ଟ୍ରମ୍ପ୍ଙ୍କୁ ମିଳିବନି ସୁରକ୍ଷା ସୂଚନା
ଓ୍ବାଶିିଂଟନ,୬।୨: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏକ ଘଟଣା ଘଟିବାକୁ ଯାଉଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶର ସୁରକ୍ଷା ସମ୍ପର୍କିତ ସୂଚନା ଯୋଗାଇ ଦିଆଯିବା ଏକ ପ୍ରକାର ସୌଜନ୍ୟତା। ମାତ୍ର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସୁରକ୍ଷା ସମ୍ପର୍କିତ କୌଣସି...
ଚାଇନାକୁ ବାଇଡେନ୍ଙ୍କ ବାର୍ତ୍ତା: ଆମେରିକା ଇଜ୍ ବ୍ୟାକ୍
ୱାଶିଂଟନ,୫ ।୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମଥର ଲାଗି ଗୁରୁବାର ତାଙ୍କର ରାଜନୈତିକ ଉଦ୍ବୋଧନ ଦେଇଛନ୍ତି । ଏହି ସମୟରେ ସେ ଚାଇନାକୁ ଏକ କଡା ବାର୍ତ୍ତା ଦେଇ କହିଛନ୍ତି ‘ଆମେରିକା ଇଜ୍ ବ୍ୟାକ୍’ ।...
ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କଲା ଇରାନ
ଇସଲାମାବାଦ,୫।୨: ପାକିସ୍ତାନ ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ। ଇରାନର ରିଭୋଲ୍ୟୁସନାରୀ ଗାର୍ଡ(ଆଇଆରଜିସି) ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନରେ ଅପରେସନ କରିଥିଲା ବୋଲି କୁହାଯାଇଛି। ଇରାନ ସର୍ଜିକାଲ ଷ୍ଟ୍ରାଇକ କରି ବାଲୋଚ ଆତଙ୍କବାଦୀଙ୍କ କଳବରେ ଥିବା...
୧୨ ବର୍ଷ ଧରି ବଳାତ୍କାର କରି ଆସୁଥିବା ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ
ଆଙ୍କରା,୪।୨: ତୁର୍କୀର ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାରଣ ଗତ ୧୦ ବର୍ଷରୁ ଅଧିକ ହେବ ସେ ମାନସିକ,ଶାରୀରିକ ଏବଂ ବଳାତ୍କାର ପରି ନିର୍ଯାତନାର ଶିକାର ହୋଇଆସୁଛନ୍ତି। ଏପରିକି ସ୍ବାମୀ ତାଙ୍କୁ ଜୀବନରୁ ମାରି...
୧୫ ତାଲିବାନ ଆତଙ୍କବାଦୀ ନିହତ
କନ୍ଧାହାର, ୪।୨: ଆଫଗାନିସ୍ତାନରେ ସୈନ୍ୟବାହିନୀଙ୍କ ପାଲଟା ଆକ୍ରମଣରେ ୧୫ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। କନ୍ଧାହାରର ଦକ୍ଷିଣ ଅଞ୍ଚଳରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଅରଘଣ୍ଡାବ ଏବଂ ଦାଣ୍ଡ ଜିଲାରେ ଆତଙ୍କବାଦୀଙ୍କ ଶିବିର ଥିବା...
ସଂଶୋଧିତ କୃଷି ଆଇନକୁ ସ୍ବାଗତ କଲା ଆମେରିକା
ଓ୍ବାଶଂଟନ,୪।୨: ଭାରତରେ କୃଷି ଆଇନକୁ ନେଇ ଚାଷୀ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସରକାର ଭାରତୀୟ ପ୍ରସଙ୍ଗ ଉପରେ...
ଭାରତ ସହ ୨୦ ଦେଶକୁ ବିମାନ ବାତିଲ କଲା ସାଉଦି
ରିୟାଦ୍, ୪ା୨: ସାଉଦି ଆରବରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାଉଦିି ପକ୍ଷରୁ ବୁଧବାରଠାରୁ ଭାରତ, ଆମେରିକା ସମେତ ମୋଟ ୨୦ ଦେଶକୁ ବିମାନ ଚଳାଚଳ ବାତିଲ କରାଯାଇଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ପାକିସ୍ତାନ, ବ୍ରାଜିଲ,...
ଏବେ ଶାନ୍ତିର ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ
ଇସଲାମାବାଦ,୩।୨: ଅହିଂସା ଛାଡି ଏବେ ହିଂସା ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ନିକଟୋର ଦେଇଥିବା ଏକ ବୟାନରୁ ଏହା ସ୍ପଷ୍ଟ ବାରିହୋଇପଡିଛି। ଏଥର ସେ ଭାରତ ଉପରେ ଆକ୍ରମଣ କରିବା ପରିବର୍ତ୍ତେ...
ପାକିସ୍ତାନ ସରକାରଙ୍କୁ ଘାରିଛି ଭୟ
ଇସଲାମାବାଦ,୩।୨: ପାକିସ୍ତାନ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ମାତ୍ର ଡୋଜ କ୍ରୟ କରିପାରି ନାହିଁ। ଚାଇନାକୁ ଟିକା ମାଗିବା ପରେ ସେ ମାତ୍ର ୫ ଲକ୍ଷ ଟିକା ଦେବାର ପ୍ରତିଶୃତି ଦେଇଛି। ଫଳରେ ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନରେ କରୋନା...
ଘୋଡ଼ାକୁ ବେହୋସ୍ କରୁଥିବା ଇଞ୍ଜେକସନ୍ ନେଉଛନ୍ତି ଆମେରିକା ଯୁବବର୍ଗ
ଓ୍ବାଶିଂଟନ, ୩।୨: ଏବେ ଆମେରିକା ଯୁବବର୍ଗ ନିଶାର ଏକ ନୂଆ ମହାମାରୀ କବଳରେ ପଡ଼ିଛନ୍ତି। ସେମାନେ ଘୋଡ଼ାକୁ ବେହୋସ୍ କରିବା ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକସନ୍ ନେଉଛନ୍ତି। ଏହାଦ୍ୱାରା ଅଧିକ ସମୟ ସେମାନଙ୍କର ନିଶାରେ ବିତୁଛି। ସମ୍ପ୍ରତି ଫିଲଡାଲଫିଆରେ ହୋଇଥିବା...
ଆନ୍ଦୋଳନକୁ ସମର୍ଥନ କଲେ ରିହାନା-ଗ୍ରେଟା
ଓ୍ବାଶଂଟନ,୩।୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ଏବେ ସେଲିବ୍ରିଟିଙ୍କ ସମର୍ଥନ ମିଳିବାରେ ଲାଗିଛି। ଆମେରିକା ପପ୍ ଷ୍ଟାର ରିହାନା ମଙ୍ଗଳବାର ସନ୍ଧ୍ୟାରେ ଏହାକୁ ଟୁଇଟ କରି ସମର୍ଥନ କରିଥିଲେ। ଏବେ ପରିବେଶକର୍ମୀ ଗ୍ରେଟା...
ଭବ୍ୟା ନାସା କାର୍ଯ୍ୟକାରୀ ମୁଖ୍ୟ
ଓ୍ବାଶିଂଟନ୍, ୩ା୨: ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲଙ୍କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ନିଯୁକ୍ତ କରାଯାଇଛି। ସେ ଏବେ ନାସାରେ ପରିବର୍ତ୍ତନ ସମ୍ବନ୍ଧୀୟ ସମୀକ୍ଷା ଟିମ୍ର ସଦସ୍ୟ ଅଛନ୍ତି। ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ଭବ୍ୟାଙ୍କର...
Archives


