ଅସ୍ତ୍ରବିରତି ଦାବି କଲା କ୍ୱିଭ୍
କ୍ୱିଭ୍,୧୫ା୩: ୟୁକ୍ରେନ୍ରେ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇ ତୁହାକୁ ତୁହା ମିଶାଇଲ, ବୋମା ମାଡ଼ କରୁଥିବାବେଳେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଛନ୍ତି। ମସ୍କୋ ଓ କ୍ୱିଭ୍ର ପ୍ରତିନିଧି ଭିଡିଓ କନ୍ଫରେନ୍ସ ଜରିଆରେ ବୈଠକ...
ଚାଇନାକୁ ଅର୍ଥ, ଅସ୍ତ୍ର ମାଗିଛି ରୁଷିଆ
ମସ୍କୋ,୧୫ା୩: ୟୁକ୍ରେନ୍ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ଓ ଆର୍ଥିକ ସହାୟତା ମାଗିଥିବା ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ ଚାଇନା ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଓ୍ବାଶିଂଟନ୍ ଅଧିକାରୀଙ୍କ ଏଭଳି ଦାବି ବିଶ୍ୱ...
ଅନ୍ତରାଷ୍ଟ୍ରୀୟ କୋର୍ଟରେ ୧୬ ମାର୍ଚ୍ଚରେ ହେବ ୟୁକ୍ରେନ୍-ରୁଷିଆ ମାମଲାର ଶୁଣାଣି
ଆମଷ୍ଟରଡମ,୧୪ ।୩: ରୁଷିଆ ବିରୋଧରେ ୟୁକ୍ରେନ କରିଥିବା ମାମଲାର ଶୁଣାଣି ଅନ୍ତରାଷ୍ଟ୍ରୀୟ କୋର୍ଟରେ ମାର୍ଚ୍ଚ ୧୬ରେ କରାଯିବ ବୋଲି ଜଣାପଡିଛି । କୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ୭ ମାର୍ଚ୍ଚରେ ହୋଇଥିବା ଶୁଣାଣିକୁ ରୁଷିଆ ବହିଷ୍କାର...
ସାହାଯ୍ୟ କଲେ ଭୟଙ୍କର ପରିଣତି ଭୋଗିବ ଚାଇନା: ଆମେରିକା
ମସ୍କୋ, ୧୪ା୩: ୟୁକ୍ରେନ୍ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ସହାୟତା ମାଗିଥିବା ନେଇ ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ ଚାଇନା ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଓ୍ବାଶିଂଟନ୍ ଅଧିକାରୀଙ୍କ ଏଭଳି ଦାବି ବିଶ୍ୱ...
ପୁଟିନ୍ଙ୍କୁ ମସ୍କଙ୍କ ଚ୍ୟାଲେଞ୍ଜ
ଓ୍ବାଶିିଂଟନ୍, ୧୪ା୩: ବୈଦ୍ୟୁତିକ କାର୍ ନିର୍ମାଣକାରୀ କମ୍ପାନୀ ଟେସ୍ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍ଏକ୍ସର ମାଲିକ ଏଲନ୍ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ପୁଟିନ୍ ସାମ୍ନାକୁ ଆସି ତାଙ୍କ ସହ ହାତାହାତି ହୁଅନ୍ତୁ। ଏଥିରେ...
ଚତୁର୍ଥ ପର୍ଯ୍ୟାୟ ଆଲୋଚନା, ଅସ୍ତ୍ରବିରତି ଦାବି କଲା କ୍ୱିଭ୍
କ୍ୱିଭ୍, ୧୪ା୩: ୟୁକ୍ରେନ୍ରେ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇ ତୁହାକୁ ତୁହା ମିଶାଇଲ, ବୋମା ମାଡ଼ କରୁଥିବାବେଳେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଛନ୍ତି। ମସ୍କୋ ଓ କ୍ୱିଭ୍ର ପ୍ରତିନିଧି ଭିଡିଓ କନ୍ଫରେନ୍ସିଂ ଜରିଆରେ...
ରୁଷିଆ-ୟୁକ୍ରେନ ମଧ୍ୟରେ ଇସ୍ରାଏଲ୍ କରିବ ମଧ୍ୟସ୍ଥତା
ଜେରୁଜେଲମ୍,୧୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୯ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ସମସ୍ତ ପାଶ୍ଚାତ୍ୟ ଦେଶ ବିରୋଧ କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ଉପରେ ଚାପ ପକାଯାଉଛି।...
୯ ମହଲା ଆପାଣ୍ଟମେଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ କଲା ରୁଷିଆ
କ୍ୱିଭ୍,୧୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ୟୁକ୍ରେନ୍ର ରାଜଧାନୀ କ୍ୱିଭ୍କୁ ଦଖଲ କରିବା ପାଇଁ ରୁଷିଆ ସେନା ଲଗାତର ସେଠାରେ ସମାରିକ ଆକ୍ରମଣ କରୁଛନ୍ତି। ସୋମବାର ଭୋରୁ କ୍ୱିଭ୍ର ଏକ ୯ ମହଲା ଆପାଣ୍ଟମେଣ୍ଟ...
ଆହତ ସେନାଙ୍କୁ ହସ୍ପିଟାଲରେ ଭେଟିଲେ ଜେଲେନସ୍କ, ବିଜୟ ହିଁ ଆପଣଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର
କ୍ୱିଭ,୧୪ ।୩:ରୁଷିଆ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସେନା ଓ ଦେଶବାସୀଙ୍କ ମନୋବଳ ବୃଦ୍ଧି କରି ଚାଲିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏମାନଙ୍କ ମଧ୍ୟରେ ଦେଶଭକ୍ତି ଜାଗ୍ରତ କରି ଚାଲିଛନ୍ତି । ଏହିକ୍ରମରେ ରାଷ୍ଟ୍ରପତି ହସ୍ପିଟାଲ ଯାଇ ଆହତ ସେନାଙ୍କୁ...
‘ଆଳୁ, ଟମାଟର ପାଇଁ ମୁଁ ରାଜନୀତିକୁ ଆସି ନାହିଁ’
ଲାହୋର,୧୪।୩: ଆଳୁ ଓ ଟାମାଟର ଦର ଯାଞ୍ଚ କରିବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇ ନାହିଁ। ଏଭଳି କହି ରବିବାର ବିରୋଧୀଙ୍କୁ ଜବାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶରେ ଆଳୁ, ଟମାଟର ଭଳି ନିହାତି ଆବଶ୍ୟକୀୟ...
କାନାଡାରେ ହୃଦୟ ବିଦାରକ ଦୁର୍ଘଟଣା
ଟରୋଣ୍ଟୋ,୧୪।୩: କାନାଡାରେ ଏକ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ରୀଛାତ୍ର ପ୍ରାଣ ହରାଇଛନ୍ତି। ସେମାନଙ୍କ ଭ୍ୟାନ ଓଣ୍ଟାରିଓ ହାଇଓ୍ବେରେ ଶନିବାର ଏକ ଟ୍ରାକଟର-ଟ୍ରେଲର ସହ ଧକ୍କା ହୋଇଥିବା ଭାରତୀୟ ହାଇ କମିଶନର ଅଜୟ ବିସାରିଆ ସୋମବାର କହିଛନ୍ତି। ଟୁଇଟର ଜରିଆରେ...
ଘରେ ପଶିଲେ ରୁଷିଆ ସୈନ୍ୟ, ବୃଦ୍ଧ ଦମ୍ପତି ଦେଖି କଲେ ଭୟଙ୍କର କାମ
କ୍ୱିଭ୍,୧୪।୩: ତିନି ସପ୍ତାହରୁ ଅଧିକ ଦିନ ହେବ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଭୟରେ ଲକ୍ଷ ଲକ୍ଷ ଲୋକ ନିଜ ଦେଶ ଛାଡି ପଳାଇଛନ୍ତି। ତଥାପି, ଅନେକ ଲୋକ ନିଜ ଘର ଛାଡି ନାହାଁନ୍ତି। କିଛି ସାଧାରଣ...
Archives


