ରାଷ୍ଟ୍ରପତି ଭବନରେ ମଉଜ
କଲମ୍ବୋ,୧୧ା୭:ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି ବିକ୍ଷୋଭକାରୀ। ଗୋଟାବାୟାଙ୍କ ପତ୍ତା ମିଳୁ ନ ଥିବାବେଳେ ତାଙ୍କ ଇସ୍ତଫା ଦାବିରେ ସାଧାରଣ ଜନତା ଅଡ଼ିବସିଛନ୍ତି। ରାଷ୍ଟ୍ରପତି ଇସ୍ତଫା…
ଟାଇମ ମାଗାଜିନ୍ରେ ଶିଞ୍ଜୋ ଆବେ
ଓ୍ବାଶିଂଟନ୍/ଟୋକିଓ, ୧୧ା୭: ଜାପାନର ପରଲୋକଗତ ଲୋକପ୍ରିୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଜଣାଶୁଣା ପତ୍ରିକା ‘ଟାଇମ୍’ ଶ୍ରଦ୍ଧାଞ୍ଜଳି ଦେଇଛି। ଟାଇମ୍ର ପ୍ରଚ୍ଛଦପଟରେ ଆବେଙ୍କ ଫଟୋ ସ୍ଥାନିତ କରାଯାଇଛି। ୨୦୦୬, ୨୦୦୭ ଓ ୨୦୧୪ ପରେ ଏହା ହେଉଛି ଆବେଙ୍କୁ…
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା
କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡୋଶୀ ଶ୍ରୀଲଙ୍କା ପରିସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ପ୍ରଦର୍ଶନକାରୀ ବିରୋଧକୁ ଆହୁରି କଡ଼ା କରି ରାଷ୍ଟ୍ରପତି ଭବନକୁ ନିଜ ଅଧୀନକୁ ନେଇଛନ୍ତି। ଏସବୁ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଜୁଲାଇ…
ବାର୍ରେ ଗୁଳିବର୍ଷା: ୧୪ ମୃତ୍ୟୁ, ୧୦ ଆହତ
ଜୋହାନ୍ସବର୍ଗ,୧୦।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ସୋଭେଟୋ ଟାଉନସିପ ନିକଟରେ ଅବସ୍ଥିତ ଏକ ବାର୍ରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବନ୍ଧୁକଧାରୀ ଗୁଳି ଚଳାଇବା ପରେ ସଙ୍ଗେ ସଙ୍ଗେ ଧଳା ରଙ୍ଗର…
୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ଅଧିକ ଥିବ ପ୍ଲାଷ୍ଟିକ
ୱାଶିଂଟନ,୧୦ ।୭: ଏବେ ଆମର ଆଧୁନିକ ଜୀବନ ଶୈଳି ଯଦିଓ ଆମ ଚାଲିଚଳନକୁ ସହଜ କରି ଦେଇଛି ହେଲେ ଏହାଦ୍ୱାରା ଆମେ ପ୍ଲାଷ୍ଟିକର ବ୍ୟବହାର ବେଳକୁ ବେଳ ଅଧିକ କରିବାରେ ଲାଗିଛୁ । ଏହି ପ୍ଲାଷ୍ଟିକ ଆଗାମୀ ଦିନରେ ଯେ କିଛିି…
ପ୍ରଥମେ ପଳାୟନ, ଏବେ ଇସ୍ତଫା ଦେବାକୁ ରାଜି ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଏବଂ ଅଚଳାବସ୍ଥା ଜାରି ରହିଛି। ପ୍ରଥମେ ପଳାୟନ ପରେ ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପାକ୍ସେ। ଆସନ୍ତା ୧୩…
ଭାରତ ସହ ଅନ୍ୟ ୪ ଦେଶର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ଜେଲେନସ୍କି
କିଭ୍,୧୦।୭: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସମେତ ୫ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ସେ ବରଖାସ୍ତ କରିଛନ୍ତି। ଶନିବାର ୟୁକ୍ରେନ ରାଷ୍ଟ୍ରପତିଙ୍କ ୱେବସାଇଟରୁ ଏନେଇ ସୂଚନା ମିଳିଛି। କୌଣସି କାରଣ ନ ଦର୍ଶାଇ ଜର୍ମାନୀ,…
ଇମ୍ରାନଙ୍କ ସମ୍ପର୍କୀୟଙ୍କୁ ବିଚ ରାସ୍ତାରେ ମାଡ, ଭିଡିଓ କଲେ ଅଭିଯୁକ୍ତ
ଇସଲାମାବାଦ,୧୦ ।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମ୍ପର୍କୀଙ୍କ ପାଇଁ ଲାଗାତାର ଭାବେ ଅସୁବିଧା ବଢିବାରେ ଲାଗିଛି । ଇସଲାମାବାଦରେ ପାକିସ୍ତାନର ଜଣେ ବରିଷ୍ଠ ଖବରଦାତାଙ୍କୁ ତାଙ୍କ ଅଫିସ ବାହାରେ ବିଚ ରାସ୍ତା ଉପରେ ଖୁବ୍ ମାଡ ହୋଇଛି ।…
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା…
କଲମ୍ବୋ, ୯।୭ : ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଙ୍ଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଏବଂ ଜନସାଧାରଣଙ୍କ ଅସନ୍ତୋଷ ଯୋଗୁଁ ୱିକ୍ରେମସିଙ୍ଘେଙ୍କୁ ଇସ୍ତଫା ଦେବାକୁ ପଡଛି। ୱିକ୍ରେମସିଙ୍ଘେ ୧୨ମଇରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ…
ଆଫଗାନିସ୍ତାନରେ ପ୍ରବଳ ବନ୍ୟା, ଗୋଟିଏ ପରିବାରର ୮ ମୃତ
କାବୁଲ,୯ା୭: ପ୍ରବଳ ବର୍ଷା ଯୋଗୁ ପୂର୍ବ ଆଫଗାନିସ୍ତାନରେ ବନ୍ୟା ଆସିଛି। ଫଳରେ ଦେଶର ପୂର୍ବ ନୁରିସ୍ତାନ ପ୍ରାନ୍ତରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଶନିବାର ସୂଚନା ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ନୁରିସ୍ତାନ ରାଜ୍ୟ…
ପୁଟିନ୍ଙ୍କ ଚେତାବନୀ, ବଢ଼ିବ ତୈଳ ଦାମ୍…
ମସ୍କୋ, ୯।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଛନ୍ତି ଏବଂ ରୁଷିଆ ବିରୋଧରେ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଡୋନାବସ ଅଞ୍ଚଳରେ ରୁଷିଆର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ସହଯୋଗୀମାନଙ୍କୁ…
ୟୁକ୍ରେନ୍ର ଏକତା ପାଇଁ ଇଣ୍ଡୋନେସିଆର ଅପିଲ୍
ଜାକର୍ତ୍ତା,୯।୭: ୟୁକେନ୍, ରୁଷିଆ ଯୁଦ୍ଧ ପାଇଁ ବୈଷୟିକ ସମ୍ପର୍କ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଧନୀ ଏବଂ ବିକଶିତ ରାଷ୍ଟ୍ରଗୁଡ଼ିକର କୂଟନୀତିଜ୍ଞମାନଙ୍କ ମଧ୍ୟରେ ଏକ ପ୍ରକାର ସଂଘର୍ଷମୟ ବାତାବରଣ ସୃଷ୍ଟି ହୋଇଛି। ଇଣ୍ଡୋନେସିଆ ବାଲି ରିସୋର୍ଟରେ ଆୟୋଜିତ ଜି-୨୦ ସମ୍ମିଳନୀରେ ୨୦ଦେଶର…
Archives


