାରୁ...
କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମୁହଁ ବନ୍ଦ କରିଛି ଚାଇନା
ବେଜିଂ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ପ୍ରତିଷେଧକ ଟୀକା ନେଇ ଗବେଷଣା ଜାରି ରହିଛି। ଏପରିସ୍ଥଳେ ଉହାନରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କୁ...
ଗୋଟିଏ ଦିନରେ ୮୬ ଦେଶରେ ୩୪୬୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଓ୍ବାଶିଂଟନ,୫।୫: ଗୋଟିଏ ଦିନରେ ପୃଥିବୀର ୮୬ ଦେଶରେ କରୋନା ସଂକ୍ରମଣ ଯୋଗୁ ୩୪୬୬ ଜଣଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ୧୩୬ ଦେଶରେ ୭୧ ହଜାର ୭୯୪ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ...
ଯୁବବର୍ଗଙ୍କୁ ସଂକ୍ରମିତ କଲେ କରୋନା ଯୁଦ୍ଧରେ ହେବ ବିଜୟ!
ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି ପଡିଛନ୍ତି। ହେଲେ ବ୍ରିଟେନର କେତେଜଣ ବୈଜ୍ଞାନିକ କରୋନା ଚିକିତ୍ସା ପାଇଁ ଯେଉଁ ଉପାୟ...
କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୪୫ ହଜାର
ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଳାଗିଛି। ଇତିମଧ୍ୟରେ ପୃଥିବୀରେ ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୪୫ ହଜାର ୧୯୪ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨ ଲକ୍ଷ...
କରୋନା ଭ୍ୟାକ୍ସିନ ତିଆରି ହେବାକୁ ଚାହୁଁନାହିଁ ଚାଇନା !
ଓ୍ବାଶିଂଟନ,୫।୫: ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ହେବା ପରେ ଏବେ ଚାଇନା ଉପରେ ଆସୁଛି ବିଭିନ୍ନ ପ୍ରକାର ଅଭିଯୋଗ। କାରଣ ଦାବି କରାଯାଉଛି କି କରୋନା ଭାଇରସ ଚାଇନା ଲ୍ୟାବରୁ ଏକ ଜୈବିକ ଯୁଦ୍ଧାସ୍ତ୍ର ଭାବେ ଏବେ ସାରା...
ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ
ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ଦୁନିଆର ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଓ୍ବାଲର୍ଡ ହାପିନେସ୍...
ସଚେତନତା ହିଁ ସଫଳତାର ପୁଞ୍ଜି
ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ‘ଗ୍ଲୋବାଲ ଇନିସିଏଟିଭ୍ ଫର୍ ଆଜ୍ମା(ଜିଆଇଏନ୍ଏ)’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ପ୍ରଥମେ ୧୯୯୮ରେ...
Archives


