ଯେଉଁଦିନ କ୍ରିକେଟରେ ହୋଇଥିଲେ ଚାମ୍ପିଅନ, ଠିକ୍ ସେହିଦିନ ଆସିବ ଅନାସ୍ଥା ପ୍ରସ୍ତାବ
ଇସଲାମାବାଦ,୨୫ା୩: ପାକିସ୍ତାନ କ୍ରିକେଟ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ୧୯୯୨ ମସିହା ମାର୍ଚ୍ଚ ୨୫ ତାରିଖ। ଠିକ୍ ୩୦ ବର୍ଷ ତଳେ ଏହିଦିନ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିଶ୍ୱକପ ଚାମ୍ପିଅନ ହୋଇଥିଲା। ଯଦିଓ ପାକିସ୍ତାନ ବିଜୟ ପଛରେ...
ଆଜି ଇମ୍ରାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ, ବିରୋଧୀଙ୍କୁ କରିବେ ସାମ୍ନା
ଇସଲାମାବାଦ,୨୫ା୩: ବିରୋଧୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଶୁକ୍ରବାର ପାକିସ୍ତାନରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ପ୍ରସଙ୍ଗରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ରିପୋର୍ଟ ଅନୁଯାୟୀ, ଜାତୀୟ ବିଧାନସଭା...
ଆଉ ଏକ ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କଲେ କିମ୍
ପୋଙ୍ଗୟାଙ୍ଗ,୨୫ ।୩: ସମାଚାର ଏଜେନ୍ସି ଏଏଫପି ଉତ୍ତର କୋରିଆର ସରକାରୀ ଗଣମାଧ୍ୟମର ସୂଚନାକୁ ଆଧାର କରି ଏକ ରିପୋର୍ଟ ଦେଇଛି ଯେ କିମ ଜୋନ ଉନ୍ ବ୍ୟକ୍ତିଗତ ଭାବେ ଦେଶର ‘ନୂଆ ପ୍ରକାର’ ଅନ୍ତରମହାଦୀପିୟ ବାଲେଷ୍ଟିକ ମିଶାଇଲର ପରୀକ୍ଷାର ନିରିକ୍ଷଣ...
ନିର୍ଦ୍ଦିଷ୍ଟ ତାରିଖରେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ରୁଷିଆ: ୟୁକ୍ରେନ୍
କ୍ୱିଭ୍,୨୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩୦ ଦିନ ପୂରଣ ହୋଇଛି । ହେଲେ ଏପର୍ଯ୍ୟନ୍ତ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କୌଣସି ସମାଧାନ ବାହାରି ପାରି ନାହିଁ । ରୁଷିଆ ପକ୍ଷରୁ ପ୍ରତିଦିନ ୟୁକ୍ରେନର ବଡ ବଡ...
ତୃତୀୟ ବିଶ୍ୱଯୁଦ୍ଧର ଚେତାବନୀ ଦେଲା ବେଲାରୁଷ
ମିନ୍ସକ,୨୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହୋଇଛି । ଏହାରି ଭିତରେ ରୁଷିଆର ଆକ୍ରମଣ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନ ବି ଏହାର ସାମ୍ନା କରି ଚାଲିଛି । ଇତିମଧ୍ୟରେ ବେଲାରୁଷର ଜଣେ ପ୍ରମୁଖ ନେତା...
ଜି-୨୦ରୁ ରୁଷିଆକୁ ବିଦା କରିବାକୁ ଚାହୁଁଛନ୍ତି ବାଇଡେନ୍
ନ୍ୟୁୟର୍କ,୨୫।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକା ଲଗାତାର ରୁଷିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ରୁଷିଆକୁ ଜି-୨୦ରୁ ବାଦ୍ ଦେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସମ୍ପର୍କରେ ଜରୁରୀକାଳୀନ ନାଟୋ...
ରୁଷିଆକୁ ଯୁଦ୍ଧବିରତି ଚାପ
ବ୍ରସେଲ୍ସ,୨୫ା୩:ରୁଷିଆର ୟୁକ୍ରେନ୍ ଆକ୍ରମଣକୁ ମାସେ ପୂରିଥିବାବେଳେ ମସ୍କୋକୁ କଡ଼ା ଜବାବ ଦେବା ପାଇଁ କିଭ୍କୁ ଯଥାସମ୍ଭବ ସହଯୋଗ କରିବା ନେଇ ଗୁରୁବାର ପାଶ୍ଚାତ୍ୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ (ନାଟୋ), ୟୁରୋପୀୟ ସଂଘ...
ୟୁକ୍ରେନରେ ଫସ୍ଫରସ୍ ବୋମା ପକାଇଲା ରୁଷିଆ
କିଭ୍,୨୪ା୩: ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ରୁଷିଆ ଗୁରୁବାର ଫସ୍ଫରସ୍ ବୋମା ପକାଇଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଅଭିଯୋଗ କରିଛନ୍ତି। ରୁଷିଆ ପୂର୍ବ ୟୁକ୍ରେନ୍ର ଲୁହାନ୍ସ୍କ ଅଞ୍ଚଳରେ ହ୍ବାଇଟ୍ ଫସଫରସ୍ ବୋମା ବ୍ୟବହାର କରିଛି। ସ୍ଥାନୀୟ ଗଭର୍ନର ସେର୍ହି...
ଭାଙ୍ଗିଗଲା ପୁଟିନ୍ଙ୍କ ବଡ଼ ଝିଅଙ୍କ ସ୍ବପ୍ନ
ମସ୍କୋ, ୨୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ବଡ଼ ଝିଅ ଡା. ମାରିଆ ଭୋରୋଣ୍ଟସୋଭା(୩୬) ତାଙ୍କ ଡଚ୍ ବ୍ୟବସାୟୀ ସ୍ବାମୀ ଜୋରିଟ୍ ଫାସେନ୍ଙ୍କଠାରୁ ଅଲଗା ହୋଇଛନ୍ତି। ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ପୂର୍ବରୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ...
ନାଟୋକୁ ସାମରିକ ସହାୟତା ମାଗିଲେ ଜେଲେନ୍ସ୍କି
ବ୍ରୁସେଲ୍ସ, ୨୪ା୩: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଗୁରୁବାର ନାଟୋ ସମ୍ମିଳନୀକୁ ସମ୍ବୋଧନ କରି ଅସୀମିତ ସାମରିକ ସହାୟତା ପାଇଁ ନିବେଦନ କରିଛନ୍ତି। ଜେଲେନ୍ସ୍କି କହିଛନ୍ତି, ୟୁକ୍ରେନ୍କୁ ବ୍ୟାପକ ଆଣ୍ଟାଇ-ଏୟାର, ଆଣ୍ଟାଇ-ଶିପ୍ ଓ୍ବିପନ୍ ଆବଶ୍ୟକ। ଏସବୁ ବିନା ଯୁଦ୍ଧରେ ତିଷ୍ଠିବା...
ଏଠି ନଷ୍ଟ ହେଉଛି ଲକ୍ଷ ଲକ୍ଷ ଡୋଜ କରୋନା ଟିକା
ନାଇରୋବି,୨୪ ।୩: କେନିୟା ଫେବୃୟାରୀ ୨୮ରେ ଏକ୍ସପାୟର ହୋଇଯାଇଥିବା ଏସ୍ଟ୍ରାଜେନିକା କୋଭିଡ-୧୯ ଭ୍ୟାକ୍ସିନର ୮୪୦,୦୦୦ ଡୋଜକୁ ନଷ୍ଟ କରିବାକୁ ଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସମାଚାର ଏଜେନ୍ସି ସିହ୍ନିୁଆ ମନ୍ତ୍ରଣାଳୟର...
ଆଫଗାନିସ୍ତାନରେ ବନ୍ଦ ହେଲା ବାଳିକା ସ୍କୁଲ
କାବୁଲ,୨୪।୩:ଆଫଗାନିସ୍ତାନ ଶାସନ ଭାର କଠୋରପନ୍ଥୀ ତାଲିବାନ୍ ସରକାର ହାତକୁ ଚାଲିଯିବା ପରେ ଦେଶରେ ଅସ୍ଥିରତା ଲାଗି ରହିଛି। ଏପର୍ଯ୍ୟନ୍ତ ତାଲିବାନ୍ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିପାରିନାହିଁ। ମାର୍ଚ୍ଚ ୨୩ ଅର୍ଥାତ୍ ବୁଧବାରଠାରୁ ଦେଶର ସମସ୍ତ ସ୍କୁଲ ଖୋଲିବା...
Archives


