ଏବେବି ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି ଟ୍ରମ୍ପ
ୱାଶିଂଟନ,୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ ଏଥିରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ ବିଜୟ ଲାଭ କରି ରାଷ୍ଟ୍ରପତି ପଦରେ ବସିବାକୁ ସଜବାଜ ହେଲେଣି । ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି...
ଯେମିତି ଭଗବାନ ରାମ ରାବଣକୁ ହରାଇଥିଲେ ଆମେ ସେମିତି ଦୀପାବଳିରେ କରୋନାକୁ ହରାଇବୁ: ଜନସନ
ଲଣ୍ଡନ,୮ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେମିତି ଭଗବାନ ରାମ ରାବଣକୁ ହରାଇ ପତ୍ନୀ ସୀତାଙ୍କ ସହ ଫେରିବା ସମୟରେ ଲକ୍ଷ ଲକ୍ଷ ଦୀପ ମାଧ୍ୟମରେ ତାଙ୍କର ସ୍ୱାଗତ କରାଯାଇଥିଲା, ଠିକ୍ ସେହିଭଳି ଭାବେ ଚଳିତ ବର୍ଷ...
ଉପରାଷ୍ଟ୍ରପତି ପଦରେ ମୁଁ ପ୍ରଥମ ମହିଳା କିନ୍ତୁ ଶେଷ ନୁହେଁ: କମଲା
ୱାଶିଂଟନ,୮ ।୧୧: ଆମେରିକାର ୪୬ତମ ରାଷ୍ଟ୍ରପତି ପାଇଁ ନିର୍ବାଚନ ସରିଥିବା ବେଳେ ଫଳାଫଳ ବି ଆସି ଯାଇଛି । ଏଥିରେ ଡେମୋକ୍ରାଟିକ୍ ପାର୍ଟିର ଜୋସେଫ ଆର୍ ବାଇଡେନ୍ ବା ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଭାରତୀୟ ମୂଳ ବାସିନ୍ଦା...
ବାଇଡେନ୍ଙ୍କୁ ନେଇ ବଢ଼ୁଛି ଉତ୍କଣ୍ଠା
ନୂଆଦିଲ୍ଲୀ, ୮।୧୧: ଡେମୋକ୍ରାଟିକ୍ ପାର୍ଟି ନେତା ଜୋ ବାଇଡେନ୍ ନିର୍ବାଚନ ଜିତି ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ତାଙ୍କ ପ୍ରଶାସନର ଭାରତ ସହ କିଭଳି ସମ୍ପର୍କ ରହିବ ତାହାକୁ ନେଇ ଭାରତୀୟଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।...
ରାପର କିଙ୍ଗ୍ ଭୋନ୍ଙ୍କ ସମେତ ୩ ମୃତ
ଆଟଲାଣ୍ଟା,୮।୧୧: ଚିକାଗୋ ରାପର କିଙ୍ଗ ଆକା କିଙ୍ଗ ଭୋନ୍ ଓ ଅନ୍ୟ ଦୁଇଜଣ ଶୁକ୍ରବାର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଏକ ନାଇଟ କ୍ଲବ ବାହାରେ ଥିବାବେଳେ ଗୁଳିମାଡ଼ କରାଯାଇଥିଲା। ପାର୍କିଂ ଲଟ୍ରେ ଦୁଇଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଗୁଳିମାଡ଼...
ବାଇଡେନ୍ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ,୭।୧୧-ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ ଶନିବାର ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପରାସ୍ତ କରି ମହାମାରୀ ଓ ସାମାଜିକ ତଥା ଅର୍ଥନୈତିକ ଦୁଃସ୍ଥିତି ସମୟରେ...
ଜାତିସଂଘ ଉପଦେଷ୍ଟା କମିଟିରେ ବିଦିଶା
ଜାତିସଂଘ,୭।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରୀ) କମିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩ ସଦସ୍ୟଯୁକ୍ତ ସାଧାରଣ ସଭାରେ ଯୋଗ୍ୟତା, ଅଭିଜ୍ଞତା ଓ ଭୌଗୋଳିକ ଜ୍ଞାନକୁ ନେଇ ସଦସ୍ୟଙ୍କୁ...
