ଅନ୍ତର୍ଜାତୀୟ

୩୩ କୋଟି ଦେବଦେବୀ ତଥାପି ଅକ୍ସିଜେନ ସଙ୍କଟ

ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ‘ଶାର୍ଲି ହେବ୍‌ଡୋ’ ଭାରତରେ କୋଭିଡ୍‌ ସଙ୍କଟ ବେଳେ ଲାଗିରହିଥିବା ଅମ୍ଳଜାନ ସଙ୍କଟକୁ ନେଇ କଟାକ୍ଷ କରିଛି। ଦେଶରେ ୩୩ କୋଟି ଦେବଦେବୀ ଅଛନ୍ତି। ମାତ୍ର କେହି ଜଣେ ହେଲେ ମେଡିକାଲ ଅକ୍ସିଜେନ ଉତ୍ପାଦନ କରିପାରୁନାହାନ୍ତି। ଅକ୍ସିଜେନ…

୭୫୮ କୋଟିରେ ଗଲା ପିକାସୋଙ୍କ ପେଣ୍ଟିଂ

ନ୍ୟୁୟର୍କସ୍ଥିତ କ୍ରିଷ୍ଟିଜ୍‌ ଅକ୍ସନ ହାଉସ୍‌ ପକ୍ଷରୁ ଆୟୋଜିତ ନିଲାମିରେ ପ୍ରସିଦ୍ଧ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଣ୍ଟିଂ ‘ଓମ୍ୟାନ୍‌ ସିଟିଂ ବାଇ ଦି ଓ୍ବିଣ୍ଡୋ’ ୧୦.୩୪ କୋଟି ଡଲାର (ପ୍ରାୟ ୭୫୮ କୋଟି ଟଙ୍କା)ରେ ବିକ୍ରି ହୋଇଛି। ଏହା ୫୫ ନିୟୁତ ଡଲାରରେ…

ସମ୍ପୂର୍ଣ୍ଣ ଟିକା ନେବା ପରେ ମାସ୍କର ଆବଶ୍ୟକତା ନାହିଁ : ବାଇଡେନ

ଓ୍ବାଶିଂଟନ,୧୪।୫: କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେବା ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି, ସେମାନେ ବିପଦମୁକ୍ତ। ତେଣୁ ବର୍ତ୍ତମାନ ସ୍ଥିତିରେ ଟିକା ନେଇଥିବା ବ୍ୟକ୍ତି…

କରୋନା ଟିକା ନେଲେ ମିଳିବ ୧୦ ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୪।୫: କରୋନା ମହାମାରୀ ମଧ୍ୟରେ ସମଗ୍ର ଦେଶର ସରକାର ଲଗାତର ଟିକା ନେବାକୁ ପ୍ରୋତ୍ସାହିତ କରୁଛନ୍ତି। କରୋନା ଟିକା କେବଳ ଲୋକଙ୍କୁ ସୁରକ୍ଷା ଦିଏ ନାହିଁ, ବରଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଆମେରିକାର ଏକ ସହରରେ…

ପୁଣି ପ୍ରଧାନମନ୍ତ୍ରୀ ହେଲେ ଓଲି

କାଠମାଣ୍ଡୁ,୧୪।୫: କେପି ଶର୍ମା ଓଲି ପୁଣିଥରେ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ନେପାଳ ସଂସଦରେ ବିରୋଧୀ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବାରୁ ସେ ଏହି ପଦରେ ପୁଣି ବସିଛନ୍ତି। ନିକଟରେ କେପି ଓଲି ସଂସଦରେ ବହୁମତ ସାବ୍ୟସ୍ତ କରି…

ଭାକ୍ସିନ ଡୋଜ୍‌ ସମ୍ପୂର୍ଣ୍ଣ କରିଥିଲେ ମାସ୍କ ପିନ୍ଧିବା ଅନାବଶ୍ୟକ: ସିଡିସି

ୱାଶିିଂଟନ,୧୪।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ କରୋନା ଟିକାକରଣକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ ଆମେରିକାରୁ ଏକ ବଡ଼ ଖବର ଆସିଛି। କରୋନା ଭାକ୍ସିନ ଡୋଜ୍‌ ସମ୍ପୂର୍ଣ୍ଣ କରିଥିବା ବ୍ୟକ୍ତିମାନଙ୍କୁ…

