ଅନ୍ତର୍ଜାତୀୟ

ପୁଟିନଙ୍କ ହେବ କ୍ୟାନସର ଅପରେଶନ

କ୍ୱିଭ୍‌,୧ା୫: ରୁଷିଆ ରାଷ୍ଟ୍ରପତି ଭାଦିମିର ପୁଟିନ କ୍ୟାନସର ଅପରେଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ୟୁକ୍ରେନ ସହ ଯୁଦ୍ଧ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଖବର ମୁତାବକ, ପୁଟିନ ଏହି ଆକ୍ରମଣକୁ ସାମୟିକ ଭାବେ ନିୟନ୍ତ୍ରଣ କରିବା ପାଇଁ ପୂର୍ବତନ ଏଫ୍‌ଏସ୍‌ବି ମୁଖ୍ୟ…

ପୁଣି ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ…

କାବୁଲ, ୧।୫ : ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ୨୦୦୧ରେ ନାଟୋ ସୈନ୍ୟଙ୍କ ଉପରେ ଙ୍‌ଆକ୍ରମଣ କରିଥିଲା। ତାଲିବାନ ଆଫଗାନିସ୍ତାନରେ କ୍ଷମତା ହାସଲ କରିବାକୁ ତାଲିବାନ ଉଦ୍ୟମ କରୁଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ତାଲିବାନ…

ଜେଲେନ୍‌ସ୍କିଙ୍କ ଦାବି: ରୁଷିଆର ୧୦୦ ଟ୍ୟାଙ୍କ, ୨୦୦ ଜାହାଜ ନଷ୍ଟ କରିଛନ୍ତି ୟୁକ୍ରେନ୍ ସେନା

କ୍ୱିଭ,୧ ।୫: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହୋଇ ସାରିଲାଣି । ଏହାରି ଭିତରେ ଉଭୟ ଦେଶର ବହୁ ଧନଜୀବନ ନଷ୍ଟ ହୋଇ ସାରିଛି । ନିକଟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି, ଯେବେଠାରୁ ରୁଷିଆ ସେନା…

ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ…

ଢାକା, ୧।୫ : ବାଂଲାଦେଶର ସିଲହଟ୍‌ରେ ଆୟୋଜିତ ହୋଇଥିବା ଏକ ଇଫତାର ପାର୍ଟିରେ ଯୋଗ ଦେଇଥିବା ହିନ୍ଦୁଙ୍କୁ ଗୋମାଂସ ପରସା ଯାଇଛି। ଏନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ପକ୍ଷରୁ ଏହୀ ଫାର୍ଟିର ଆୟୋଜନ କରାଯାଇଥିଲା।…

‘ଘୋଷ୍ଟ ଅଫ୍‌ କିଭ୍‌’ ନିହତ

କିଭ୍‌, ୧।୫: ଘୋଷ୍ଟ ଅଫ୍‌ କିଭ୍‌ ନାମରେ ଜଣା ୟୁକ୍ରେନ୍‌ର ଜଣେ ସାହସୀ ଫାଇଟର ପାଇଲଟ୍‌ ରୁଷିଆ ସହ ଯୁଦ୍ଧରେ ନିହତ ହୋଇଛନ୍ତି। ଏଥିସହ ତାଙ୍କ ପରିଚୟ ମଧ୍ୟ ସାମ୍‌ନାକୁ ଆସିଛି। ଟାଇମ୍ସ ଅଫ୍‌ ଲଣ୍ଡନ ଅନୁସାରେ ଏହି ପାଇଲଟ୍‌ ଜଣକ…

ସ୍ପେନ୍‌ ମହାରାଣୀଙ୍କ ଗ୍ରେନେଡ୍‌ ଉପହାର

ମାଦ୍ରିଦ୍‌, ୧।୫: ରୁଷିଆ ଉପରେ ବିଜୟ କାମନା କରି ସ୍ପେନ୍‌ ମହାରାଣୀ ଲେଟିଜିଆ ଓରିଜ୍‌ ରୋକାସୋଲାନୋ ୟୁକ୍ରେନ୍‌କୁ ଗ୍ରେନେଡ ଉପହାର ପଠାଇଛନ୍ତି। ଏଥିରେ ସେ ସଂଖ୍ୟାତ୍ମକ ଭାବେ ରୁଷିଆର ବଡ଼ ସେନା ସହ ଲଢ଼ିବା ପାଇଁ ଏକ ପୋଷ୍ଟକାର୍ଡରେ ବିଜୟ କାମନା…

ନେହେରୁ, ମାଉଣ୍ଟବେଟେନ୍‌ଙ୍କ ଡାଏରୀ ପ୍ରକାଶନ ଉପରେ ରୋକ

ଲଣ୍ଡନ, ୧।୫: ଭାରତର ଶେଷ ଭାଇସ୍‌ରଏ ଲର୍ଡ ମାଉଣ୍ଟବ୍ୟାଟେନ, ସ୍ତ୍ରୀ ଏଡ୍‌ଓ୍ବିନା ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ଡାଏରୀ ଓ ଚିଠିକୁ ସର୍ବସାଧାରଣରେ ପ୍ରକାଶ ଉପରେ ବ୍ରିଟେନ୍‌ର ଏକ ଟ୍ରିବ୍ୟୁନାଲ କୋର୍ଟ ରୋକ ଲଗାଇଛନ୍ତି। ବ୍ରିଟେନ୍‌ର ସାଉଥହାମ୍ପଟନ୍‌ ୟୁନିଭର୍ସିଟି…

୯ରେ ଅଲ୍‌ଆଉଟ୍‌ ଓ୍ବାର

ଲଣ୍ଡନ/ମସ୍କୋ, ୧।୫: ଫେବୃୟାରୀ ୨୪ରେ ରୁଷିଆ ଆକ୍ରମଣ କରିବା ପରଠୁ ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହେବା ସହ ହଜାର ହଜାର ନିରୀହଙ୍କ ଜୀବନ ଗଲାଣି। ଏହାସତ୍ତ୍ୱେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ମସ୍କୋ ଦଖଲ କରିପାରିନାହିଁ। ମାତ୍ର ୫ ଦିନରେ…

ମାନିବୁନି କରୋନା କଟକଣା, ଲୋକଙ୍କୁ ଗିରଫ କଲା ପୋଲିସ…

ଅଟଓ୍ବା, ୩୦।୪ : କାନାଡାରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା କଟକଣାକୁ ବିରୋଧ କରି ଲୋକେ ଏକଜୁଟ ହୋଇଛନ୍ତି। ଲୋକେ କରୋନା କଟକଣାରେ ବ୍ୟତିବ୍ୟସ୍ତ ହୋଇ ଏହାକୁ ନମାନିବାକୁ କହିଛନ୍ତି। ଲୋକେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ଭିଡ଼କୁ…

୬ ମହଲା କୋଠା ଭୁଶୁଡ଼ିଲା, ଫସି ରହିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଲୋକ

ବେଜିଂ,୩୦ା୪: ଚାଇନାର  ହୁନାନ ଜିଲାରେ ୬ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିବା ପରେ ଅତି କମରେ ୩୯ ଜଣ ନିଖୋଜ ଅଛନ୍ତି ଏବଂ ୨୦ରୁ ଅଧିକ ଜଣ ଫସି ରହିଛନ୍ତି। ଚାଇନାର ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ବିଲ୍ଡିଂରେ…

ଭାଷଣ ଭୁଲିଗଲେ ବାଇଡେନ

ଓ୍ବାଶିଂଟନ,୩୦ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବାଇଡେନ ଆମେରିକା ସଂସଦରେ ଭାଷଣ ଦେଉଥିବା ସମୟରେ ‘କ୍ଲେପ୍ଟୋକ୍ରାସି’ ଶବ୍ଦ କହିବାରେ ଝୁଣ୍ଟିଥିଲେ। ବାଇଡେନ ୟୁକ୍ରେନକୁ ଅତିରିକ୍ତ ୩୩ ବିଲିୟନ ଡଲାର ସହାୟତା ଲୋଡ଼ିଥିଲେ। ଏହି ସମୟରେ ସେ ତାଙ୍କ…

ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ

ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସବୁଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ୪୩ ବର୍ଷୀୟା କ୍ରିଷ୍ଟାନ ବଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri