ତାଲିବାନ୍ ଶାସନରେ ୪୦୦ ନାଗରିକଙ୍କୁ ହତ୍ୟା…
କାବୁଲ,୮।୩ : ଆଫଗାନିସ୍ତାନରେ ତାଲିବାନ୍ ଶାସନ ଆରମ୍ଭ ହେବାଠାରୁ ଇତିମଧ୍ୟରେ ୪୦୦ ନାଗରିକଙ୍କୁ ହତ୍ୟା କରାଯାଇଛି। ଏସମ୍ପର୍କରେ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମୃତ ନାଗରିକଙ୍କ ମଧ୍ୟରୁ ୮୦ ପ୍ରତିଶତ ଅଧିକ...
ପେଟ୍ରୋଲ-ଡିଜେଲ ଦାମ ଦୁଇଗୁଣା ହେବା ଆଶଙ୍କା ଘନେଇଲା…
ନୂଆଦିଲ୍ଲୀ/ଓ୍ବାଶିଂଟନ/ମସ୍କୋ,୮।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାରରେକର୍ଡ ସ୍ତରରେ ପହଞ୍ଚିଛି। ୨୦୦୮ ଗତ ୧୪ ବର୍ଷ ପରେ ଏହା ସର୍ବୋଚ୍ଚ ସ୍ତର ଛୁଇଁଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ...
ସୁମିରୁ ଆରମ୍ଭ ହେଲା ରେସକ୍ୟୁ ଅପରେଶନ: ଉଦ୍ଧାର ହେବେ ୭ଶହ ଭାରତୀୟ ଛାତ୍ର
କ୍ୱିଭ୍,୮।୩: ୟୁକ୍ରେନର ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ବାହାର କରିବା ପାଇଁ ଶେଷରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁମିରୁ ଫସି ରହିଥିବା ଡାକ୍ତରୀ ଛାତ୍ରମାନଙ୍କୁ ରେଡ୍ କ୍ରସ ଏବଂ ଭାରତୀୟ ଦୂତାବାସର ଅଧିକାରୀମାନେ ସ୍ଥାନାନ୍ତର କରାଉଥିବା ନେଇ ମଙ୍ଗଳବାର ସୂଚନା...
ଯୁଦ୍ଧର ବିଭୀଷିକା, ରାସ୍ତାରେ ମଣିଷ ମୃତଦେହ ଖାଉଛନ୍ତି କୁକୁର,୧୨ ହଜାର ରୁଷିଆ ସୈନ୍ୟ ମୃତ…
କ୍ୱିଭ୍/ମସ୍କୋ, ୮।୩ : ରୁଷିଆ ୟୁକ୍ରେନ୍ ମଧ୍ୟରେ ୧୩ ଦିନ ଧରି ଜାରି ରହିଛି। ଯୁଦ୍ଧର ବିଭୀଷିକା ସମଗ୍ର ମାନବ ଜାତିଙ୍କୁ ପୁଣିଥରେ ମର୍ମାହତ କରିଛି। ୟୁକ୍ରେନ୍ ରାସ୍ତାରେ ମୃତ ଦେଶ ଗୁଡ଼ିକ ଏଣେତେଣେ ପଡ଼ି ରହିଛି। ମୃତଦେହଗୁଡ଼ିକୁ କୁକୁର...
ସୋସିଆଲ୍ ଆକାଉଣ୍ଟ ବନ୍ଦ କଲେ ପୁଟିନ୍ଙ୍କ ‘ସିକ୍ରେଟ୍ ଝିଅ’
ମସ୍କୋ,୮।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ‘ସିକ୍ରେଟ୍ ଝିଅ’ ଭାବରେ ଜଣାଶୁଣା ଲୁଇଜା ରୋଜୋଭା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନକୁ ସମର୍ଥନ କରୁଥିବା ୟୁଜର୍ସମାନେ...
ଯୁଦ୍ଧ ବିରତି ଘୋଷଣା କରିବ ରୁଷିଆ
ମସ୍କୋ,୮।୩: ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ୧୩ତମ ଦିନରେ ରୁଷିଆ ସିଜଫାୟାର(ଅସ୍ତ୍ରବିରତି) ଘୋଷଣା କରିବାକୁ ଯାଉଛି। ଏଥିଯୋଗୁ ମଙ୍ଗଳବାର ସକାଳ ୧୦ଟାରୁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ। ଯାହା ଫଳରେ ୟୁକ୍ରେନ ରାଜଧାନୀ କ୍ୱିଭ, ଚେରନିଗୋଭ, ସମି ଏବଂ ଅନ୍ୟ...
ରୁଷିଆ ବିନା ‘ସ୍ଥାୟୀ ଶାନ୍ତି’ ଆଲୋଚନା ଅସମ୍ଭବ
ପ୍ୟାରିସ୍,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୩ ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଧ୍ୱଂସବିଧ୍ୱଂସ ହୋଇଥିବା ବେଳେ ବେଳକୁ ବେଳ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଯୁଦ୍ଧ ସମାପ୍ତ ଲାଗି...
ଦ୍ୱିତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଧ୍ୱଂସ କଲା ରୁଷିଆ: ବଢ଼ିଲା ବିକିରଣ ବିପଦ
କ୍ୱିଭ୍,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଙ୍ଗଳବାର ୧୩ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ରୁଷିଆ ସୈନ୍ୟମାନେ କ୍ୱିଭ, ଖାର୍କିଭ ସମେତ ଅନେକ ସହରରେ ରକେଟ...
ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିଲେ ଭାରତ ଆସିବ ନବୀନଙ୍କ ପାର୍ଥିବ ଶରୀର: ରୁଷିଆ ପାଲଟିଛି କଣ୍ଟା
କ୍ୱିଭ୍/ମସ୍କୋ/ୱାଶିଂଟନ,୮ ।୩: ୟୁକ୍ରେନରେ ରୁଷିଆ ଆକ୍ରମଣ ଶିକାର ହୋଇଥିବା କର୍ନାଟକର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ଏ ଯାଏ ଭାରତ ଆସିନାହିଁ । ତେବେ ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିବା ପରେ ଯାଇ ନବୀନଙ୍କ ପାର୍ଥୀବ ଶରୀର ଭାରତ ଆସିବ...
ପାଇପ୍ଲାଇନ୍ କାଟିବାକୁ ଧମକ ଦେଲା ରୁଷିଆ
ମସ୍କୋ,୮।୩: ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ରୁଷିଆ ଉପରେ ୟୁରୋପ ବିଭିନ୍ନ ବାସନ୍ଦ ଲଗାଇଛି। ଏହାର ଜବାବରେ ୟୁରୋପକୁ ନ୍ୟାଚୁରାଲ ଗ୍ୟାସ ଯୋଗାଉଥିବା ନର୍ଡ ଷ୍ଟ୍ରିମ୍ ୧ ପାଇପ୍ ଲାଇନ୍କୁ କାଟି ଦେବାକୁ ଧମକ ଦେଇଛି ରୁଷିଆ। ଯଦି ରୁଷିଆ...
ସିରିଆ ମିଲିଟାରି ଶିବିରକୁ ଏୟାର ଷ୍ଟ୍ରାଇକ୍
ଡାମାସ୍କସ୍,୮।୩: ସିରିଆ ମିଲିଟାରି ଶିବିର ଉପରକୁ ଇସ୍ରାଏଲ ଆକାଶ ମାର୍ଗରୁ ମିଶାଇଲ୍ ଆକ୍ରମଣ କରିଛି। ଫଳରେ ୨ଜଣ ନାଗରିକ ପ୍ରାଣ ହରାଇଛନ୍ତି। ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆକ୍ରମଣ ପୂର୍ବରୁ ଲେବାନନରେ ଇସ୍ରାଏଲର ଯୁଦ୍ଧ ବିମାନ...
ଦେଶ ଛାଡିଛନ୍ତି ଜେଲେନ୍ସ୍କି ଖବର ମଧ୍ୟରେ ଭିଡିଓ ଜାରି କଲେ ରାଷ୍ଟ୍ରପତି
କ୍ୱିଭ୍,୮ ।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବାକୁ ୧୨ ଦିନ ପୂରଣ ହୋଇ ସାରିଛି । ୧୩ ଦିନରେ ବି ରୁଷିଆ ପକ୍ଷରୁ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଛି । ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଭୟରେ...
Archives