ଗାଜା ଆକ୍ରମଣ: ନିହତ ହେଲେଣି ୯୦

ଗାଜା ସିଟି,୧୪ା୫:ଇସ୍ରାଏଲ୍‌ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଉଗ୍ରରୂପ ଧାରଣ କରିଛି। ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟାଇନ୍‌ର ୧୭ ଶିଶୁ ଓ ୭ ମହିଳାଙ୍କ ସମେତ ୮୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ ପାଲେଷ୍ଟାଇନ୍‌ ଆକ୍ରମଣରେ ଇସ୍ରାଏଲ୍‌ର ୭ ଜଣ…

ଦ୍ୱିତୀୟ ଡୋଜ ବିଳମ୍ବ ହେବା ଦ୍ୱାରା ବଞ୍ଚାଇ ହେବ ଅଧିକ ଜୀବନ

ମୁମ୍ବାଇ,୧୩।୫: କରୋନା ଭାଇରସ ଟିକାର ଦ୍ୱିତୀୟ ଡୋଜ ବିଳମ୍ବ ହେବା ଦ୍ୱାରା ବଞ୍ଚାଇ ହେବ ଅଧିକ ଜୀବନ। ଏହା ଏକ ଅଧ୍ୟୟନରୁ ଜଣାପଡ଼ିଛି। ମଡର୍ନା, ଫାଇଜର-ବାୟୋଏନ୍‌ଟେକ ଓ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ପ୍ରସ୍ତୁତ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ଡୋଜ ନେବାର ୩ରୁ…

ଆକାଶରୁ ମୂଷା ବର୍ଷା: ଭିଡ଼ିଓ ଭାଇରାଲ…

ମେଲବୋର୍ନ,୧୩।୫: ଏବେ ସୋସିଆଲ୍‌ ମିଡ଼ିଆରେ ଆକାଶରୁ ମୂଷା ବର୍ଷା ହେଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଅଷ୍ଟ୍ରେଲିଆର। ଏକ ଖାଦ୍ୟଶସ୍ୟ ଗୋଦାମ ସଫା ସମୟରେ ଏଭଳି ଘଟିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଗୋଦାମରେ ଥିବା ପମ୍ପ୍‌ ଭିତରୁ ମୂଷା…

ଅଧିକ ଶିଶୁ ହେଉଛନ୍ତି କରୋନାରେ ଆକ୍ରାନ୍ତ …

ଓ୍ବାଶିଂଟନ,୧୩।୫: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଏବେ ଶିଶୁମାନେ ବହୁ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହା ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବୟସ୍କ ଲୋକଙ୍କ ମଧ୍ୟରେ ଆକ୍ରାନ୍ତଙ୍କ…

ରାଜନୈତିକ-ଧାର୍ମିକ କାର୍ଯ୍ୟକ୍ରମ ଯୋଗୁ ଭାରତରେ ବଢ଼ିଛି କରୋନା ସଂକ୍ରମଣ: ଡବ୍ଲ୍ୟୁଏଚ୍‌ଓ …

ଜେନେଭା/ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶର ଏଭଳି ସ୍ଥିତି ପାଇଁ ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଦାୟୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)…

ଶରୀରରେ କେତେ ଦିନ ରୁହେ କରୋନା ଆଣ୍ଟିବଡ଼ି, ବିଶେଷଜ୍ଞ କହିଲେ ଏପରି…

ରୋମ୍‌,୧୩।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖା ଦେଇଛି। କରୋନା ଆକ୍ରାନ୍ତଙ୍କ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡ଼ି ରୁହେ ସେ ନେଇ ଇଟାଲୀର ରୋମ୍‌ ସ୍ଥିତ ଆଇଏସ୍‌ଏସ୍‌ ନ୍ୟାଶନାଲ ହେଲଥ୍‌ ଇନଷ୍ଟିଚ୍ୟୁଟର ଗବେଷକଙ୍କ ଦ୍ୱାରା ପ୍ରକାଶିତ ଏକ ଗବେଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri