ଅନ୍ତର୍ଜାତୀୟ

ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା

ବେଜିଂ,୨୩।୧୨: ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଥିବା ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱାସ କରାଯାଏ ଯେ ଡାଇନୋସର ଅଣ୍ଡା ୬୬-୭୨ ମିଲିୟନ୍‌ (୭ କୋଟି...

‘ଓମିକ୍ରନ ଦ୍ବାରା ପ୍ରତ୍ୟେକ ପରିବାର ପ୍ରଭାବିତ ହେବେ’

ନ୍ୟୁୟର୍କ,୨୨ା୧୨: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଧନୀ ଭାବରେ ଜଣାଶୁଣା ବିଲ୍‌ ଗେଟ୍‌ସ କରୋନା ମହାମାରୀକୁ ନେଇ ବିଶ୍ବକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ବାରା ପ୍ରତ୍ୟେକ ପରିବାର ପ୍ରଭାବିତ ହେବେ। ବିଶ୍ୱବାସୀ ଏବେଠୁ...

ଖଦାନରେ ଭୂସ୍ଖଳନ, ୭୦ରୁ ଅଧିକ ନିଖୋଜ…

ନାପିଦ୍ୱ, ୨୨।୧୨: ମ୍ୟାନମାରର ଏକ ଖଦାନରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର ମ୍ୟାନମାରର ଜେଡ୍‌ ଖଦାନରେ ବୁଧବାର ଭୂସ୍ଖଳନ ଘଟିଛି। ଫଳରେ ଏଠାରେ କାମ କରୁଥିବା ୭୦ରୁ ଅଧିକ ଜଣ ଲୋକ ନିଖୋଜ ଥିବା କୁହାଯାଉଛି।...

ଘୋଡ଼ା ସହ ଏମିତି କାମ କଲେ ଶିକ୍ଷୟିତ୍ରୀ, ଶେଷରେ ଗଲା ଚାକିରି

ଲଣ୍ଡନ,୨୨ା୧୨: ବ୍ରିଟେନରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏମିତି କିଛି କାର୍ଯ୍ୟ କରିଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ନିନ୍ଦା କରିବେ। ସୋସିଆଲ ମିଡିଆରେ ତାଙ୍କ କାର୍ଯ୍ୟକଳାପ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଭାଇରାଲ ଭିଡିଓରେ...

୨୦୨୨ରେ କରୋନାକୁ ହରାଇବା, ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ଆହ୍ବାନ…

ନୂଆଦିଲ୍ଲୀ, ୨୨।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏହା ନୂଆ ନୂଆ ଦେଶକୁ ସଂକ୍ରମିତ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ କହିଛନ୍ତି...

କୋଭିଡ୍‌ ଟିକାର ଚତୁର୍ଥ ଡୋଜ୍‌ ଦେବାକୁ ଘୋଷଣା କଲା ଇସ୍ରାଏଲ

ଇସ୍ରାଏଲ,୨୨।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିସ୍ତାରକୁ ନେଇ ଦେଶରେ ଚିନ୍ତା ବଢାଇଛି। ଏହାରି ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାର ଚତୁର୍ଥ ଡୋଜ୍‌ ଦିଆଯିବା ନେଇ ଇସ୍ରାଏଲ ଘୋଷଣା କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ...

ବାବର କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲାମାବାଦ,୨୨ ।୧୨: ପାକିସ୍ତାନ ସ୍ୱଦେଶ ନିର୍ମିତ ବାବର କ୍ରୁଜ ମିଶାଇଲର ଅପଡେଟ ଭର୍ସନର ସଫଳ ପରୀକ୍ଷା ମଙ୍ଗଳବାର କରିଛି । ଏହା ୯୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଏହା ପୂର୍ବ ମିଶାଇଲ ତୁଳନାରେ ୨...

ଉଜ୍‌ରା ତିବ୍ବତ ପ୍ରସଙ୍ଗରେ ଆମେରିକା ପ୍ରତିନିଧି

ଓ୍ବାଶିଂଟନ/ଚାଇନା,୨୨।୧୨: ଭାରତୀୟ ବଂଶୋଦ୍ଭବ କୂଟନୀତିଜ୍ଞ ଉଜ୍‌ରା ଜେୟାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତିବ୍ବତ ପ୍ରସଙ୍ଗରେ ସ୍ପେଶାଲ କୋଅର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି। ଚାଇନା ଓ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ମଧ୍ୟରେ ଆଲୋଚନା ପାଇଁ ମଧ୍ୟ ତାଙ୍କୁ ଦାୟିତ୍ୱ...

ସାଙ୍ଗିଆ ଚୟନ ସ୍ବାଧୀନତା

ପ୍ୟାରିସ୍‌, ୨୨।୧୨: ନାରୀ ସଶକ୍ତୀକରଣର ପ୍ରସଙ୍ଗ ଉଠିଲେ ପ୍ରଥମେ ଆଲୋଚନା ହୁଏ ମହିଳା ସ୍ବାଧୀନତା ଉପରେ। ହେଲେ ଶିଶୁ ଜନ୍ମ ହେବା ପରେ ତା’ର ସାଙ୍ଗିଆ (ସର୍‌ନେମ୍‌) ବାପାଙ୍କ ନାମ ଅନୁଯାୟୀ ନିର୍ଦ୍ଧାରଣ କରାଯିବା କେବଳ ପ୍ରାଚ୍ୟ ନୁହେଁ, ପାଶ୍ଚାତ୍ୟ...

ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..

ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ଓମିକ୍ରନ୍ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

କରୋନା ମହାମାରୀ ଯୋଗୁ ଆମେରିକାରେ କମିଛି ଜନସଂଖ୍ୟା ବୃଦ୍ଧି

ୱାଶିଂଟନ,୨୨ ।୧୨: ପୂର୍ବରୁ ଜନସଂଖ୍ୟା ବୃଦ୍ଧି ଅର୍ଥାତ୍ ଆମେରିକାରେ ଜନସଂଖ୍ୟା ବୃଦ୍ଧି ହାର କମ୍ ଥିବା ବେଳେ କରୋନା ମହାମାରୀ ପରେ ଏହା ଆହୁରି କମ୍ ହୋଇ ଯାଇଥିବା କୁହାଯାଉଛି । ଦେଶ ସ୍ଥାପନ ହେବା ପରଠାରୁ ଏହାସବୁଠାରୁ କମ୍...

ଆମେରିକା ପରେ ଇସ୍ରାଏଲରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ଜେରୁଜେଲମ,୨୨ ।୧୨: ଡରାଇଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଆମେରିକା ପରେ ଏବେ ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଠାରେ ଓମିକ୍ରନରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri