ଆମକୁ ମାରି ଦିଆଯିବ, ରକ୍ଷା କର
ସୁମି,୫ା୩: ଏଠାରେ ନା ଅଛି ଖାଦ୍ୟ, ନା ପାଣି। ପଦାକୁ ବାହାରିବାକୁ ଭୟ ଲାଗୁଛି। ପ୍ରତି ୨୦ ମିନିଟରେ ଏଠାରେ ଗୁଳି ଫୁଟିବା ସହ ଏୟାର ଷ୍ଟ୍ରାଇକର ଭୟ ରହିଛି। ଆମକୁ ରକ୍ଷା କରାଯାଉ ନଚେତ୍ ଆମକୁ ମାରି ଦିଆଯିବ।...
ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ
ପ୍ୟାରିସ,୫ ।୩: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଫାଇନାନସିୟାଲ ଟାସ୍କ ଫୋର୍ସ, ଏଫଏଟିଏଫ ଶୁକ୍ରବାର ବୈଠକର ଶେଷ ଦିନରେ ତା’ର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି । ଏବେ ଗ୍ରେ ଲିଷ୍ଟରୁ ପାକିସ୍ତାନ ନାମ...
ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଘର ବାହାରେ ପଡିଲା ରକେଟ: ଜେଲେନ୍ସ୍କି କହିଲେ ହେଲା ଲକ୍ଷ୍ୟ ଚ୍ୟୁତ
କ୍ୱିଭ,୫ ।୩: ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ଆକ୍ରମଣ କରି ଚାଲିଛି । ରୁଷିଆ ସେନା ୟୁକ୍ରେନର ସେନା ବେସକୁ ଏକ ପ୍ରକାର ନଷ୍ଟ କରି ଦେଇଥିବା ବେଳେ ଆଉ ଯାହା କିଛି ବାକି ରହିଛି ତା ଉପରେ ଲଗାତାର...
ରୁଷିଆ ଟିଭି ଚ୍ୟାନେଲ୍ର ସବୁ କର୍ମଚାରୀଙ୍କ ଇସ୍ତଫା
ମସ୍କୋ,୪।୩: ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରହିଛି ସତ, ହେଲେ ରୁଷିଆକୁ ନିଜ ଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କ୍ରମରେ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଷ୍ଟୁଡିଓରୁ ଚାଲିଯିବା ପୂର୍ବରୁ ସେମାନେ...
ପୁଣି ଭୋଟିଂରୁ ଦୂରେଇ ରହିଲା ଭାରତ
ନ୍ୟୁୟର୍କ,୪।୩: ୟୁକ୍ରେନ ଓ ରୁଷିଆ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ଶୁକ୍ରବାର ମିଳିତ ଜାତିସଂଘର ମାନବାଧିକାର ପରିଷଦ ରୁଷିଆ ଓ ୟୁକ୍ରେନ ଯୁଦ୍ଧର ଯାଞ୍ଚ କରିବା...
ପୁଟିନ୍ଙ୍କ ମୁଣ୍ଡ ଗଡ଼ାଇବା ପାଇଁ ଆମେରିକା ଏମ୍ପିଙ୍କ ଆହ୍ବାନ
ଓ୍ବାଶିଂଟନ୍,୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ନିଜର ବିଜୟ ପଥରେ ରୁଷିଆ ଆଗକୁ ବଢ଼ୁଥିବା ବେଳେ ୟୁକ୍ରେନ ମଧ୍ୟ ନିଜ ଦେଶର ସମ୍ମାନ ବଞ୍ଚାଇବାକୁ ପଛଘୁଞ୍ଚା ଦେଉନାହିଁ। ୟୁକ୍ରେନର ଏହି ଆକ୍ରମଣ ଯୋଗୁ ବିଭିନ୍ନ ଦେଶ...
ଜେଲେନସ୍କିଙ୍କୁ ୭ ଦିନରେ ୩ ଥର କରାଯାଇଥିଲା ହତ୍ୟା ଉଦ୍ୟମ!
କ୍ୱିଭ,୪ ।୩: ୟୁକ୍ରେନ୍-ରୁଷିଆ ଯୁଦ୍ଧର ଆଜି ହେଉଛି ନବମ ଦିନ । ୨୪ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଥିବା ବେଳେ ଏବେ ଏହା ଭୟଙ୍କର ରୂପ ଧାରଣ କଲାଣି । ଇତିମଧ୍ୟରେ ଟାଇମ୍ସ ଅଫ୍ ଲଣ୍ଡନରେ...
୧୩୦ଟି ବସ୍ରେ ଖାର୍କିଭ-ସୁମିରୁ ଉଦ୍ଧାର ହେବେ ଭାରତୀୟ
କ୍ୱିଭ୍,୪।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ଲାଗି ରୁଷିଆ ମଧ୍ୟ ଆଗକୁ ଆସିଛି। ରୁଷିଆ ପକ୍ଷରୁ ଏଥିପାଇଁ ୧୩୦ଟି ବସ୍କୁ ପ୍ରସ୍ତୁତ କରାଯାଇଛି। ଏହି ବସ୍ରେ ୟୁକ୍ରେନ ସୀମା ଦେଇ ଭାରତୀୟଙ୍କୁ ଉଦ୍ଧାର କରାଯିବ। ଏହାପରେ...
ପେଶାୱର ମସ୍ଜିଦରେ ଆତ୍ମଘାତୀ ଆକ୍ରମଣ: ବିସ୍ଫୋରଣରେ ୪୬ମୃତ
ଇସ୍ଲାମାବାଦ,୪।୩: ପାକିସ୍ତାନର ଏକ ମସ୍ଜିଦ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶୁକ୍ରବାର ପେଶୱାର ମସ୍ଜିଦରେ ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିିଛି।...
ରୁଷିଆରେ ଫେସ୍ବୁକ୍ ସହିତ ଆଉ କିଛି ଓ୍ବେବ୍ସାଇଟ୍ ଡାଉନ୍
ମସ୍କୋ,୪ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି। ଏହା ଭିତରେ ରୁଷିଆର ଅନେକ ମିଡିଆ ଓ୍ବେବସାଇଟ ଡାଉନ୍ ହୋଇଥିବା ଜଣାପଡ଼ିଛି। ଏଥିରେ ଫେସବୁକ୍ ମଧ୍ୟ ଅନ୍ତର୍ଭୁକ୍ତ। କୁହାଯାଉଛି, ଯୁଦ୍ଧ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଲୋକଙ୍କ ଜିଭରେ ଲଗାମ ଦେବାକୁ...
ବିଶ୍ୱରେ ବଢ଼ିବ ଖାଦ୍ୟ ଆଉ ଗରିବୀ ସମସ୍ୟା
ନୂଆଦିଲ୍ଲୀ,୪ା୩: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗର ପରିବର୍ତ୍ତନ ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଯଦି ଏହାକୁ ଗମ୍ଭୀର ସହକାରେ ଧ୍ୟାନ ଦିଆ ନ ଯାଏ, ତେବେ ଏହା ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଲୋକ ଭୋକ ଏବଂ...
ନ୍ୟୁକ୍ଲିୟର ପ୍ଲାଣ୍ଟରେ ରୁଷିଆର କବ୍ଜା ପରେ ୟୁଏନ୍ ଡକାଇଲା ଜରୁରୀକାଳୀନ ବୈଠକ
ଲଣ୍ଡନ,୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଛି। ବେଳକୁ ବେଳ ୨ଦେଶ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ଶୁକ୍ରବାର ୟୁକ୍ରେନର ଜପୋରିଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟରେ ରୁଷିଆ ସୈନ୍ୟ ଆକ୍ରମଣ କରି କବଜା...
Archives


