ଚାଇନାର ଆଣବିକ ଅସ୍ତ୍ର ଦେଖି ଆମେରିକା ଛାନିଆ
ଓ୍ବାଶିଂଟନ,୭ା୧: ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ କୁହାଯାଇଛି, ଚାଇନା ଆଣବିକ ଅସ୍ତ୍ରକୁ ଖୁବ୍ ଶୀଘ୍ର ବଢ଼ାଇ ଦେଇଛି। ଏନେଇ ଆମେରିକା ଚିନ୍ତାରେ ପଡ଼ିଛି। ତେବେ ଗତବର୍ଷର ସାଟେଲାଇଟ୍ ଫଟୋ ସାହାଯ୍ୟରେ ଆମେରିକା ଏହି ନୂତନ ସୂଚନାକୁ ସାର୍ବଜନୀନ କରିଛି।...
ଓମିକ୍ରନ୍ ସଂକ୍ରମିତଙ୍କ ପାଇଁ ଅଭାବ ପଡିଲାଣି ଭେଣ୍ଟିଲେଟର!
ଲସ ଆଞ୍ଜେଲସ,୭ ।୧: ଆମେରିକାରେ ପ୍ରତିଦିନ ୧୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ହସ୍ପିଟାଲରେ ବେଡ୍ର ଅଭାବ ପରିଲକ୍ଷିତ ହେଲାଣି । ଏହାରି ଭିତରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା କମ୍ ଥିବା କୁହାଯାଉଥିଲା । ହେଲେ...
ଏଲ୍ପିଜି ନିଆଁରେ କାଜାଖସ୍ତାନ
ନୂର୍ ସୁଲତାନ, ୭ା୧:୧୯୯୧ରେ ସୋଭିଏଟ୍ ସଂଘରୁ ଅଲଗା ହୋଇଥିବା କାଜାଖସ୍ତାନ ବିଶ୍ୱର ନବମ ବୃହତ୍ତମ ଦେଶ। ଏହାର ଉତ୍ତରରେ ରୁଷିଆ ଓ ପୂର୍ବରେ ରହିଛି ଚାଇନା ସୀମା। ଭରପୂର ତୈଳ ଉତ୍ସ ରଣନୈତିକ ଓ ଆର୍ଥିକ କ୍ଷେତ୍ରରେ କେନ୍ଦ୍ରୀୟ ଏସିଆରେ...
ଓମିକ୍ରନ୍କୁ ମାଇଲ୍ଡ ବୋଲି ବୁଝିବା ବଡ ଭୁଲ୍ ହେବ: ଡବ୍ଲୁଏଚଓ
ଜେନେଭା,୭ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏହା କିନ୍ତୁ ଡେଲ୍ଟା ଭଳି ପ୍ରାଣଘାତି ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କିନ୍ତୁ ଏହା ଡେଲ୍ଟାଠାରୁ ଦ୍ରୁତ ବେଗରେ ସଂକ୍ରମଣ...
ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି
ଇସ୍ଲାମାବାଦ,୭।୧: ଲାହୋର ହାଇକୋର୍ଟର ବିଚାରପତି ଆୟେଶା ମଲିକଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ପାକ୍ ନ୍ୟାୟିକ କମିଶନ ଗୁରୁବାର ଜଷ୍ଟିସ୍ ଆୟେଶାଙ୍କ ପଦୋନ୍ନତିକୁ ମଞ୍ଜୁରୀ ପ୍ରଦାନ କରିଛି। ଫଳରେ ସେ ପାକିସ୍ତାନ ସର୍ବୋଚ୍ଚ ଅଦାଲତର...
ଆମେରିକାର ନିଦ ହଜାଇଲା ଉତ୍ତର କୋରିଆ
ପ୍ୟୋଙ୍ଗ୍ୟାଙ୍ଗ୍,୬ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ-ଉନ୍ ଜଣେ ବିଶ୍ୱ ବ୍ୟକ୍ତିତ୍ୱ, ଯିଏ କ୍ରମାଗତ ଭାବରେ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଚର୍ଚ୍ଚାର କାରଣ ମଧ୍ୟ କିଛି ଅଲଗା। ବାସ୍ତବରେ କିମ୍ ନିଜର ଶାସକଦଳର ମନୋଭାବ ଅନୁସରଣ କରି ଦେଶର ଶକ୍ତି...
କେଶ ଝଡ଼ିବା ଓମିକ୍ରନ୍ର ନୂଆ ଲକ୍ଷଣ, ସାବଧାନ !…
ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ରେ ଆକ୍ରାନ୍ତ ହେବାର ଲକ୍ଷଣ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ନିକଟରେ ହୋଇଥିବା ଏକ...
ଭାରତରୁ ବିମାନ ସେବା ବନ୍ଦ କଲା ହଂକଂ
ବେଜିଂ/ହଂକଂ, ୬।୧: କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ହଂକଂ ବୁଧବାର କେତେକ କଠୋର କଟକଣା ଲାଗୁ କରିଛି। ଭାରତ ସମେତ ୮ଟି ଦେଶରୁ ହଂକଂକୁ ଉଡ଼ାଣ କରୁଥିବା ବିମାନକୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଭାରତ ବ୍ୟତୀତ...
ଓମିକ୍ରନ୍କୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଦ୍ରୁତ ସଂକ୍ରମଣ ସୃଷ୍ଟି କରିପାରେ ନୂଆ ଭାରିଏଣ୍ଟ: ଡବ୍ଲୁଏଚଓର ଚେତାବନୀ
ଜେନେଭା,୬ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ । ଏଥିରେ ମୃତ୍ୟୁ ହାର କମ୍ ଥିବାରୁ ଲୋକେ ଏହାକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି । କିନ୍ତୁ ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ...
ଆମେରିକାରେ ଗୋଟିଏ ଦିନରେ ୧୦ ଲକ୍ଷ ସଂକ୍ରମିତ
ୱାଶିଂଟନ,୬ ।୧: ଆମେରିକାରେ ବୁଧବାର ଗୋଟିଏ ଦିନରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ଓ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ ବେଡ ନିଅଣ୍ଟ ପଡୁଥିବା ଜଣାପଡିଛି ।...
୧୪ ଦିନ କ୍ୱାରାଣ୍ଟାଇନରେ ରହିବାର କାରଣ କହିଲା ଡବ୍ଲ୍ୟୁଏଚ୍ଓ
ଓ୍ବାଶିଂଟନ,୫ା୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) କରୋନା ରୋଗୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛି। ଅବଶ୍ୟ ଅଧିକାଂଶ କରୋନା ରୋଗୀ ଲକ୍ଷଣ ଆରମ୍ଭ ହେବାର ପାଞ୍ଚରୁ ସାତ ଦିନ ମଧ୍ୟରେ ସୁସ୍ଥ ହୁଅନ୍ତି। ମଙ୍ଗଳବାର ଡବ୍ଲ୍ୟୁଏଚ୍ଓର...
ଭାରତରେ ଓମିକ୍ରନ୍ ଜାନୁୟାରୀରେ ଶୀର୍ଷ ଛୁଇଁବ, ବିଶେଷଜ୍ଞଙ୍କ ଆଶଙ୍କା…
ଓ୍ବାଶିଂଟନ, ୫।୧ : ଭାରତରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମଣ ଜାନୁୟାରୀରେ ଶୀର୍ଷ ଛୁଇଁବ। ଇନଷ୍ଟିଚ୍ୟୁଟ ଫର୍ ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୂ୍ୟଏଶନ (ଆଇଏଚଏମଇ) ର ନିର୍ଦ୍ଦେଶକ ତଥା ହେଲଥ ମେଟ୍ରିକ୍ସ ସାଇନ୍ସ ୟୁନିଭରସିଟିର ଅଧ୍ୟକ୍ଷ ଡାକ୍ତର...
Archives


