ଅନ୍ତର୍ଜାତୀୟ

ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା ଜଣକ…

ରୁଷିଆ ନିୟନ୍ତ୍ରିତ ଅଞ୍ଚଳରେ ମିଳିଲା ୨୧ ବନ୍ଦିସ୍ଥଳ, କବର ଖନନ, ଯୁଦ୍ଧ ବନ୍ଦୀଙ୍କ ସହ ଅମାନୁଷିକତାର ସୂଚନା!

ୱାଶିଂଟନ/କ୍ୱିଭ,୨୭ ।୮: ଆମେରିକା ବୈଦେଶିକ ମନ୍ତ୍ରଣାଳୟ ୟେଲ ବିଶ୍ୱବିଦ୍ୟାଳୟର ଗବେଶକଙ୍କ ସହ ମିଶି ପୂର୍ବ ୟୁକ୍ରେନର ଦୋନେସ୍କ ଅଞ୍ଚଳରେ ଅତିକମରେ ୨୧ଟି ସ୍ଥାନର ଚିହ୍ନଟ କରିଛନ୍ତି ଯାହାକୁ ରୁଷିଆ ବନ୍ଦିସ୍ଥଳ କରିଛି । ଏହାର ବ୍ୟବହାର ରୁଷିଆ ସେନା ୟୁକ୍ରେନ ସମର୍ଥିତ…

ପାକିସ୍ତାନରେ ପ୍ରବଳ ବନ୍ୟା: ଗଲାଣି ୯୩୭ ଜୀବନ, ଜରୁରିକାଳୀନ ପରିସ୍ଥିତି ଘୋଷଣା

ଇସଲାମାବାଦ,୨୬ା୮: ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଜାତୀୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(NDMA)ର ଆକଳନ ଅନୁଯାୟୀ, ଏଠାରେ ବର୍ଷା ଓ ବନ୍ୟା ଯୋଗୁ ଶୁକ୍ରବାର…

କାଲିଫର୍ନିଆରେ ସ୍ବସ୍ତିକ ଚିହ୍ନକୁ ସ୍ବୀକୃତି

ଓ୍ବାଶିଂଟନ୍‌, ୨୬ା୮:ଆମେରିକାର କାଲିଫର୍ନିଆ ବିଧାନସଭା ରାଜ୍ୟର ଦଣ୍ଡବିଧି ଆଇନରେ ପବିତ୍ର ସ୍ବସ୍ତିକ ଚିହ୍ନକୁ ସ୍ଥାନିତ କରିବା ପାଇଁ ସ୍ବୀକୃତି ଦେଇଛି। ଏଥିସହ ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟ୍‌ଲରଙ୍କ ସ୍ବସ୍ତିକ ଚିହ୍ନ ‘ହ୍ୟାକେନ୍‌କ୍ରେୟୁଜ୍‌’କୁ ଏକ ଘୃଣ୍ୟ ପ୍ରତୀକ ରୂପେ ବିବେଚନା ଲାଗି…

ଲଣ୍ଡନରେ ଗୋ ପୂଜା କଲେ ଋଷି ସୁନକ, ଅକ୍ଷତା ମୂର୍ତ୍ତି: ଭିଡିଓ ଭାଇରାଲ

ଲଣ୍ଡନ,୨୬ ।୮: ଲଣ୍ଡନ ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଥିବା ଋଷି ସୁନକ ଓ ପତ୍ନୀ ଅକ୍ଷତା ମୁର୍ତ୍ତି ଜନ୍ମଷ୍ଟମୀ ପାଳନ କରିବା ପରେ ଏବେ ‘ବଛ ବରସ’ରେ ଗୋ ପୂଜା କରିଥିବା ଦେଖାଯାଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ…

ଟେକ୍ସାସରେ ୪ ଭାରତୀୟ ମହିଳାଙ୍କୁ ଗାଳି ଦେଇ ଗିରଫ ହେଲେ ନିଶାସକ୍ତ ମହିଳା

ଟେକ୍ସାସ,୨୬ ।୮: ଆମେରିକାରେ ଜଣେ ନିଶାସକ୍ତ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳଛି । ତାଜା ସୂଚନା ଅନୁଯାୟୀ, ଟେକ୍ସାସ ସହରରେ ୪ ଭାରତୀୟ-ଆମେରିକୀୟ ମହିଳାଙ୍କ ସହ ମାରପିଟର ଭିଡିଓ ସାମ୍ନାକୁ ଆସିଛି । ଏହାପରେ ପୋଲିସ ଜଣେ ମହିଳାଙ୍କୁ ଗିରଫ…

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌, ୨୬ା୮:ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ୍‌-ଓଚାନ୍‌ଙ୍କୁ ସାମ୍ବିଧାନିକ କୋର୍ଟ ଦାୟିତ୍ୱ ତୁଲାଇବାକୁ ବାରଣ କରିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ପ୍ରୋଓ୍ବିତ୍‌ ଓଙ୍ଗ୍‌ସୁଓ୍ବାନ୍‌…

ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ମାମଲା

ଇସଲାମାବାଦ,୨୬ ।୮: ପାକିସ୍ତାନ ପଞ୍ଜାବ ଅଞ୍ଚଳର ପୋଲିସ ଗୁରୁବାର ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ଓ ନ୍ୟାୟପାଳିକା ତଥା ସରକାରୀ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି । ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀଙ୍କ…

ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୩,୦୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି। ଅଗଷ୍ଟ…

କୋଭିଡ୍‌, ମଙ୍କିପକ୍ସ, ଏଚ୍‌ଆଇଭିରେ ସଂକ୍ରମିତ ହେଲେ ଯୁବକ

ରୋମ, ୨୫ା୮: ଇଟାଲୀର ଜଣେ ୩୬ ବର୍ଷୀୟ ଯୁବକ ଏକାସଙ୍ଗେ କୋଭିଡ୍‌-୧୯, ମଙ୍କିପକ୍ସ ଏବଂ ଏଚ୍‌ଆଇଭିରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣକ ଜୁନ୍‌ରେ ସ୍ପେନ୍‌ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଗଳା ବ୍ୟଥା ହେବ ସହ ଥକା ଲାଗିବା, ଥଣ୍ଡା,…

ପ୍ରଥମ ଥର ଭାରତ ୟୁଏନ୍‌ଏସ୍‌ସିରେ ରୁଷିଆ ବିରୋଧରେ ଦେଲା ଭୋଟ

ଓ୍ବାଶିଂଟନ୍‌,୨୫।୮: ରୁଷିଆ-ୟୁକ୍ରେନ ମଧ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେଲାଣି ଯୁଦ୍ଧ ଜାରି ରହିଛି। ହେଲେ ଏହାପୂର୍ବରୁ ମିଳିତ ଜାତିସଂଘରେ ହୋଇଥିବା ମତଦାନ ସମୟରେ ଭାରତ ନିଜକୁ ଦୂରେଇ ରଖିଥିଲା। ହେଲେ ପ୍ରଥମ ଥର ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ବୁଧବାର…

ଚାଇନାରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ବେଜିଂ,୨୫ା୮: ଏବେ ଚାଇନାରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଏପରିକି ୬୧ ବର୍ଷ ମଧ୍ୟରେ ଏମିତି ଖରା, ଗରମ କେବେ ହୋଇ ନ ଥିଲା। ପ୍ରବଳ ଗରମ ଯୋଗୁ ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି। ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଫଳରେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?