ଟ୍ରମ୍ପ ହାରିବା ନିଶ୍ଚିତ: ସ୍ୱାସ୍ଥ୍ୟ-ଅର୍ଥବ୍ୟବସ୍ଥା ଉପରେ କାମ ଆରମ୍ଭ କଲେ ବାଇଡେନ!
ୱାଶିଂଟନ,୭ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପରେ ବି ଫଳାଫଳ ସ୍ପଷ୍ଟ ହୋଇ ପାରିନାହିଁ । ଭୋଟ ଗଣନା ବେଳେ ଡେମୋକ୍ରେଟ୍ ପ୍ରାର୍ଥୀ ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ରହିଛନ୍ତି । ତେବେ...
ଏହି ହୋଟେଲ୍ର ୫ମ ମହଲାକୁ ଯିବା ମନା: ଗଲେ ମିଳୁଛି ଛାତି ଥରିଗଲା ଭଳି ଦଣ୍ଡ
ଉତ୍ତର କୋରିଆକୁ ଏକ ରହସ୍ୟମୟ ଦେଶ ଭାବରେ ବେଶ୍ ଜଣାଶୁଣା। ସାଧାରଣତଃ ଅତିଥିମାନଙ୍କୁ ହୋଟେଲର କୌଣସି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଏ ନାହିଁ ଏଭଳି କେଉଁଠି ହୋଇ ନଥାଏ। କିନ୍ତୁ ଉତ୍ତର କୋରିଆରେ ଏପରି ଏକ ହୋଟେଲ ଅଛି...
ନିର୍ବାଚନ ପରିଣାମ ଆସିବା ପୂର୍ବରୁ ହ୍ବାଇଟ୍ ହାଉସ୍ ଛାଡ଼ୁଛନ୍ତି କି ଟ୍ରମ୍ପ? ଭାଇରାଲ ହେଉଛି ଏହି ଭିଡିଓ, ଦେଖନ୍ତୁ…
ଓ୍ବାଶିଂଟନ,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୭୭ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍ ଜିତିବା ଧିରେ ଧିରେ ସ୍ପଷ୍ଟ ହେଉଛି। ଅପରପକ୍ଷେ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ ଏହି ଜନାଦେଶକୁ ଗ୍ରହଣ କରିବାକୁ...
ଏଠାରେ ହୁଏ ହୀରା ବର୍ଷା !
ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍ଚୁନ୍ ଗ୍ରହରେ ଏଭଳି ଘଟଣା ଘଟିଥାଏ। ସୌରମଣ୍ଡଳର ୪ଟି ଗ୍ରହରେ ଗ୍ୟାସ୍ ଭରି ରହିଥିବା ମହାକାଶ ବିଜ୍ଞାନୀମାନେ କହିଥାନ୍ତି। ସେଥିମଧ୍ୟରେ...
ଚାଇନାର ଠକାମୀ ପଡ଼ିଲା ଧରା: ୪ ବନ୍ଧୁଦେଶଙ୍କୁ ବିକ୍ରି କରିଛି ନକଲି ଅସ୍ତ୍ରଶସ୍ତ୍ର
ବେଜିଂ,୭।୧୧: ଚାଇନାକୁ ବିଶ୍ୱାସ କରିଥିବା ଦେଶ ଏବେ ପଶ୍ଚାତାପ କରୁଛନ୍ତି। ବନ୍ଧୁ ବୋଲି କହି ଚାଇନା ସେମାନଙ୍କୁ ଠକି ଦେଇଛି। ୪ଟି ବନ୍ଧୁଦେଶକୁ ଚାଇନା ନକଲି ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ଏବେ ଏହି ଘଟଣା ଧରା ପଡ଼ିଛି। ବାଂଲାଦେଶ, ନେପାଳ,...
Archives


