ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବ ଶ୍ରୀଲଙ୍କା
କଲମ୍ବୋ,୧୩।୩ : ଶ୍ରୀଲଙ୍କା ‘ବୁର୍ଖା’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ଏଥିସହ ୧ ହଜାରରୁ ଅଧିକ ଇସ୍ଲାମିକ ବିଦ୍ୟାଳୟକୁ ମଧ୍ୟ ବନ୍ଦ କରିଦିଆଯିବ। ସରକାରଙ୍କ ଏହି ପଦକ୍ଷେପ ଏଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରଭାବିତ କରିବ। ଏକ ଖବରଦାତା ସମ୍ମିଳନୀରେ ଜନସୁରକ୍ଷା...
ଉହାନ ଲ୍ୟାବରୁ ଆସିନାହିଁ କରୋନା!
ଜେନେଭା,୧୩ ।୩: କରୋନା ମହାମାରୀର ଉତ୍ପତ୍ତିକୁ ନେଇ ଏବେବି ସନ୍ଦେହ ଜାରି ରହିଛି । ତେବେ କରୋନା ଭାଇରସ ଚାଇନାର ଉହାନ ଲ୍ୟାବରୁ ଆସିଥିବା କୁହାଯାଉଥିବା ବେଳେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ)ର କେତେଜଣ ବିଶେଷଜ୍ଞ ଏହାର ସତ୍ୟାସତ୍ୟ ଜାଣିବାକୁ...
ଅଷ୍ଟ୍ରାଜେନିକା ଟିକା ବନ୍ଦ ନ କରିବାକୁ ଡବ୍ଲ୍ୟୁଏଚ୍ଓର ପରାମର୍ଶ
ନୂଆଦିଲ୍ଲୀ,୧୩।୩ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ବିକଶିତ କୋଭିଡ୍ ଟିକା ନେବା ପରେ କେତେଜଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ରିପୋର୍ଟ ଆସିବାରୁ ବିଭିନ୍ନ ଦେଶ ଉକ୍ତ ଟିକାଦାନକୁ ବନ୍ଦ କରିଦେଇଛନ୍ତି। ଅଷ୍ଟ୍ରିଆ, ଡେନ୍ମାର୍କ, ନରଓ୍ବେ,...
ଜେସିଣ୍ଡାଙ୍କ ନାମରେ କୀଟ
ଓ୍ବେଟା ପ୍ରଜାତିର ଏହି ନୂଆ କୀଟର ନାମ ହେଉଛି ହେମିଆଣ୍ଡ୍ରସ୍ ଜେସିଣ୍ଡା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନଙ୍କ ନାମାନୁସାରେ ବିଶାଳ କୀଟର ନାମକରଣ କରାଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଜେସିଣ୍ଡାଙ୍କ ଭଳି ଏହାର ଆକର୍ଷୀୟ ଗୁଣ ଥିବାରୁ...
ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ
ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫ ସପ୍ତାହ ଧରି ବିଶ୍ୱର ସବୁଠୁ ବଡ଼ ଜଙ୍ଗଲ ଆମାଜନରେ ବିତାଇଥିଲେ। ଏହି ସମୟ...
ପ୍ରଥମଥର ଅନ୍ତର୍ଜାତୀୟ ମଞ୍ଚରେ ଏକାଠି ହେବେ ମୋଦି-ବାଇଡେନ୍
ନୂଆଦିଲ୍ଲୀ,୧୨।୩: କରୋନା ସଙ୍କଟ ସମୟ, ଚାଇନା ସହ ଚାଲିଥିବା ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ QUAD ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ରାଜପରିବାରରେ ଭେଦଭାବ ନାହିଁ
ବ୍ରିଟେନ ରାଜପରିବାରରେ ବର୍ଣ୍ଣବୈଷମ୍ୟତା ଥିବା ନେଇ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ଏକ ସାକ୍ଷାତକାର ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିନ୍ସ ଓ୍ବିଲିୟମ। ଗୁରୁବାର ଇଷ୍ଟ ଲଣ୍ଡନର ଏକ ସ୍କୁଲକୁ ଯାଇଥିବାବେଳେ ଓ୍ବିଲିୟମ ରାଜ ପରିବାର...
