କ୍ରିଶ୍ଙ୍କୁ କ୍ଷମା ମାଗିଲେ ସ୍ମିଥ୍
ଓ୍ବାଶିଂଟନ,୩୦ା୩: ଲସ୍ ଏଞ୍ଜେଲ୍ସରେ ଆୟୋଜିତ ଓସ୍କାର ସମାରୋହରେ ହୋଇଥିବା ହାଇଡ୍ରାମାକୁ ନେଇ ହଲିଉଡ୍ ଅଭିନେତା ଓ୍ବିଲ୍ ସ୍ମିଥ୍ କମେଡିଆନ୍ କ୍ରିସ୍ ରକ୍ଙ୍କୁ କ୍ଷମା ମାଗିଛନ୍ତି। ଏ ନେଇ ମଙ୍ଗଳବାର ଇନ୍ଷ୍ଟାଗ୍ରମାରେ ଏକ ପୋଷ୍ଟ ଶେୟାର କରିଥିଲେ ସ୍ମଥ୍। ନିଜ ଆଚରଣ...
ୟୁକ୍ରେନ୍ରେ ଆଇଏଇଏ ମୁଖ୍ୟ
କିଭ୍, ୩୦ା୩: ଯୁଦ୍ଧର ୩୪ ଦିନରେ ଇଣ୍ଟରନ୍ୟାଶନାଲ ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ) ମୁଖ୍ୟ ମାରିଆନୋ ଗ୍ରୋସି ୟୁକ୍ରେନ୍ରେ ପହଞ୍ଚିଛନ୍ତି। ଦେଶ ଆଣିବକ ପ୍ରତିଷ୍ଠାନର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେ ୟୁକ୍ରେନ୍ ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି।...
ଡୋନ୍ବାସ୍ର ସ୍ବାଧୀନତା ମୂଳ ଲକ୍ଷ୍ୟ: ମସ୍କୋ
ମସ୍କୋ, ୩୦ା୩: ରୁଷିଆ-ୟୁକ୍ରେନ୍ ଶାନ୍ତି ଆଲୋଚନାରେ କିଭ୍ ଏବଂ ଚେର୍ନିହିଭ୍ ସହରରେ ସାମରିକ ଗତିବିଧି କମାଇବା ନିମନ୍ତେ ମସ୍କୋ ନିଷ୍ପତ୍ତି ନେଇଥିଲେ ହେଁ ପୂର୍ବ ୟୁକ୍ରେନ୍ର ଡୋନବାସ୍ ଅଞ୍ଚଳକୁ ସ୍ବାଧୀନ କରାଇବା ମୂଳ ଲକ୍ଷ୍ୟ ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ...
ରୁଷିଆ କଥା ବିଶ୍ୱାସଯୋଗ୍ୟ ନୁହେଁ: ବ୍ଲିଙ୍କେନ୍
ଓ୍ବାଶିଂଟନ, ୩୦ା୩: ୟୁକ୍ରେନ୍-ରୁଷିଆ ମଧ୍ୟରେ ଶାନ୍ତି ଆଲୋଚନା ଶେଷ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ବ୍ରିଟେନ୍ ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ୟୁକ୍ରେନ୍ ପ୍ରସଙ୍ଗରେ ସେମାନେ ଆଲୋଚନା କରିଥିବା...
ୟୁକ୍ରେନ୍ର ୫୬୫ ଶହ କୋଟି ଡଲାର କ୍ଷତି, ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ…
କ୍ୱିଭ୍, ୨୯।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍ର ବହୁ ଆବାସିକ କୋଠା, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଆଦି ଧ୍ୱଂସ ହୋଇଛି। ଯୁଦ୍ଧରେ ୟୁକ୍ରେନ୍ର ପ୍ରାୟ ୫୬୫ ଶହ କୋଟି ଡଲାର କ୍ଷତି ହୋଇଛି। ଏହା ସହିତ ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ...
