ଅନ୍ତର୍ଜାତୀୟ

ଷଡ଼ଯନ୍ତ୍ରରେ ଟ୍ରମ୍ପ୍‌ଙ୍କ ସମ୍ପୃକ୍ତି ପ୍ରମାଣ ରହିଛି

ଓ୍ବାଶିଂଟନ,୪।୩: ଆମେରିକା କ୍ୟାପିଟୋଲରେ ଗତବର୍ଷ ଜାନୁୟାରୀ ୬ରେ ସଂଘଟିତ ଦଙ୍ଗା ପଛରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନେ ଆପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ନିର୍ବାଚନକୁ କଂଗ୍ରେସ ଯେପରି ସାର୍ଟିଫିକେଟ ଦେଇ ନ ପାରିବ ସେଥିପାଇଁ ସେମାନେ...

ପୁଟିନ୍‌ଙ୍କୁ ଗିରଫ କଲେ ୧ ମିଲିୟନ ଡଲାର ପୁରସ୍କାର

ମସ୍କୋ, ୪ା୩: ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧ ଅପରାଧ କରିଛନ୍ତି ବୋଲି ରୁଷୀୟ ବ୍ୟବସାୟୀ ଆଲେକ୍ସ କୋନାନିଖିନ୍‌ ଅଭିଯୋଗ ଆଣିଛନ୍ତି। ତୁରନ୍ତ ପୁଟିନ୍‌ଙ୍କୁ ଗିରଫ କରାଯିବାକୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ...

ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟରେ ପୁଟିନ୍‌ କଣ୍ଟା

ହଂକଂ,୪ା୩:ଶକ୍ତିଶାଳୀ ଚାଇନା ଯାହା ନିର୍ମାଣ କରିବାକୁ ଚାହୁଁଛି ମହତ୍ତ୍ୱାକାଂକ୍ଷୀ ରୁଷିଆ ତାକୁ ଧ୍ୱଂସ କରୁଛି। ବେଜିଂ ନିଜ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଯେଉଁ ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ବାଣିଜି୍ୟକ, ନିବେଶ ଓ କାରିଗରି ସମ୍ପର୍କ...

୩ହଜାର ଭାରତୀୟଙ୍କୁ ଅଟକ ରଖିଛି ୟୁକ୍ରେନ: ପୁଟିନ୍‌

ମସ୍କୋ,୩।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଅଟକ ରଖିଛି ବୋଲି ପୁଟିନ୍‌ ଦାବି କରିଛନ୍ତି। ୟୁକ୍ରେନ ସୈନ୍ୟ ବିଦେଶୀମାନଙ୍କୁ ଅଟକ ରଖି...

ହଟିଲା ପୁଟିନ୍‌ଙ୍କ ମୂର୍ତ୍ତି

ପ୍ୟାରିସ୍‌,୩ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ‘ହିଟ୍‌ଲର’ଙ୍କ ସହ ତୁଳନା କରାଯାଉଛି। ଏପରି କି ବିଭିନ୍ନ ଦେଶରେ ପୁଟିନ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ରୁଷିଆ ଉପରେ କଡ଼ା...

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ଫିଟିବ କି ବାଟ

ମିନସ୍କ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୮ଦିନ ହେଲାଣି ଭୟଙ୍କର ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ଗୁରୁବାର ବେଲାରୁଷ ସୀମାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଛି। ଏହି ବୈଠକରେ...

ଅଷ୍ଟ୍ରେଲିଆରେ ଭୟଙ୍କର ବନ୍ୟା

ସିଡନୀ,୩।୩: ସପ୍ତାହେ ଧରି ଲଗାଣ ବର୍ଷାରେ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଳିଯାଇଛନ୍ତି। ବର୍ଷା ଥମିବାର ନାଁ ନେଉ ନ...

ରୁଷିଆ ବିରୋଧରେ ଜେଲେନ୍‌ସ୍କିଙ୍କ ବଡ଼ ଆକ୍ସନ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼ ସହ ଏୟାର ଷ୍ଟାଇକ୍‌ ମଧ୍ୟ କରାଯାଉଛି। ଗୁରୁବାର ଯୁଦ୍ଧକୁ ସମାପ୍ତ କରିବା ଲାଗି...

ସ୍ପେସ୍‌ ରକେଟରୁ ବିଭିନ୍ନ ଦେଶର ପତାକା ହଟାଇଲା ରୁଷିଆ: କେବଳ ରହିଛି ତ୍ରିରଙ୍ଗା

ମସ୍କୋ,୩।୩: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆକୁ ବିଶ୍ୱର ଅନେକ ଦେଶଗୁଡିକର ବିରୋଧ ସାମ୍ନା କରିବାକୁ ପଡ଼ିଛି। ବିଭିନ୍ନ ଦେଶ ରୁଷିଆ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିବା ବେଳେ ରୁଷିଆ ମଧ୍ୟ ସେମାନଙ୍କ ଉପରେ ଉପରେ ପ୍ରତିବନ୍ଧକ ଲଗାଇଛି।...

ଯୁଦ୍ଧ ମଧ୍ୟରେ ୟୁକ୍ରେନର ବଡ଼ ଦାବି: ରୁଷିଆ ସହ ଲଢ଼ିବେ ୧୬ହଜାର ବିଦେଶୀ ସୈନ୍ୟ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼ ସହ ଏୟାର ଷ୍ଟାଇକ୍‌ ମଧ୍ୟ କରାଯାଉଛି। ରୁଷିଆ ବିଜୟ ହାସଲ ନେଇ ଆଗକୁ...

ୟୁକ୍ରେନରେ ରୁଷିଆର ବରିଷ୍ଠ ସେନାଧିକାରୀଙ୍କ ମୃତ୍ୟୁ

ମସ୍କୋ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସ୍ଥିତି ବିପଦଜ୍ଜନକରେ ପହଞ୍ଚିଛି। ଇତିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୨ ଅର୍ଥାତ୍‌ ବୁଧବାର ରୁଷିଆର କେନ୍ଦ୍ରୀୟ...

ପ୍ରଥମେ ପରମାଣୁ ଯୁଦ୍ଧ କରିବ ନାହିଁ ରୁଷିଆ

ମସ୍କୋ,୩ ।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । କାରଣ ୟୁକ୍ରେନ ଉପରେ ରୁଷିଆ ବିଜୟ ଚାହୁଁଛି । ଏମିତିକି ରୁଷିଆ ପରମାଣୁ ଯୁଦ୍ଧର ବି ଚେତାବନୀ ଦେଇ ସାରିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri