ଟୁଇଟ୍ କରିପାରିବେନି ଟ୍ରମ୍ପ!
ଓ୍ବାଶିଂଟନ,୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସୂଚନା ମିଳିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ଟ୍ରମ୍ପକୁ ଟୁଇଟର ଆକାଉଣ୍ଟରେ ଭୁଲ୍ ତଥ୍ୟ ଦିଆଯାଇଥିବାରୁ ଏମିତି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଟୁଇଟରର...
ଚାଇନା ଉପରେ ମାଡ଼ି ଆସିଲା ବିପଦ: କରୋନା ପରେ ଏବେ ନୂଆ ସଂକ୍ରମଣ
ବେଜିଂ, ୬।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଉପରେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଛି। ଏଠାରେ ନୂଆ ସଂକ୍ରମଣରେ ୬୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଗ୍ଲୋବାଲ ଟାଇମ୍ସ୍ ରିପୋର୍ଟ...
ପ୍ରତି ୧୫ ସେକେଣ୍ଡରେ ଯାଉଛି ଜଣେ କରୋନା ରୋଗୀଙ୍କ ଜୀବନ, ଜାଣନ୍ତୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା କେତେ
କରୋନା ଜୀବାଣୁ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇବାରେ ଲାଗିଛି। ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱରେ ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି। ଗତ ଦୁଇ ସପ୍ତାହର ଆକଳନକୁ ଦେଖିଲେ,...
ମନ୍ଦିର ଶିଳାନ୍ୟାସକୁ ନେଇ ଅସହିଷ୍ଣୁ ପାକିସ୍ତାନ: କହିଲା ‘ଭାରତ ଏବେ ରାମନଗର ହୋଇଯାଇଛି’
ଇସଲାମାବାଦ,୫।୮: ଅଯୋଧ୍ୟାରେ ରାମମନ୍ଦିର ଲାଗି ବୁଧବାର ଶିଳାନ୍ୟାସ କରାଯାଇଛି। ଏହାକୁ ଲାଗି ସମଗ୍ର ଭାରତ ଉତ୍ସବମୁଖର ହୋଇଥିବା ବେଳେ ପାକିସ୍ତାନ ଅସହିଷ୍ଣୁ ହୋଇପଡ଼ିଛି। ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ସରକାରରେ ରେଳ ମନ୍ତ୍ରୀ ଥିବା ଶେଖ ରଶିଦ ମୋଦି ସରକାରଙ୍କୁ...
ଟ୍ରେନ୍ରେ ଯାତ୍ରା କରୁଥିଲେ ସାବଧାନ… : ୮ ଫୁଟ ଦୂରତାରେ ବସିଲେ ମଧ୍ୟ ହେବେ କରୋନା ସଂକ୍ରମିତ
ଟ୍ରେନ୍ରେ ଯାତ୍ରାକରିବା ସମୟରେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତଙ୍କ ଠାରୁ ୮ ଫୁଟ ଦୂରରେ ବସନ୍ତି ତେବେ ମଧ୍ୟ ସେ ସଂକ୍ରମିତ ହେବାର ଆଶଙ୍କା ରହିଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଉକ୍ତ ଗବେଷଣା ଅନୁଯାୟୀ,...
କରୋନାର ମୃତ୍ୟୁ ତାଣ୍ଡବ: ଘଣ୍ଟାଏରେ ନେଉଛି ୨୪୭ ଜଣଙ୍କ ଜୀବନ
ଓ୍ବାଶିଂଟନ, ୫।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାର ମୃତ୍ୟୁ ତାଣ୍ଡବ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରଏଟର୍ସର ସୂଚନା ଅନୁସାରେ କରୋନା ସଂକ୍ରମଣ ଯୋଗୁ ପ୍ରତିଘଣ୍ଟାରେ...
ଗୋଦାମରେ ବଡ଼ ଧରଣର ବିସ୍ଫୋରଣ: ୭୮ରୁ ଅଧିକ ମୃତ, ୪ ହଜାରରୁ ଅଧିକ ଆହତ
ବେରୁଟ, ୫।୮: ଲେବାନନ୍ର ରାଜଧାନୀ ବେରୁଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ହଜାରରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ହସନ...
ନେପାଳ ରାସ୍ତାରେ ପାକିସ୍ତାନ: ଭାରତର ଏସବୁ ଅଞ୍ଚଳକୁ କହିଲା ନିଜର; ଜାରି କଲା ନୂଆ ମାନଚିତ୍ର
ନୂଆଦିଲ୍ଲୀ,୪।୮: ନେପାଳର ପଥ ଅନୁସରଣ କରୁଛି ପାକିସ୍ତାନ। ପାକିସ୍ତାନର ଇମ୍ରାନ ଖାନ ସରକାର ଦେଶର ବିବାଦୀୟ ମାନଚିତ୍ରକୁ ଅନୁମୋଦନ କରିଛନ୍ତି। ମାନଚିତ୍ରରେ ପାକିସ୍ତାନ କାଶ୍ମୀରକୁ ନିଜର ବୋଲି ଦର୍ଶାଇଛି। ପୂର୍ବରୁ ପାକିସ୍ତାନ କେବଳ ପିଓକେ(ପାକିସ୍ଥାନ ଅଧିକୃତ କଶ୍ମୀର)କୁ ଏହାର ଅଂଶ...
ଟିକ୍ଟକ୍ ସେପ୍ଟେମ୍ବର ୧୫ ସୁଦ୍ଧା ହେବ ବିକ୍ରି: ଚାଇନାର ବଢ଼ିଲା ଚିନ୍ତା
ଓ୍ବାଶିଂଟନ, ୪।୮: ଶର୍ଟ ଭିଡ଼ିଓ ମେକିଂ ଆପ୍ ଟିକ୍ଟକ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଇଥିବା ମନ୍ତବ୍ୟ ଯୋଗୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଟ୍ରମ୍ପ୍ କହିଛନ୍ତି ଯେ, ଟିକ୍ ଟକ୍ ସେପ୍ଟେମ୍ବର ୧୫ ସୁଦ୍ଧା ବିକ୍ରି ହେବ।...
୧୬ ବର୍ଷ ଧରି ପ୍ରେମ କରିବା ପରେ ବିବାହ କଲେ ପ୍ରଧାନମନ୍ତ୍ରୀ, ଅଛି ଗୋଟିଏ ସନ୍ତାନ
ହେଲସିନିକ୍,୪।୮: ବିଶ୍ୱର ସବୁଠୁ କମ୍ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ସନା ମାରିନ୍(୩୪) ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଥିବା ସନା ଦୀର୍ଘ ଦିନର ପ୍ରେମିକ ମାର୍କ୍ସ ରାଇକୋନେନଙ୍କୁ ବିବାହ କରିଛନ୍ତି। ରାଇକୋନେନ୍ ପୂର୍ବତନ ଫୁଟବଲ୍ ଖେଳାଳି...
ମଞ୍ଜି ପ୍ୟାକେଟରେ କରୋନା ଭୂତାଣୁ: ଲୋକେ ଆତଙ୍କିତ !
ଓ୍ବାଶିଂଟନ, ୪।୮: ଚାଇନା କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିତ୍ବାବେଳେ ଏବେ ଏହାର ପ୍ରତିଟି କାର୍ଯ୍ୟ ସନ୍ଦେହ ଜନକ ରହୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି। ସମ୍ପ୍ରତି ଚାଇନା ଆମେରିକାକୁ କିଛି ମଞ୍ଜିି ପ୍ୟାକେଟ ପଠାଇଛି। ଏସବୁ ସାଧାରଣ ମଞ୍ଜିଠାରୁ...
ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…
ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍ ଜାରି ରହିଛି। ତେବେ ଏବେ ପ୍ରଶ୍ନ ଉଠୁଛି ପ୍ରଥମେ କ’ଣ ଧନୀ ଦେଶ ଗୁଡ଼ିକରେ...
Archives