ଚାଇନା ଗସ୍ତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ
ଇସ୍ଲାମାବାଦ,୨୯।୩: ଅଫଗାନିସ୍ତାନ ଉପରେ ଅୟୋଜିତ ହେଉଥିବା ଏକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରୈଶି ମଙ୍ଗଳବାର ଚାଇନା ଅଭିମୁଖେ ଯାତ୍ରା କରିଛନ୍ତି। ଚାଇନା ରାଜ୍ୟ ପରାମର୍ଶଦାତା ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ନିମନ୍ତ୍ରଣରେ...
ଆମେରିକାକୁ ଧମକ ଦେଲେ କିମ୍ …
ଓ୍ବାଶିଂଟନ, ୨୯।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଏକ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବା ପରେ ଆମେରିକା ସହ ବିବାଦ ପୁଣି ବଢ଼ିବାରେ ଲାଗିଛି। କିମ୍ ଏବେ ଆମେରିକାକୁ ସିଧାସଳଖ ଧମକ ଦେଇଛନ୍ତି।ସେ କହିଛନ୍ତି...
ପ୍ରଭାବ ପକାଇଲା ଇସ୍ତାନବୁଲ ବାର୍ତ୍ତା: ପୁଟିନ୍-ଜେଲେନ୍ସ୍କିଙ୍କ ମଧ୍ୟରେ ହୋଇପାରେ ସାକ୍ଷାତକାର
ଇସ୍ତାନବୁଲ,୨୯।୩: ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି। ଦିର୍ଘ ୩ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏହି ବୈଠକ ପରେ ରୁଷିଆ ମୁଖ୍ୟ ମଧ୍ୟସ୍ଥି ଭ୍ଲାଡିମିର ମେଣ୍ଡେସ୍କି ସକାରାତ୍ମକ ବୟାନ ଦେଇଛନ୍ତି। ରୁଷିଆ...
ଇମ୍ରାନ ସରକାରଙ୍କ କାଉଣ୍ଟଡାଉନ୍ ଆରମ୍ଭ: ଏପ୍ରିଲ ୩ରେ ହେବ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ
ଇସ୍ଲାମାବାଦ୍,୨୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ କରାଯିବ। ମଙ୍ଗଳବାର ଏନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍ ରସିଦ ଦାବି କରିଛନ୍ତି। ସୋମବାର ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ...
ରମଜାନ ସମୟରେ ଏଠାରେ ଖୋଲିବନି ରେଷ୍ଟୁରାଷ୍ଟ
ରିଆଦ,୨୯।୩: ମୁସଲିମ୍ ସମ୍ପ୍ରଦାୟର ସବୁଠାରୁ ପବିତ୍ର ମାସ ରମଜାନ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି। ପେଗମ୍ବର ମୁହମ୍ମଦଙ୍କ ଜନ୍ମସ୍ଥାନ ମକ୍କାରେ ଏହାକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଇତିମଧ୍ୟରେ ସାଉଦି ଆରବରେ ଏବେଠାରୁ ରମଜାନ...
ରୁଷିଆ ଯବାନ ବଳାତ୍କାର କରିଥିବା ଦାବି କଲେ ୟୁକ୍ରେନ ମହିଳା
କ୍ୱିଭ,୨୯।୩ : ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଦୁଇ ରୁଷିଆ ଯବାନ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ୟୁକ୍ରେନ ମହିଳା। ତାଙ୍କ ଅଭିଯୋଗର ତଦନ୍ତ କରାଯିବ ବୋଲି ଅଧିକାରୀ କହିଛନ୍ତି। ମାର୍ଚ୍ଚ ୯ ତାରିଖରେ ଦୁଇ...
ଦାଢ଼ି ନ ଥିଲେ ଅଫିସ ମନା
କାବୁଲ,୨୯।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିପରି ଡ୍ରେସ୍ କୋଡ୍ ନିୟମ ପାଳନ କରୁ ନ ଥିଲେ ଚାକିରିରୁ ବିଦା ହେବେ। ତାଲିବାନ ପ୍ରଶାସନର ସାଧାରଣ ନୈତିକତା...
Archives