ଡ୍ରାଗନ୍ର ଭାରତ ବିରୋଧୀ ଅସ୍ତ୍ର
ନୂଆଦିଲ୍ଲୀ/ବେଜିଂ,୧୨ା୩:ବିସ୍ତାରବାଦୀ ଚାଇନା ସହ ଭାରତର ସୀମା ବିବାଦ ସର୍ବ ବିଦିତ। ଅନେକ ସମୟରେ ଦୁଇ ପଡ଼ୋଶୀ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ଲାଗି ରହିଥାଏ। ଏହି କାରଣରୁ ଭାରତ ଉପରେ ରଣନୈତିକ ଆଧିପତ୍ୟ ଜାହିର କରିବା ଲାଗି ଚାଇନାର...
ସେନା ନେଲାଣି ୭୦ ଜୀବନ
ନାପିତାଓ, ୧୨ା୩: ଗଣତନ୍ତ୍ର ସପକ୍ଷବାଦୀ ଅଙ୍ଗ୍ ସାନ ସ୍ୟୁ ଚୀଙ୍କ ସରକାରକୁ ହଟାଇ ଶାସନ ମାଡ଼ିବସିଥିବା ସେନା ବିରୋଧରେ ମ୍ୟାନମାରରେ ଆନ୍ଦୋଳନ ଜାରି ରହିଥିବାବେଳେ ବିକ୍ଷୋଭ ହଟାଇବାକୁ ସାମରିକ ବଳର ବର୍ବରତା ସୀମା ଟପିବାରେ ଲାଗିଛି। ସେନା ଗୁଳିରେ ଗୁରୁବାର...
କାହିଁକି ଏହି ଦେଶରେ ବନ୍ଦ ହେଲା କୋଭିଡ୍ ଭାକ୍ସିନ
କୋପେନହାଗେନ,୧୧।୩ : ଟିକାକରଣ ପ୍ରକ୍ରିୟାରୁ ଆଷ୍ଟ୍ରାଜେନିକାକୁ ବାଦ୍ ଦେଇଛି ଡେନମାର୍କ। ଭାକ୍ସିନ ନେବା ପରେ କିଛି ବ୍ୟକ୍ତିଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା (ବ୍ଲଡ୍ କ୍ଲଟ୍ସ) ଭଳି ଶାରୀରିକ ଗୁରୁତର ସମସ୍ୟା ଦେଖାଦେଉଥିଲା। ଏହାକୁ ଦୃଷ୍ଟିରେ ରଖି ସାମୟୀକ ଭାବେ...
ତୀର୍ଥଯାତ୍ରା ହେଲା ମହାଯାତ୍ରା: ସଡ଼କ ଦୁର୍ଘଟଣାରେ ୨୭ ମୃତ
ଜାକର୍ତ୍ତା,୧୧।୩: ଇଣ୍ଡୋନେସିଆରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ୨୦ ମିଟର ତଳକୁ ଖସି ପଡ଼ିଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୯ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି...
ବିଲବୋର୍ଡ ଜରିଆରେ ମୋଦିଙ୍କୁ ଧନ୍ୟବାଦ ଦେଲା କାନାଡା
ଓଟାୱା,୧୧ ।୩: କରୋନା ମହାମାରୀକୁ ଦୂରେଇ ଦେବାକୁ ଭାରତ ଅନ୍ୟଦେଶକୁ ଯେଉଁଭଳି ଭାବେ ସାହାଯ୍ୟ କରୁଛି ସାରା ବିଶ୍ୱ ଏବେ ଭାରତର ପ୍ରଶଂସା କରୁଛି । ନିକଟରେ କାନାଡାକୁ ବି କରୋନା ଟିକା ଯୋଗାଇ ପ୍ରଶଂସା ସାଉଁଟିଛି ଭାରତ ।...
Archives


